Latest Odisha News

BREAKING NEWS

Yearly Archives

2020

୨୪ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଗୋଟିଏ ଦଳ ସଂଖ୍ୟା ଗରିଷ୍ଠତା ହାସଲ କଲା: ଜେସିଣ୍ଡା ଆଡର୍ଣ୍ଣ ପୁନର୍ବାର ପ୍ରଧାନମନ୍ତ୍ରୀ…

ୱେଲିଂଟନ: ୨୪ ବର୍ଷ ପରେ ନ୍ୟୁଜିଲାଣ୍ଡ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଗୋଟିଏ ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଲେବର ପାର୍ଟି ଏହି ସଫଳତା ହାସଲ କରିଛି । ଫଳରେ ଜେସିକା ଆଡର୍ଣ୍ଣ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି । ୧୨୦ ସଦସ୍ୟ…

ରାଜନୈତିକ ସଭା ପାଇଁ ଆସିଲା ନିୟମାବଳୀ

ଭୁବନେଶ୍ୱର: ଆଗାମୀ ଦୁଇ ବିଧାନସଭା  ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ପାଇଁ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ସଂଶୋଧିତ ନିୟମାବଳୀ ଅନୁଯାୟୀ, ନିମ୍ନଲିଖିତ ସର୍ତ୍ତରେ ଦୁଇଟି ନିର୍ବାଚନମଣ୍ଡଳୀରେ ରାଜନୈତିକ ବୈଠକ, କାର୍ଯ୍ୟ ଏବଂ ସମାବେଶକୁ ଅନୁମତି ଦିଆଯିବ:…

ରାଜସ୍ଥାନକୁ କ୍ରିକେଟର ଏବିସିଡି ଶିଖାଇଲେ ଡି’ଭିଲର୍ସ

ଦୁବାଇ: ପୁନର୍ବାର ଏବି ଡି’ଭିଲର୍ସ ପ୍ରମାଣିତ କରିଛନ୍ତି କାହିଁକି ତାଙ୍କୁ କ୍ରିକେଟର ଏବିସିଡି କୁହାଯାଏ । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଡିଭିଲର୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ଉଇକେଟରେ ବିଜୟୀ କରାଇଛନ୍ତି । ରାଜସ୍ଥାନ ପ୍ରଦତ ୧୭୮ ରନର ଲକ୍ଷ୍ୟକୁ…

ମହିଳା କ୍ରିକେଟର ମାନସୀ ଯୋଶୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ପେସ ବୋଲର ମାନସୀ ଯୋଶୀ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି୨୦ ଚ୍ୟାଲେଞ୍ଜରେ ସେ ଅଂଶ ଗ୍ରହଣ କରିପାରିବେ ନାହିଁ । ୨୭ ବର୍ଷୀୟ ମାନସୀ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଡେରାଡୁନରେ କ୍ୱାରେଂଟାଇନରେ…

ନବରାତ୍ରୀ; ମା’ଙ୍କ ଆଶୀର୍ବାଦରୁ ଦୀର୍ଘ ୫୮ ବର୍ଷ ପରେ ଘଟିବ ଏଭଳି ସଂଯୋଗ

୧୭ ଅକ୍ଟୋବର ୨୦୨୦ଠାରୁ ଆଦିଶକ୍ତି ମା’ ଦୁର୍ଗାଙ୍କ ଉପାସନା ଅର୍ଥାତ୍‌ ପାର୍ବଣ ପର୍ବ ନବରାତ୍ରୀ ଆରମ୍ଭ ହେଉଛି। ନବରାତ୍ରୀର ଏହି ପବିତ୍ର ପର୍ବ ୨୫ ଅକ୍ଟୋବରରେ ଶେଷ ହେବ। ଏହି ୯ ଦିନରେ ମାଙ୍କୁ ନଅ ରୂପରେ ପୂଜା ପାଇବେ। ଏଥର ଅଷ୍ଟମୀ ଏବଂ ନବମୀ ଗୋଟିଏ ଦିନରେ ପଡୁଥିବାରୁ ମା’ଙ୍କ ଆରାଧନା…

ଭୋକରେ ରହିଛି ଭାରତ!!

ନୂଆଦିଲ୍ଲୀ: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୦ରେ ଭାରତ ୧୦୭ଟି ଦେଶ ମଧ୍ୟରୁ ୯୪ତମ ସ୍ଥାନରେ ରହିଛି । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ଖରାପ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା, ପ୍ରଭାବଶାଳୀ ମନିଟରିଂର ଅଭାବ, ପୁଷ୍ଟିହୀନତାର ମୁକାବିଲା ପାଇଁ ନିରବଚ୍ଛିନ୍ନ ଆଭିମୁଖ୍ୟ…

ସ୍ମିଥଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ବାଙ୍ଗାଲୋର ସମ୍ମୁଖରେ ୧୭୮ ରନର ଟାର୍ଗେଟ

ଦୁବାଇ: ଆଇପିଏଲର ଶନିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୧୭୮ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ଅଧିନାୟକ ଷ୍ଟିଭେନ ସ୍ମିଥ( ୫୭ ରନ)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ୨୦ ଓଭରରେ ୬…

ଆଉ ଜଣେ କରୋନା ଯୋଦ୍ଧା ଜୀବନ ହାରିଲେ

ଭୁବନେଶ୍ୱର: ଆଉ ଜଣେ କୋଭିଡ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଲିଙ୍ଗରାଜ ପୋଲିସ ଷ୍ଟେସନରେ  ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଥିବା ବ୍ରଜ କିଶୋର ଦଳାଇ କୋଭିଡ-୧୯ ରେ ପଜିଟିଭ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ…

ସମାଜ ନା ସରକାର କିଏ ଦାୟୀ ?

୨୦୧୬ ମସିହା ଅଗଷ୍ଟ ମାସରେ ଗୋଟିଏ ଘଟଣା ଚହଳ ପକେଇଥିଲା ସାରା ଦେଶରେ । ଦେଶ କ’ଣ ତା’ପରେ ତ ବିଦେଶରେ ବି ସେଇ ଲୋକଟିର ନାଁ ଶୁଣାଗଲା ଯେ କି ନିଜର ମୃତା ପତ୍ନୀଙ୍କ ଶବକୁ କାନ୍ଧରେ ଦୀର୍ଘ ୧୦ କି.ମି. ରାସ୍ତା କାନ୍ଧେଇ କାନ୍ଧେଇ ଆସିଥିଲେ । ଦାନ ମାଝିଙ୍କ ଘଟଣାର ଏବେ ନିକଟରେ ପୁଣି…

ଫେରାର ଦୁଷ୍କର୍ମକାରୀଙ୍କୁ ଫେସ୍‌ବୁକରୁ ଚିହ୍ନିଲା ପୀଡିତା !

ଉତ୍ତରପ୍ରଦେଶ: ଦୁନିଆରେ ମଣିଷ ବେଶରେ ଲୁଚି ରହିଥିବା ପଶୁଙ୍କୁ ଚିହ୍ନିପାରିନଥିଲା ଝିଅଟି । ହସ୍ପିଟାଲରେ ଭର୍ତ୍ତି ଥିବା ମାଆକୁ ଦେଖିବା ଲାଗି ଘରୁ ବାହାରିଥିଲା । ହେଲେ ଜଙ୍ଗଲି ରାସ୍ତାରେ ଭେଟିଥିଲା କିଛି ମାଂସଲୋଭି ସଇତାନଙ୍କୁ । ଆଉ ତା ପରେ ହରାଇଥିଲା ମଣିଷ ଉପରେ ବିଶ୍ୱାସ ଓ ନିଜ ମାନ…