ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ, ଗୁଗୁଲର ଡୁଡୁଲ୍ ଜାରି
ନୂଆଦିଲ୍ଲୀ: ସାରା ଦେଶରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଆଜି ଏକ ଡୁଡଲ ତିଆରି କରିଛି ।
ଏଥିସହିତ ଗୁଗୁଲ ପକ୍ଷରୁ ଜାରି ଏହି ଡୁଡୁଲକୁ ମୁମ୍ବାଇର ଜଣେ ଆର୍ଟିଷ୍ଟ ସଚିନ ଘାନେକର ପ୍ରସ୍ତୁତ କରିଛନ୍ତି । ଏହି…