ଓଡିଶାର ଏହି ସରକାରୀ ମେଡିକାଲରେ ଓପିଡି ସେବା ବନ୍ଦ
କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଓପିଡି ସେବାକୁ ଶୁକ୍ରବାର ଦିନ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ବନ୍ଦ କରାଯାଇଛି ।
କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏମଜେନ୍ସି ବ୍ୟତିତ ଅନ୍ୟ ସମସ୍ତ…