ଜାଣନ୍ତୁ କିପରି ଫୁଲରୁ ବଢାଇବେ ତ୍ୱଚାର ଚମକ
ନୂଆଦିଲ୍ଲୀ: ଫୁଲ ଏଭଳି ଏକ ଜିନିଷ ଯାହାକୁ ଆମେ ଆମର ଦୈନନ୍ଦିନ ଜୀବନରେ ନିୟମିତ ବ୍ୟବହାର କରିଥାଉ। ଫୁଲ ଯେତେ ସୁକ୍ଷ୍ମ ଜିନିଷଟିଏ ହେଲେ ବି ତାର ଉପକାରିତା ବେଶ୍ ଅଧିକ। ଔଷଧଠୁ ନେଇ ଦୈନନ୍ଦିନ ଜୀବନର ପ୍ରତିଟି କାର୍ଯ୍ୟରେ ଏହାର ବ୍ୟବହାର ହୋଇଥାଏ।
ତେବେ ଆପଣ ଜାଣନ୍ତି କି ଫୁଲରେ…