‘ସ୍ପୁଟ୍ନିକ ଭି’ ପରେ ଜୁଲାଇରେ ଭାରତକୁ ମିଳିପାରେ ଆଉ ଏକ ବିଦେଶୀ ଟିକା
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରୁ ଭାରତୀୟଙ୍କୁ ମିଳିପାରେ ଫାଇଜର୍ ଟିକା। ଏ ନେଇ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପଲ୍ କହିଛନ୍ତି ଯେ ଆମେ ଫାଇଜର ସହିତ ଆଲୋଚନା ଜାରି ରଖିଛୁ ଏବଂ ବିଦେଶୀ ଟିକା ନିର୍ମାତା କମ୍ପାନି ଆସନ୍ତା ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଟିକା ଉପଲବ୍ଧ…