Latest Odisha News

BREAKING NEWS

Yearly Archives

2020

କରୋନା ପଜିଟିଭ ରୋଗୀଙ୍କ ଉପରେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକାଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର: ଦିନ ସାରା ଭୁବନେଶ୍ୱର ଏମ୍ସରେ କରୋନା ପଜିଟିଭ୍ ରୋଗୀଙ୍କ ଠାରୁ ସଂକ୍ରମଣ ନେଇ ବିଭିନ୍ନ ଚର୍ଚ୍ଚା ଓ ଖବର ପ୍ରକାଶ ପାଇଥିବା ବେଳେ ଅପରାହ୍ନରେ ଏମ୍ସ ନିର୍ଦ୍ଦେଶିକା ଗୀତାଂଜଳି ପଦ୍ମନାଭମ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । https://youtu.be/nwf3cdTnQko ସୂଚନା ଅନୁଯାୟୀ,…

କୋଭିଡ-୧୯: ଜୁନ୍ ୧୬ ଯାଏଁ ଏସସି/ଏସଟି ବିଭାଗ ଅନ୍ତର୍ଗତ ସମସ୍ତ ହଷ୍ଟେଲ ବନ୍ଦ

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣ ଭୟରେ ରାଜ୍ୟ ସରକାର ଏସସି/ଏସଟି ବିକାଶ ବିଭାଗ ଅଧିନରେ ଥିବା ସମସ୍ତ ସ୍କୁଲକୁ ମାର୍ଚ୍ଚ ୨୫ରୁ ଜୁନ୍ ୧୬ ଯାଏଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସସି/ଏସଟି ପିଲାଙ୍କ ମାତାପିତା ଓ ଅଭିଭାବକଙ୍କୁ ୩ ମାସର ଅଗ୍ରୀମ ଛାତ୍ରବୃତ୍ତି ଦେବାକୁ ନେଇ ବିଭାଗ…

କରୋନା ଭୟ: ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ତଥା କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଓଡିଶା ସରକାର ଶୁକ୍ରବାର ଦିନ ଅନ୍ୟ ଆଦେଶ ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ସମସ୍ତ ରେସ୍ତୋରାଁ, ହୋଟେଲ, କ୍ୟାଣ୍ଟିନ, ଭୋଜନାଳୟ ସବୁ ବନ୍ଦ…

କନିକା କାପୁରଙ୍କ କରୋନା ପଜିଟିଭ ନେଇ କେଉଁ କେଉଁ ନେତା ବେଶି ଚିନ୍ତିତ

ନୂଆଦିଲ୍ଲୀ:ବଲିଉଡ ସେଲିବ୍ରେଟି କନିକା କାପୁରଙ୍କ କରୋନ ଭାଇରାସରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଅନେକ ନେତା ଆସିଥିଲେ । ଆସନ୍ତୁ ଜାଣିବା କେଉଁ କେଉଁ ନେତା ଏ ନେଇ ଚିନ୍ତିତ ଏବଂ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉତରପ୍ରଦେଶର ମନ୍ତ୍ରୀ ଜୟ ପ୍ରତାପ ସିଂ ମଧ୍ୟ କନିକା ସାମିଲ…

ଜାପାନରେ ପହଂଚିଲା ଅଲିମ୍ପିକ ମଶାଲ

ଟୋକିଓ: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିଯିବା ପରେ ଏଥିରୁ ମୁକୁଳିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଏହା ବିଚାରକୁ ନେଲେ ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ସୃଷ୍ଟି ହୋଇଛି । ତେବେ ଏ ପର୍ଯ୍ୟନ୍ତ ଆୟୋଜକ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି କୌଣସି ମନ୍ତବ୍ୟ ଦେଇ…

ଆମ ସମସ୍ତଙ୍କୁ ମିଳିମିଶି ଧୈର୍ଯ୍ୟ ଓ ସାହସର ସହ କରୋନା ଆହ୍ୱାନର ମୁକାବିଲା କରିବାକୁ ପଡିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କରୋନା ଭୂତାଣୁ ବିଶ୍ୱ ମହମାରୀର ରୂପ ନେଇଥିବା ବେଳେ ଆମ ସମସ୍ତଙ୍କୁ ମିଳିମିଶି ଏଭଳି ପ୍ରାକୃତିକ ସଂକଟକୁ ସାମ୍ନା କରିବାକୁ ପଡିବ । ରାଜ୍ୟ ତଥା ଦେଶବାସୀ କୌଣସି ପ୍ରକାର ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ ମହାମାରୀ କରୋନା ଭାଇରସ ବିରୁଦ୍ଧରେ ମୁକାବିଲା କରନ୍ତୁ ବୋଲି…

ରାଷ୍ଟ୍ରପତି ଭବନ ସମାରୋହରେ ଯୋଗ ଦେଇଥିଲେ ଦୁଷ୍ମନ୍ତ !

ନୂଆଦିଲ୍ଲୀ: ବଲିଉଡ ଗାୟିକା କନିକା କାପୁର କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଚିନ୍ତା ବଢ଼ିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ତାଙ୍କ ପୁତ୍ର ଦୁଷ୍ମନ୍ତ ସିଂ ଏହି ପାର୍ଟିରେ ଯୋଗ ଦେଇଥିଲେ । ସବୁଠାରୁ ବଡ କଥା ଏହା ପରେ ଦୁଷ୍ମନ୍ତ ସଂସଦ ଯିବା ସହ ରାଷ୍ଟ୍ରପତି…

କରୋନା ସଂକ୍ରମଣ ବିପଦ: ଶନିବାର ଠାରୁ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବାକୁ ବିଏମସିର ନିଷ୍ପତ୍ତି

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ରାସ୍ତାରେ ଯାନବାହନ ସଂଖ୍ୟା କମ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ଯୁଗ୍ମ - ଅଯୁଗ୍ମ (ଅଡ଼-ଇଭିନ) ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଶନିବାର ଠାରୁ…

ନିଜକୁ ଆଇସୋଲେଶନରେ ରଖିଲେ ବସୁନ୍ଧରା ରାଜେ ଓ ଦୁଷ୍ମନ୍ତ

ନୂଆଦିଲ୍ଲୀ:କରୋନା ଭାଇରସ ନେଇ ସତର୍କତା ଅବଲମ୍ବନ କରିବା ପାଇଁ ସରକାର ସବୁ ଦିଗରୁ ଉଦ୍ୟମ କରୁଛନ୍ତି । ଏଥିପାଇଁ ନାଗରିକମାନେ ମଧ୍ୟ ସଚେତନ ହେବା ଉଚିତ । ବଲିଉଡ ଗାୟିକା କନିକା କାପୁରଙ୍କ ଦାୟିତ୍ୱହୀନତା ଯଦି ପ୍ରମାଣିତ ହୁଏ ତାହାହେଲେ ଏହା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିବ । କନିକା…

କରୋନା ଭୟ: ୟୁପିଏସସି ସିଭିଲ ସର୍ଭିସ ୨୦୧୯ର ସାକ୍ଷାତକାର ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ସଂକ୍ରମଣକୁ ନଜରରେ ରଖି ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ଆୟୋଜିତ ହେଉଥିବା ସିଭିଲ ସର୍ଭିସ(ମୁଖ୍ୟ)୨୦୧୯ର ସାକ୍ଷାତକାର ପରୀକ୍ଷା ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୩ରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା । ତେବେ…