Latest Odisha News

BREAKING NEWS

Yearly Archives

2020

୧୪ବର୍ଷ ବୟସରେ କେବିସି ଜୁନିଅରରେ ହୋଇଥିଲେ କୋଟିପତି ଏବେ ଆଇପିଏସ୍

ଭୁବନେଶ୍ୱର : ୨୦୦୧ରେ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ କୌନ ବନେଗା କରୋଡପତି ଜୁନିଅରରେ ୧୪ ବର୍ଷ ବୟସରେ ସେ ବିଜେତା ହୋଇ କୋଟିଏ ଟଙ୍କା ଜିତି ଚର୍ଚ୍ଚାରେ ରହିଥିଲେ । ସେତେବେଳେ ବିଗ୍ ବିଙ୍କ ସାମ୍ନାରେ ହଟ୍ ସିଟ୍‌ରେ ବସି ସେ ସମସ୍ତ ୧୫ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ । ଏବେ ପ୍ରାୟ ୨୦…

ଜଳୁଛି ପଶ୍ଚିମ, ଭିଜୁଛି ଉପକୂଳ ଓଡ଼ିଶା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ପାଲଟିଛି ତତଲା ପିଣ୍ଡ  । ଅସହ୍ୟ ଖରାରେ ଜନଜୀବନ ଏକରକମ ଠପ୍ ହୋଇପଡ଼ିବା ସ୍ଥିତିରେ  । ଆଜି ରାଜ୍ୟର ୭ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଛି  । ଉଭୟ ବଲାଙ୍ଗିର ଓ ଟିଟିଲାଗଡ଼ର ତାପମାତ୍ରା ୪୨.୫ ଡିଗ୍ରୀ ରହିବା ସହ ପାଲଟିଛନ୍ତି ରାଜ୍ୟର ସବୁଠୁ ଉତ୍ତପ୍ତ ସହର…

ଜୁଲାଇ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଏସ୍‌ଓପି’ ଘୋଷଣା

ଚଣ୍ଡିଗଡ: ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଜୁଲାଇ ମାସରେ ହେବାକୁ ଥିବା ସେମିଷ୍ଟାର ପରୀକ୍ଷା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପେରେଟିଭ ପ୍ରସିଡ୍ୟୁର (ଏସ୍‌ଓପି) ପ୍ରସ୍ତୁତ କରାଯାଇଥିବା ପ୍ରକାଶ କରିଛନ୍ତି ପଞ୍ଜାବ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରଣ ଅଧିକାରୀ ଡଃ ପରବିନ୍ଦର୍ ସିଂହ । ଏହି…

ସ୍ନାନଯାତ୍ରା ଲାଗି ପ୍ରସ୍ତୁତି: ‘ଶୁଦ୍ଧସୁଆର ନିଯୋଗ’ର ପୁରୀରେ ପ୍ରେସମିଟ୍

ପୁରୀ: ଆସନ୍ତା ଜୁନ୍ ୫ ତାରିଖରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। କୋଭିଡ୍ ୧୯ର ନିୟମାବଳୀ ଅନୁସାରେ ସ୍ନାନଯାତ୍ରାର ପ୍ରସ୍ତୁତିକୁ ଠିକ୍ ଭାବରେ ରୂପରେଖ ଶ୍ରୀମନ୍ଦିର ପ୍ରଶାସନ ଦେଉଥିବା ବେଳେ ଆଜି…

କରୋନାରେ ଆକ୍ରାନ୍ତ ହେଲେ ରାଜ୍ୟସଭା କର୍ମଚାରୀ, ସଂସଦ ଭବନ ସିଲ୍

ନୂଆଦିଲ୍ଲୀ: ରାଜ୍ୟସଭାର ଜଣେ କର୍ମଚାରୀ ଶୁକ୍ରବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସଂସଦର ଆନେକ୍ସ ବିଲ୍ଡିଂର ଦୁଇ ମହଲାକୁ ସିଲ୍ କରାଯାଇଛି। ସଂସଦ କମ୍ପ୍ଲେକ୍ସରୁ ଏହା ଚିହ୍ନଟ ହୋଇଥିବା ଚତୁର୍ଥ କୋଭିଡ-୧୯ ମାମଲା। ସୂତ୍ରରୁ ପ୍ରକାଶ ଯେ ସଂକ୍ରମିତ ଅଧିକାରୀ ଜଣକ ଗୁରୁବାର…

