Latest Odisha News

BREAKING NEWS

Yearly Archives

2021

ଦୁନିଆର ସବୁଠାରୁ ବଡ଼ ଧନୀ ବି ଦେଇନାହାନ୍ତି ଇନ୍‌କମ ଟ୍ୟାକ୍ସ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତିମାନେ ବି ଦେଇନାହାନ୍ତି ଆୟକର। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। ଆମାଜନ ମୁଖ୍ୟ ଜେଫ୍‌ ବେଜୋସ୍‌ଙ୍କଠାରୁ ଆରମ୍ଭ କରି ଟେସଲା ପ୍ରତିଷ୍ଠାତା ଏଲନ୍‌ ମସ୍କଙ୍କ ଭଳି ଅନେକ ବିଲିୟନେୟାର ଏହି ତାଲିକାରେ ଅନ୍ତର୍ଭୁକ୍ତ। ସୂଚନା ଅନୁଯାୟୀ…

ବିଦେଶରୁ ଓଡ଼ିଶା ଆସିବ ECMO ମେସିନ୍, ଟେଣ୍ଡର ସରିଛି

ଭୁବନେଶ୍ୱର: କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ପଡୁଛି ECMO ମେସିନ୍ । ଏବେ ରାଜ୍ୟରେ ଏହି ମେସିନର ଅଭାବ ରହିଥିବାରୁ ଗୁରୁତର ରୋଗୀ ବାହାର ରାଜ୍ୟକୁ ଅଧିକ ଚିକିତ୍ସା ପାଇଁ ଯାଉଛନ୍ତି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଭାରତରେ ECMO ଉତ୍ପାଦନ ହେଉ…

ରାଜଧାନୀରେ ହୋଟେଲ ଏବଂ ରେସ୍ତୋରାଁ କର୍ମଚାରୀଙ୍କୁ ଆଜିଠୁ ଦିଆଯିବ ଟିକା

ଭୁବନେଶ୍ୱର: ଆଜିଠୁ ରାଜଧାନୀ ଭୁବନେଶ୍ବରରେ ହୋଟେଲ ଏବଂ ରେସ୍ତୋରାଁ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା। ବୁଧବାରଠାରୁ ହୋଟେଲ ଏବଂ ରେସ୍ତୋରାଁ କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି। ଏ ନେଇ ରାଜ୍ୟ ହୋଟେଲ ଏବଂ…

ଜୁଲାଇରେ ଭାରତ ଆସିପାରେ ଏହି ୨ ବିଦେଶୀ ଟିକା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇରେ ଭାରତ ଆସିପାରେ ଫାଇଜର ଏବଂ ମଡର୍ନା ଟିକା। ଆମେରିକାର ଟିକା ନିର୍ମାତା କମ୍ପାନୀ ଫାଇଜର ଏବଂ ମଡର୍ନା ଏ ନେଇ କେନ୍ଦ୍ର ସହ ଆଲୋଚନା କରୁଛନ୍ତି। ଭାରତରେ ବିଦେଶୀ ଟିକା ପ୍ରବେଶକୁ ନେଇ ଟିକା ନିର୍ମାତା ଏବଂ କେନ୍ଦ୍ର ମଧ୍ୟରେ ବିଚାର ଚାଲିଛି ବୋଲି କହିଛନ୍ତି…

ବର ଖାଉଥିଲା ଗୁଟଖା, ବାହା ହେବାକୁ ମନା କଲା କନିଆଁ

ଉତ୍ତରପ୍ରଦେଶ: ମାତାଲି ବରକୁ ବାହା ହେବାକୁ ଝିଅ ମନା କରିବା ଖବର ଆଗରୁ ଅନେକ ଥର ଶୁଣିଥିବେ । କିନ୍ତୁ ବର ଗୁଟଖା ଖାଉଥିବା ଦେଖି ବାହା ହେବେନି ବୋଲି କହିଲା କନିଆଁ । ଉତ୍ତରପ୍ରଦେଶରୁ ଏଭଳି ଘଟଣା ସାମନାକୁ ଆସିଛି । ବାଲିଆ ଜିଲ୍ଲାରେ ଘଟିଛି ଏହି ଘଟଣା । ମାନିଆର ପୋଲିସ ପକ୍ଷରୁ…

