Latest Odisha News

BREAKING NEWS

Yearly Archives

2021

କୋଭିଡ୍‌ ନିୟମ ଉଲ୍ଲଂଘନ; ୧୩୦ରୁ ଅଧିକ ରେଳ ଯାତ୍ରୀ ଦେବେ ଫାଇନ

ନୂଆଦିଲ୍ଲୀ: କୋଡିଭ୍‌ ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ ୧୩୦ରୁ ଅଧିକ ରେଳ ଯାତ୍ରୀ। ଟ୍ରେନ୍ ଭିତରେ ଫେସ୍ ମାସ୍କ ନ ପିନ୍ଧିବା ଯାତ୍ରୀଙ୍କୁ ପଡ଼ିଲା ମହଙ୍ଗା। ମଙ୍ଗଳବାର ଦିନ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ମେଟ୍ରୋ କର୍ତ୍ତୃପକ୍ଷ ୧୩୦ ରୁ ଅଧିକ ଯାତ୍ରୀଙ୍କୁ ଦଣ୍ଡିତ କରିଥିବା ସୂଚନା…

୧୨ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ ଟିକା ପରୀକ୍ଷଣ ଲାଗି ଫାଇଜର ପ୍ରସ୍ତୁତ

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କ ଲାଗି ଫାଇଜର କମ୍ପାନି ନିର୍ମାତା ଟିକାର କ୍ଲିନିକାଲ୍‌ ପରୀକ୍ଷଣ ଆରମ୍ଭ କରିବାକୁ ପ୍ରସ୍ତୁତ। ଏ ନେଇ ମଙ୍ଗଳବାର ଦିନ ଆମେରିକା ଟିକା ନିର୍ମାତା କମ୍ପାନୀ ଫାଇଜର ସୂଚନା ଦେଇଛି। ଫାଇଜର କହିଛି ଯେ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ କମ୍ ଡୋଜ୍…

ଟିକାକରଣ ସାର୍ଟିଫିଟେକରେ ତଥ୍ୟ ଭୁଲ୍ ଥିଲେ ଏମିତି କରିପାରିବେ ସଂଶୋଧନ

ନୂଆଦିଲ୍ଲୀ: ଟିକାକରଣ ସାର୍ଟିଫିକେଟରେ ତଥ୍ୟ ଭୁଲ୍ ଥିଲେ ଆଉ ଚିନ୍ତା କରିବାର କିଛି ନାହିଁ । ଠିକ୍ କରି ହେବ । କୋଓ୍ୱିନ୍ ପୋର୍ଟାଲରେ ଏନେଇ ସୁବିଧା ଉପଲବ୍ଧ ହୋଇଛି । ଟିକାକରଣ ପ୍ରମାଣପତ୍ରରେ ତ୍ରୁଟି ସଂଶୋଧନ କରାଯାଇପାରିବ । ଟିକା ନେଇଥିବା ବ୍ୟକ୍ତିଙ୍କ ନାଁ, ବୟସ ଓ ଲିଙ୍ଗଗତ ତ୍ରୁଟି…

ବେଲ ବଟମ ଟିମ୍ ସହ ଆଉ ଏକ ଆକ୍ସନ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବେଲ ବଟମ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି । କରୋନା ମହାମାରୀ ଯୋଗୁ ଏହାର ତାରିଖ ବାରମ୍ବାର ପରିବର୍ତନ ହେଉଛି । ରିପୋର୍ଟ ମୁତାବକ ଅକ୍ଷୟ ବେଲ ବଟମ ଟିମ୍ ସହ ଆଉ ଏକ ଫିଲ୍ମ କରିବା ପାଇଁ ନିଷ୍ପତି ନେଇଛନ୍ତି । ବାସୁ ଭଗନାନୀ, ଜ୍ୟାକି ଭଗନାନୀ ଓ ଦୀପଶିଖା…

ଦେଶରୁ ୨୪ ଘଣ୍ଟାରେ ୯୨ ହଜାର ପଜିଟିଭ୍, ୫ ରାଜ୍ୟରେ ୬୭% ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଧିରେ ଧିରେ କାବୁ ପାଉଛି । ଦୈନିକ ପାଖାପାଖି ୨୦ ଲକ୍ଷ ଟେଷ୍ଟ ହେଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୨ହଜାର ୫୯୬ ନୂଆ ଆକ୍ରାନ୍ତ । ଏଥିରେ ପାଞ୍ଚଟି ରାଜ୍ୟରୁ କେବଳ ୬୭ ପ୍ରତିଶତ ସଂକ୍ରମିତ ଅଛନ୍ତି ।…

ଦୁର୍ଘଟଣା ନେଲା ଦମ୍ପତିଙ୍କ ଜୀବନ, ୩ ଜଣ ଗୁରୁତର

ବୌଦ୍ଧ: ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲା କାର୍ । ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛନ୍ତି । ଗୁରୁତର ହୋଇଛନ୍ତି ଆଉ ୩ ଜଣ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍ୱାମୀ-ସ୍ତ୍ରୀ…

ଓଡ଼ିଶାରେ ୪୦ରୁ ଖସୁନି କରୋନା ମୃତ୍ୟୁସଂଖ୍ୟା, ଆଜି ଗଲା ୪୩ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ୪୦ରୁ ତଳକୁ ଖସୁନି । ସଂକ୍ରମଣ କମୁଥିଲେ ବି ମୃତ୍ୟୁରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ଆଉ ୪୩ ଜୀବନ ନେଇଛି ପ୍ରାଣଘାତୀ କରୋନା । ଚିକିତ୍ସାଧୀନ ଅବସ୍ଥାରେ ୧୮ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କର…

ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲ୍ଡ ଟିକା, ଦୁଇଟି ସ୍ଥାନରେ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶାରୁ ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ କୋଭିସିଲ୍ଡ ଟିକା ନେଇ ଯାଇପାରିବେ । ଏହି ଟିକାର ଦୁଇଟି ଡୋଜ୍ ନେଇଥିଲେ ବିଦେଶରେ ପ୍ରବେଶ ଅନୁମତି ମିଳିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ…

ଆଜି ରାଜ୍ୟରୁ ୬୦୧୯ କରୋନା ପଜିଟିଭ୍ ଚିହ୍ନଟ, ୧୧ ଜିଲ୍ଲାରେ ଶହେରୁ କମ୍ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । କମୁଛି ପଜିଟିଭିଟି ରେଟ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬ହଜାର ୧୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩ହଜାର ୩୯୭ ଓ ଲୋକଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର ୬୨୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୬ ପଜିଟିଭ୍…

ତୃତୀୟ ଲହର ସତର୍କତା: ଗଞ୍ଜାମ ଜିଲ୍ଲାରେ ଆଜିଠୁ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶିଶୁଙ୍କ ସ୍ୱାସ୍ଥ୍ୟକୁ ବିଶେଷ ଦୃଷ୍ଟି ଦିଆଯାଉଛି । ଆଜିଠୁ ଗଞ୍ଜାମ ଜିଲ୍ଲାରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଡୋର୍ ଟୁ ଡୋର୍ ସର୍ଭେ ଚାଲିବ । ଆଶାକର୍ମୀ,…