Latest Odisha News

BREAKING NEWS

Yearly Archives

2021

ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଲିୟାର୍ଡ୍ସ ଦୁନିଆର ବାଦଶାହା ପଙ୍କଜ ଆଡଭାନୀ ଓ ସାନିଆ

ନୂଆଦିଲ୍ଲୀ: ବିଲିୟାର୍ଡ୍ସ ଓ ସ୍ନୁକର ଦୁନିଆର ବାଦଶାହା ଭାବେ ପରିଚିତ ଭାରତର ପଙ୍କଜ ଆଡଭାନୀ ମେକଅପ ଆର୍ଟିଷ୍ଟ ସାନିଆ ଶରଦପୁରୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇ ଯାଇଛନ୍ତି । ବୁଧବାର ସେମାନେ ବିବାହ କରିଥିବା ବେଳେ ଗୁରୁବାର ପଙ୍କଜ ସୋସିଆଲ ସାଇଟରେ ପ୍ରଶଂସକଙ୍କୁ ଏହା ଜଣାଇଥିଲେ । ସେ…

ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳନ ହେବ ଗଣତନ୍ତ୍ର ଦିବସ

ଭୁବନେଶ୍ୱର: ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳିତ ହେବ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ । ଜାନୁଆରୀ ୨୬ ରେ ସକାଳ ସାଢେ ୮ଟାରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ…

ଡାକାର ରାଲିରେ ଭାରତୀୟ ରେସର ସନ୍ତୋଷଙ୍କ ଦୁର୍ଘଟଣା, କୋମା ଷ୍ଟେଜରେ ବଂଚିବା ପାଇଁ ସଂଘର୍ଷରତ

ନୂଆଦିଲ୍ଲୀ: ଡାକାର ରାଲିରେ ଭାରତୀୟ ରେସର ସିଏସ ସନ୍ତୋଷଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସେ ଗୁରୁତର ହେବା ସହ କୋମା ଷ୍ଟେଜରେ ରହି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି । ଏୟାରଲିଫ୍ଟ ଯୋଗେ ତାଙ୍କୁ ରିୟାଦସ୍ଥିତ ମେଡିକାଲକୁ ପଠା ଯାଇଥିଲା । ତାଙ୍କୁ ଚିକତ୍ସା କରୁଥିବା ଡାକ୍ତରଙ୍କ…

ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆର ଦୃଢ଼ ବ୍ୟାଟିଂ: ପୁକୋଭିସ୍କି, ଲାବୁସଚାଗନେଙ୍କ ଅର୍ଦ୍ଧଶତକ

ସିଡନୀ: ଏଠାରେ ବୁଧବାର ଆରମ୍ଭ ହୋଇଥିବା ଭାରତ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଦୃଢ଼ ସ୍ଥିତିରେ ରହିଛି । ଷ୍ଟମ୍ପ୍ସ ଅପସାରଣବେଳକୁ ଘରୋଇ ଦଳ ୨ ଉଇକେଟ ବିନିମୟରେ ୧୬୬ ରନ ସଂଗ୍ରହ କରି ନେଇଛି । ୱିଲ ପୁକୋଭିସ୍କି, ମାର୍ନସ ଲାବୁସଚାଗନେ ଆକର୍ଷଣୀୟ…

ବ୍ୟାଙ୍କରେ ଟଙ୍କା ଉଠାଣ ପାଇଁ ପହଂଚିଲା ମୃତକ

ପାଟନା: ବିହାରର ରାଜଧାନୀ ପାଟନାର ଏକ ଗାଁରେ ଚକିତର ଘଟଣା ସାମ୍ନାକୁ ଆସିଛି । ଟଙ୍କା ଉଠାଇବାକୁ ଜଣେ ମୃତ ବ୍ୟକ୍ତି ବ୍ୟାଙ୍କରେ ପହଂଚିଥିଲା । ଏପରି ଘଟଣା ବ୍ୟାଙ୍କ କର୍ମଚାରୀଙ୍କ ହୋସ୍ ଉଡାଇଥିଲାବଳେ ଏହା ପଛର କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ସିଗରିୟାୱାଁ ଗାଁରେ ବାସିନ୍ଦା…

ବନ୍ଧୁକ ମୁନରେ ଲୁଟି ନେଲେ ୧୦ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା

ବାରିପଦା: ସଦର ଥାନା ଅଞ୍ଚଳରେ ଆଜି ଦିନ ଦ୍ୱିପ୍ରହରରେ ଏକ ବଡ ଧରଣର ଡକାୟତି ହୋଇଛି । ୪ଜଣ ଦୁର୍ବୃତ ଏକ ମୋଟର ସାଇକେଲରେ ଆସି ଗୁଞ୍ଜୁ ସାହି ନିକଟରେ ଏକ କାରକୁ ଅଟକାଇ ଯାତ୍ରୀମାନଙ୍କଠାରୁ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ, କାରଟି ଶୁଳିଆପଦା…

କୃଷକ ଆନ୍ଦୋଳନ ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ, ଆନ୍ଦୋଳନ ଯୋଗୁ ତବଲିଘ ଜମାତ ଭଳି ପରିସ୍ଥିତି ସୃଷ୍ଟି ନ ହେଉ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ନିୟମକୁ ନେଇ କୃଷକ ଆନ୍ଦୋଳନ ଜୋର ଧରିଛି । ଏ ନେଇ ଗୁରୁବାର ମାନ୍ୟବର ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । ସିଘୁଂ ସୀମାରେ ଯେଉଁଭଳି ଢ଼ଙ୍ଗରେ ଆନ୍ଦୋଳନ ଚାଲିଛି ଏହା ତବଲିଘ ଜମାତ ଭଳି ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି । ଆନ୍ଦୋଳନ…

କାଲି ଦିନ ୧୦ଟାରୁ ଆରମ୍ଭ ହେବ କୋଭିଡ ଟିକାକରଣ ଡ୍ରାଏ ରନ୍

ଭୁବନେଶ୍ୱର : କାଲି ଦିନ ୧୦ଟାରୁ ୧୨ଟା ଯାଏଁ କୋଭିଡ ଟିକାକରଣ ପାଇଁ ଡ୍ରାଏ ରନ ହେବ । ସବୁ ଜିଲ୍ଲା ଓ ପୌର ନିଗମରେ ଏହି ଟୀକାକରଣ ହେବ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଟୀକାକରଣ ଏଥି ସହ ଜିଲ୍ଲାର ଗୋଟିଏ ବଡ…

ଜାତୀୟ ସଙ୍ଗୀତ ଗାଉଥିଲାବେଳେ କାହିଁକି କାନ୍ଦିଥିଲେ ସିରାଜ ?

ଭୁବନେଶ୍ୱର: ସିଡନୀରେ ଖେଳିବା ପୂର୍ବରୁ ଚର୍ଚ୍ଚାରେ ରହିଥିଲେ ଭାରତୀୟ କ୍ରିକେଟ୍ ଦଳର ଦୃତ ବୋଲର୍ ମହମ୍ମଦ ସିରାଜ । ଅଷ୍ଟ୍ରେଲିଆ ବିରୋଧରେ ଆଜିଠୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଥିଲାବେଳେ ସିରାଜ ପ୍ରଥମ ୱିକେଟ୍ ଅକ୍ତିଆର କରିଥିଲେ । ତେବେ ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ…

ମାହାଙ୍ଗା ଡବଲ ମର୍ଡର ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା ଆଉ ଜଣେ ଅଭିଯୁକ୍ତ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ । ଏଥି୍ ସହ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ, ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ଫେରୁଥିବା ବେଳେ…