ସୌରଭ ଗାଙ୍ଗୁଲିଙ୍କ ୨୫ ବର୍ଷ ପୁରୁଣା ରେକର୍ଡ ସହ ସମକକ୍ଷ ହେଲେ ନ୍ୟୁଜିଲାଣ୍ଡର କନୱେ
ଲର୍ଡ୍ସ:ନ୍ୟୁଜିଲାଣ୍ଡର ଓପନର ଡେୱେନ କନୱେ ପଦାର୍ପଣ ଟେଷ୍ଟ ମ୍ୟାଚରେ ଇତିହାସ ରଚିଛନ୍ତି । ଲର୍ଡ୍ସରେ ତୃତୀୟ ବିଦେଶୀ ବ୍ୟାଟ୍ସମ୍ୟାନ ଭାବେ ସେ ଏହି କୀତିମାନ ସ୍ଥାପନ କରିଛନ୍ତି । ୧୯୮୩ରେ ହ୍ୟାରୀ ଗ୍ରାହାମ ଏବଂ ୧୯୯୬ରେ ଭାରତର ସୌରଭ ଗାଙ୍ଗୁଲି ଏଠାରେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ…