Latest Odisha News

BREAKING NEWS

Yearly Archives

2020

ଜନତା କର୍ଫ୍ୟୁ ଲାଗି ରବିବାର ଦିନ ଟ୍ରେନ ସେବା ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲଗାଯାଇଥିବା ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୨ ତାରିଖ ତଥା ରବିବାର ଦିନ ସକାଳ ୪ଟାରୁ ୧୦ଟା ମଧ୍ୟରେ ସମସ୍ତ ଟ୍ରେନ୍ ବାତିଲ ରହିବା ନେଇ ଘୋଷଣା କରାଯାଇଛି । ଏନେଇ ରେଳ ବୋର୍ଡ ଜୋନାଲ…

କରୋନା ପାଇଁ ଯୁପି ସରକାରଙ୍କ ଘୋଷଣା; ୧୫ ଲକ୍ଷ ଦିନ ମଜୁରିଆ ପାଇବେ ୧ହଜାର ଟଙ୍କା

ଲକ୍ଷ୍ନୌ: ସାରା ଦେଶରେ କରୋନାଭାଇରସ ସଂକ୍ରମଣ ଯୋଗୁଁ ଆସିଥିବା ସଙ୍କଟ ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ବଡ ଘୋଷଣା କରିଛନ୍ତି । ରାଜ୍ୟର ଦିନ ମଜୁରିଆଙ୍କୁ ୧ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ଅନୁସାରେ ୨୦.୩୭ ଲକ୍ଷ…

ବଲିଉଡ ଗାୟିକା କନିକା କପୁରଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ: ବଲିଉଡ କଣ୍ଠଶିଳ୍ପୀ କନିକା କପୁରଙ୍କର କରୋନାଭାଇରସ ରିପୋର୍ଟ ପଜିଟିଭ ବାହାରିବା ପରେ ଏନେଇ ସାରା ବଲିଉଡ ଜଗତରେ ଆତଙ୍କ ସୃଷ୍ଟି ହୋଇଛି । ଏପରିକି ନିଜର ବିଦେଶ ଭ୍ରମଣ ସମ୍ପର୍କରେ ଲୁଚାଇବା ଅଭିଯୋଗରେ ତାଙ୍କ ନାମରେ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ…

ଭାରତରେ ବଢୁଛି କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୨୫୮ରେ ପହଞ୍ଚିଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଆହୁରି ମଧ୍ୟ ସମସ୍ତ ୨୫୮ ଆକ୍ରାନ୍ତଙ୍କ ମଧ୍ୟରେ ୨୧୯…

ଓଡ଼ିଶାରେ କରୋନା ସତର୍କତା; ଆଜିଠୁ ଟ୍ବିନସିଟିରେ ଅଡ-ଇଭେନ ଗାଡ଼ି ଚଳାଚଳ

କଟକ/ଭୁବନେଶ୍ବର: ଓଡିଶାରେ କରୋନାଭାଇରସ ସତର୍କତା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନିର୍ଦ୍ଦେଶ ପରେ ଶନିବାର ଦିନଠାରୁ ଟ୍ୱିନସିଟିରେ ଯୁଗ୍ମ-ଅଯୁଗ୍ମ ଗାଡି ଚଳାଚଳ କରୁଛି । କମିଶନରେଟ୍ ପୋଲିସ୍ ପକ୍ଷରୁ କଟକରେ ଏଭଳି ପକ୍ରିୟାରେ ଗାଡି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୧-୩-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୨୧ ରିଖ  ଶନିବାର ମୀନ ୮ ଦିନ   ଚୈତ୍ର ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ  ଚନ୍ଦ୍ର  ଘାତ ବାର-:  ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର:- ମିଥୁନ ରାଶି…

ଭାରତୀୟ ଫୁଟବଲ କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ପରଲୋକ

କୋଲକାତା: ଭାରତୀୟ ଫୁଟବଲ ଜଗତର କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ଶୁକ୍ରବାର ଦିନ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଥିବା ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ମୃତୁ୍ୟବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା ।…

କରୋନା ରୋକିବା ପାଇଁ କଟକରେ ଶନିବାରଠାରୁ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଆରମ୍ଭ

କଟକ: କରୋନା ମହାମାରୀର ଭୟାବହତାକୁ ରୋକିବା ପାଇଁ କଟକ ସହରରେ ମଧ୍ୟ ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଶନିବାର ଠାରୁ ଲାଗୁ ହେବ । ବସ୍‌, ଅଟୋ, ଟାକ୍ସି ଓ ଟ୍ରକ୍ ଇତ୍ୟାଦି ର ଚଳାଚଳ ଉପରେ ଏହି ନୂଆ ନିୟମ ଲାଗୁ ହେବ ବୋଲି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍…

କରୋନା ଯୋଗୁଁ କର୍ମଚାରୀଙ୍କ ପାଇଁ ୱାର୍କ-ଫ୍ରମ୍‌-ହୋମ୍ ବ୍ୟବସ୍ଥା ଆରମ୍ଭ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ଭୁବନେଶ୍ୱର: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିପାଇବା ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାର୍ଯ୍ୟ କରିବା) ବ୍ୟବସ୍ଥା ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ହପ୍ପିଟାଲ୍‌, ରିଟେଲ୍ ଷ୍ଟୋର୍ ଓ…

ଓଡ଼ିଶା ପୌରସଂସ୍ଥାଗୁଡ଼ିକ ଲାଗି କେନ୍ଦ୍ର ପକ୍ଷରୁ ମଞ୍ଜୁର ହେଲା ୧୮୬ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଓଡ଼ିଶାର ପୌରସଂସ୍ଥା (ୟୁଏଲବି) ଗୁଡ଼ିକ ଲାଗି ପ୍ରଥମ କିସ୍ତିରେ ୧୮୬ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ମଞ୍ଜୁର କରାଯାଇଛି । Thank PM Shri @narendramodi ji and FM @nsitharaman…