କପିଲ ଶର୍ମାଙ୍କୁ ସମନ୍ ଜାରି କଲା ମୁମ୍ବାଇ କ୍ରାଇମ୍ ବ୍ରାଂଚ
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଓ କଣ୍ଟ୍ରୋଭର୍ସି । ଏହି ଦୁଇଟି ଶବ୍ଦ ଦର୍ଶକଙ୍କ ପାଇଁ କିଛି ନୂଆ ନୁହେଁ । ପୂର୍ବରୁ ରାତି ଅଧିଆ ଟୁଇଟ୍, କମେଡିଆନ୍ ସୁନୀଲ ଗ୍ରୋଭରଙ୍କ ସହ ଝଗଡା ଓ କମେଡି ନାଇଟ୍ସ ଭଳି ସୋର ପ୍ରାପ୍ୟ ପାଇଁ କପିଲ ବିବାଦରେ ଥିଲେ । ହେଲେ ଏବେ ଏକ ନୂଆ ବିବାଦ ପାଇଁ…