Latest Odisha News

BREAKING NEWS

Yearly Archives

2021

ଝାର

ଆମେ ଯାହାକୁ ନଈ ବୋଲି କହୁଥିଲୁ ପ୍ରକୃତରେ ସେଇଟି ଗୋଟେ ଯୋର ହିଁ ଥିଲା । ମହାନଦୀରୁ ବାହାରି ଆମ ଗାଁ ଦେଇ ଆଗକୁ ଅଳ୍ପ ବାଟ ଯାଇ ସରିଯାଇଥିଲା । ମହାନଦୀର ସମୁଦ୍ର ମୁହାଣ ବେଶୀ ବାଟ ନଥିଲା, ତେଣୁ ଆମ ଯୋରରେ ଦିନକୁ ଦିଇ ଥର ଜୁଆର ନିଶ୍ଚୟ ଆସୁଥିଲା । ଅମାବାସ୍ୟା ଓ ପୂର୍ଣ୍ଣିମାରେ ଯୋରର ପାଣି…

ଉତ୍ତରପ୍ରଦେଶରେ ହଟିଲା କରୋନା କର୍ଫ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହଟିଲା କରୋନା କର୍ଫ୍ୟୁ। କିଛି ସ୍ଥାନକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ ‌କରୋନା ଲକ୍‌ଡାଉନ୍‌କୁ ଉଠାଇ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର। ମିରଟ, ସାହାରନପୁର ଏବଂ ଗୋରଖପୁର ବ୍ୟତୀତ ସମସ୍ତ ଅନ୍ୟ ସମସ୍ତ ଜିଲ୍ଲାରେ କୋଭିଡ କର୍ଫ୍ୟୁକୁ ହଟାଇ ଦେଇଛନ୍ତି ସରକାର।…

ଗଭୀର ଅନୁଭୂତି ଏବଂ ଦୀର୍ଘ ଅଭିଜ୍ଞତା ବିନା ସୃଜନଶୀଳ ସାହିତ୍ୟ ସମ୍ଭବ ନୁହେଁ : ଦିଲ୍ଲୀପ ବେହେରା

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଦିଲ୍ଲୀପ ବେହେରା । ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପର କଳେବର ଦେଇ ଭାବପୂର୍ଣ୍ଣ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। କେବେଳ ଗଳ୍ପ ନୁହେଁ କବିତା ରଚନାରେ ମଧ୍ୟ ସେ ଖୁବ ସିଦ୍ଧହସ୍ତ ।…

ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ କରୋନା; ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ବାହିନୀପତି କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏ ନେଇ ତାରା ବାହିନୀପତିଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ରବିବାର ସ୍ପଷ୍ଟ କରିଛନ୍ତି। ତାରା ବାହିନୀପତିଙ୍କଠାରେ…

ଅଭାବୀଙ୍କୁ ମାଗଣା ଔଷଧ ଯୋଗାଇବେ ଅଭିନେତା ସୁନୀଲ ଶେଟ୍ଟୀ

ନୂଆଦିଲ୍ଲୀ: ଅଭାବୀ ତଥା ଅନ୍ୟମାନଙ୍କଠାରୁ ଅଳ୍ପ ସୁବିଧା ସୁଯୋଗ ପାଉଥିବା ଲୋକଙ୍କ ପାଇଁ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ସହଯୋଗର ହାତ ବଢାଇଛନ୍ତି। ଏହି ବଞ୍ଚିତ ବର୍ଗର ଲୋକଙ୍କ ପାଇଁ ମାଗଣାରେ ଔଷଧ ଯୋଗାଇ ଦେବେ ସୁନୀଲ ଶେଟ୍ଟୀ। ଏଥିପାଇଁ ସେ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି।…

ରିଲିଫ ସାମଗ୍ରୀ ଚୋରି ଅଭିଯୋଗରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ଏଫଆଇଆର ଦାଖଲ

କୋଲକାତା: ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ରିଲିଫ ସାମଗ୍ରୀ ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ଏବଂ ତାଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ ହୋଇଛି। ଟିଏମ୍‌ସି ପକ୍ଷରୁ ଏହି ଏହି ଏଫଆଇଆର ଦାଖଲ ହୋଇଥିବା ସୂଚନା…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଭେଟେରାନ୍‌ ଆକ୍ଟର ଦିଲୀପ କୁମାର

ମୁମ୍ବାଇ: ସ୍ବାସ୍ଥ୍ୟରେ ଅବନତି ହେତୁ ବଲିଉଡ୍‌ର ୯୮ ବର୍ଷୀୟ କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ ହଠାତ୍‌ ନିଶ୍ବାସ ପ୍ରଶ୍ବାସ ନେବାରେ ଅସହଜ ମନେ କରିବାକୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ…

କରୋନା ଟିକା ପରୀକ୍ଷଣ; ଏମ୍ସରେ ଆଉ ୭ ଜଣ ପିଲା ନେଲେ କରୋନା ଟିକା

ପାଟନା: କରୋନାର ଦ୍ବିତୀୟ ଲହର ନସରୁଣୁ ଡରାଇଲାଣି ତୃତୀୟ ଲହର। ଆଉ ଏହି ତୃତୀୟ ତରଙ୍ଗ ବେଶି ପରିମାଣରେ ଛୋଟ ପିଲାମାନଙ୍କ ଲାଗି ଘାତକ ସାଜିବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶରେ ପିଲାମାନଙ୍କ ଉପରେ କରୋନା ଟିକା ପରୀକ୍ଷା ଚାଲିଛି। ଭାରତରେ ମଧ୍ୟ ପିଲାମାନଙ୍କ…

ଦେଶରେ ଖସୁଛି ଦୈନିକ ସଂକ୍ରମଣ; ୧,୧୪,୪୬୦ ଆକ୍ରାନ୍ତ; ୨,୬୭୭ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୧,୧୪,୪୬୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୮ ଲକ୍ଷ ୦୯ ହଜାର ୩୩୯କୁ ବୃଦ୍ଧି ପାଇଛି। ଦିନକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬୭୭ ରହିଛି। ଏଯାଏଁ  ଦେଶରେ ୩ ଲକ୍ଷ ୪୬ ହଜାର ୭୫୯…

ଗଳ୍ପ : ସଟଡାଉନ ମଟନ୍ କଷା

ପ୍ରଶାନ୍ତ କୁମାର ବେହେରା  ରବିବାର ଦିନ ବାରଟା ସୁଦ୍ଧା ସୁନୀତା ମଟନ୍ କଷାରେ ଆବଶ୍ଯକୀୟ ପାଣି ଢାଳି ଦେଇ ତରତର ହୋଇ ମୋବାଇଲ୍ ଧରି ଡ୍ରଇଙ୍ଗ୍ ରୁମରେ ବସି ପ୍ରଥମ କଲ୍ କଲା । ସେପଟୁ ରିଙ୍ଗ୍ ସାଉଣ୍ତ ଶୁଣି ସଜାଗ ହୋଇଗଲା କ'ଣ ସବୁ କଥାବାର୍ତ୍ତା କରିବ ତା କଲେଜ ବେଳର ସାଙ୍ଗ ସଞ୍ଜୁ ସହିତ…