କରୋନାଭାଇରସ: ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ପୁଣି ଜଣେ ଗିରଫ
ଅନୁଗୁଳ: ଅନୁଗୁଳରେ କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି।
ସମ୍ପୃକ୍ତ ବ୍ୟକ୍ତି ଜଣକ ବିଜୟ କୁମାର ସୋନି ବୋଲି ଜଣାପଡିଛି।
ପୋଲିସର ସୂଚନାନୁଯାୟୀ ଅଭିଯୁକ୍ତ ଜଣକ ତାଙ୍କ…