କ୍ୟାଟ୍ରିନା ଏବଂ ଭିକିଙ୍କ ମଧ୍ୟରେ ରହିଛି ପ୍ରେମ ସମ୍ପର୍କ; ହର୍ଷବର୍ଦ୍ଧନ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଆକ୍ଟର ଭିକି କୌଶଲଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଛି। ତାଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ମଧ୍ୟ ପ୍ରଚାର ହେଉଛି। କିନ୍ତୁ ନିଜ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଉଭୟ ଏଯ‌ାଏ କୌଣସି ସ୍ପଷ୍ଟୀକରଣ…

ମୌସୁମୀ ବର୍ଷାରେ ଉବୁଟୁବୁ ମୁମ୍ବାଇ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ମୁମ୍ୱାଇ: ମୌସୁମୀ ଆଗମନରେ ମୁମ୍ବାଇରେ ମୂଷଳଧାରାରେ ବର୍ଷା । ଲଗାଣ ବର୍ଷାରେ ମାୟାନଗରୀ ହାଲ୍ ବେହାଲ୍ ହୋଇଛି । ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ଫଳରେ ଜଳବନ୍ଦୀ ହୋଇଛି ମୁମ୍ବାଇ । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ପ୍ରବଳ ବର୍ଷାରେ ମୁମ୍ୱାଇରେ…

ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଦେଶର ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଦେଶର ନୂଆ ନିର୍ବାଚନ କମିଶନର। ମଙ୍ଗଳବାର କେନ୍ଦ୍ର ସରକାର ଉତ୍ତର ପ୍ରଦେଶ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି। ପୂର୍ବତନ…

ଓଡ଼ିଶାର ୮ ଜିଲ୍ଲା ଖୁବଶୀଘ୍ର ହୋଇପାରେ ଅନଲକ୍, ଜାଣନ୍ତୁ କେଉଁ ଜିଲ୍ଲାରୁ ପ୍ରଥମେ ଖୋଲିବ ତାଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଛି । ଖସୁଛି ପିଜିଟିଭିଟି ରେଡ୍ । ଆଜି ରାଜ୍ୟରେ ପଜିଟିଭ୍ ହାର ୮.୭୫ ପ୍ରତିଶତ ରହିଛି । ଆଗକୁ ଆହୁରି ଖସିବ । ବର୍ତ୍ତମାନ ୧୨ଟି ଜିଲ୍ଲାରେ ପଜିଟିଭିଟି ୫ ପ୍ରତିଶତରୁ କମ୍ ରହିଛି । ସେଥିରୁ ୮ ଜିଲ୍ଲାରେ ଖୁବଶୀଘ୍ର ଅନଲକ୍ ହୋଇପାରେ । କାରଣ ସେସବୁ…

ଆବିଷ୍କାରକଙ୍କ ଜୀବନ ନେଲା ଆବିଷ୍କାର

ପୁରୀ:ମହାନ ବୈଜ୍ଞାନିକମାନଙ୍କ ଅତୁଳନୀୟ ଅବଦାନ ଯୋଗୁ ଆମ ଜୀବନ ଏବଂ ଚଳଣି ସହଜ ହେଉଛି । ତେବେ ଏଥିଯୋଗୁ କେତେକ ମହାନ ବୈଜ୍ଞାନିକଙ୍କ ପ୍ରାଣ ମଧ୍ୟ ଯାଇଛି । ଆସନ୍ତୁ ଜାଣିବା ମହାନ ଆବିଷ୍କାରକଙ୍କ ଜୀବନ କିପରି ତାଙ୍କ ଆବିଷ୍କାର ଯୋଗୁ ଯାଇଛି- ୱିଲିୟମ ବୁଲକ: ଆମେରିକାର ୱିଲିୟମ ବୁଲକ ରୋଟରୀ…