ଯାତ୍ରୀବାହୀ ଯାନ ଲାଗି ୩ ମାସର ‘ରୋଡ୍ ଟ୍ୟାକ୍ସ’ ଛାଡ଼ କଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର କରୋନା ମହାମାରୀ ଲାଗି ଯାତ୍ରୀବାହୀ ଯାନ ଲାଗି ୩ ମାସର ରୋଡ଼ ଟ୍ୟାକ୍ସ ଛାଡ଼ କରିଛନ୍ତି, ଏସମ୍ପର୍କରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ଅଧିକ ପଢନ୍ତୁ - କ୍ୟାବିନେଟ୍ ଅନୁମୋଦନ: ସମ୍ମାନିତ ହେବେ ‘କରୋନା ଯୋଦ୍ଧା’, ଗ୍ରାମାଞ୍ଚଳ ଜୀବିକା…

ଆସନ୍ତୁ ଜାଣିବା କଲେକ୍ଟରରୁ ନେତା ସାଜିଥିବା ଯୋଗୀଙ୍କ ବିଷୟରେ

ରାୟପୁର: ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ପ୍ରମୋଦ କୁମାର ଯୋଗୀଙ୍କ ୨୯ ମେ ୨୦୨୦ରେ ପରଲୋକ ହୋଇଯାଇଛି । ଆସନ୍ତୁ ଜାଣିବା ଯୋଗୀଙ୍କ ବିଷୟରେ କିଛି ଅଜଣା କଥା । ୧. ୨୬ ଏପ୍ରିଲ ୧୯୪୬ରେ ମଧ୍ୟପ୍ରଦେଶର ବିଳାସପୁର ଜିଲାର ପେନ୍ଦ୍ରାରେ ଜନ୍ମଗ୍ରହଣ କରିଥିଲେ । ବାପାଙ୍କ ନାମ କାଶୀ ପ୍ରସାଦ…

ଓଡ଼ିଶାରେ ସୁସ୍ଥ ହେଲେ ଆଉ ୯୦ କରୋନା ରୋଗୀ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୯୦ ଜଣ କୋଭିଡ-୧୯ ରୋଗୀ ସୁସ୍ଥ ହୋଇଥିବା ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ସରକାର। ୯୦ ସୁସ୍ଥଙ୍କ ମଧ୍ୟରୁ ୨୩ ଜଣ ଜଗତସିଂହପୁରରୁ, ୨୨ ଜଣ ଯାଜପୁରରୁ, ୨୧ ଜଣ ଭଦ୍ରକରୁ, ୧୫ ଜଣ ଗଞ୍ଜାମରୁ, ୩ ଜଣ କଟକରୁ, ୨ ଜଣ ଖୋର୍ଦ୍ଧା ଏବଂ ସମ୍ବଲପୁରରୁ ଏବଂ ଜଣେ ଲେଖାଏଁ…

ଦେଖନ୍ତୁ ଭିଡ଼ିଓ: ଶୀତଳ ଷଷ୍ଠୀ ଅବସରରେ ଶ୍ରୀକ୍ଷେତ୍ର ପଞ୍ଚମହାଦେବଙ୍କ ‘ଗୁଆଲି ଉତ୍ସବ’

ପୁରୀ: ପୁରୀରେ ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହୋଇଯାଇଛି ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ । ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀରେ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ସମେତ ସାହିମାନଙ୍କରେ ଥିବା ସମସ୍ତ ଶୈବ ପୀଠରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହାର ତତ୍ପର ଦିନ ଅର୍ଥାତ ଜ୍ୟେଷ୍ଠ…

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ

ରାୟପୁର:ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମେ ୯ରୁ ସେ କୋମା ଷ୍ଟେଜରେ ୨୦ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତୃତୀୟ ଥର ହାର୍ଟଆର୍ଟକ ହେବା ପରେ ତାଙ୍କୁ ବଂଚାଇବା ପାଇଁ ଡାକ୍ତରମାନେ ୪୫ ମିନିଟ ପରିଶ୍ରମ କରିଥିଲେ…