Latest Odisha News

BREAKING NEWS

Yearly Archives

2021

ତାଲିବାନଙ୍କୁ ଝଟକା ଦେଲା ଗୁଗଲ

କାବୁଲ: ତାଲିବାନକୁ ଆଜି ବଡ ଝଟକା ଦେଇଛି ଗୁଗଲ । ପୂର୍ବ ଆଫଗାନିସ୍ତାନ ସରକାରଙ୍କ ସମସ୍ତ ଇମେଲ ଆକାଂଉଟକୁ ଗୁଗଲ ଲକ କରିଦେଇଛି । ଫଳରେ ଏଥରୁ ଆଉ କୌଣସି ତଥ୍ୟ ହାସଲ କରିପାରିବ ନାହିଁ ତାଲିବାନ । ଅଶରଫ ଗାନି ସରକାର ସମୟର ସମ୍ବେଦନଶୀଳ ତଥ୍ୟ ପାଇଁ ତାଲିବାନ ଜୋରସୋରରେ ଉଦ୍ୟମ ଚଳାଇଛି । ଏହି…

ଶିଶୁଙ୍କ ସଂକ୍ରମଣ ପାଇଁ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ପିଲାଙ୍କ ସଂକ୍ରମଣ ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କରିଛି ସ୍ୱାସ୍ଥ୍ୟ ବିଭାଗ । ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିଲେ ନଲୁଚାଇ ଜଣାଇବାକୁ…

ଆଫଗାନିସ୍ତାନ ସରକାର ଗଠନ ଉଦ୍‌ଘାଟନୀ ଉତ୍ସବରେ ୬ ଦେଶକୁ ତାଲିବାନର ନିମନ୍ତ୍ରଣ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନରେ ନୂତନ ସରକାର ଗଠନ ପ୍ରକ୍ରିୟା ଶେଷ କରିଥିବା ବେଳେ ଏହାର ଉଦ୍‌ଘାଟନୀ ସମାରୋହରେ ଯୋଗଦେବା ପାଇଁ ୬ଟି ଅନ୍ତର୍ଜାତୀୟ ଦେଶକୁ ନିମନ୍ତ୍ରଣ ପଠାଇ ସାରିଛି। ଖବର ଅନୁଯାୟୀ, ତାଲିବାନ ଉଦ୍‌ଘାଟନୀ ସମାରୋହରେ ରୁଷିଆ, ଚୀନ୍, ତୁର୍କୀ, ଇରାନ, ପାକିସ୍ତାନ ଏବଂ…

ମନ୍ଦିରର ମାଲିକ କିଏ, ପୂଜାରୀ ନା ଭଗବାନ?

ନୂଆଦିଲ୍ଲୀ: ମନ୍ଦିରର ମାଲିକ କିଏ? ପୂଜାରୀ ନା ସ୍ବୟଂ ଈଶ୍ବର। ଏ ବାବଦରେ ରା୍ର ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ମନ୍ଦିରରେ ପୂଜା ପାଉଥିବା ଦେବାଦେବୀ ହେଉଛନ୍ତି ମନ୍ଦିର ସହିତ ସଂଲଗ୍ନ ହୋଇଥିବା ଜମିର ମାଲିକ ଏବଂ ପୂଜାରୀ କେବଳ ପୂଜା କରିବା ଏବଂ ଦେବତାଙ୍କର ଗୁଣ ବଜାୟ ରଖିବା ପାଇଁ ସେଠାରେ…

ଆଗାମୀ ୧୦ ବର୍ଷରେ ୧୮ରୁ ୨୪ ବର୍ଷ ବୟସଙ୍କଠାରେ ଓଜନ ବୃଦ୍ଧିର ଆଶଙ୍କା ଅଧିକ!

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ସାଧାରଣତଃ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟକୁ ଗୁରୁତର ସହ ନେବା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ବେ ମେଦବହୁଳତା ସମସ୍ତ ସ୍ବାସ୍ଥ୍ୟ ସମସ୍ୟାର ସବୁଠାରୁ ବଡ କାରଣ ପାଲଟିଛି। ବର୍ତ୍ତମାନ, ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ୧୮ରୁ ୨୪…

ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୧୯ ବର୍ଷରୁ କମ୍ ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷଣା କରାଯାଇଛି । ମୋହାଲୀରେ ସେପ୍ଟମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଂଟରେ ୨୨ ଜଣିଆ ଓଡିଶା ଦଳର ନେତୃତ୍ୱ ସୂର୍ଯ୍ୟ ମହାପାତ୍ର ନେବେ । ସେପ୍ଟେମ୍ବର ୨୮ରେ ଉତରପ୍ରଦେଶ ବିପକ୍ଷରେ ଅଭିଯାନ…

ଓଲଟିଲା ଆଳୁ ବୋଝେଇ ଟ୍ରକ, ଘରକୁ ବୋହିନେଲେ ଲୋକ

ଯାଜପୁର: ରାସ୍ତାରେ ଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା । ବସ୍ତା ବସ୍ତା ଆଳୁ ଘରକୁ ବୋହି ନେଲେ ଲୋକ । ଯିଏ ଯେତେ ପାରିଲା ନେଇ ପଳାଇଲେ । ଆଳୁ ନେବାକୁ ବେଶ କିଛି ସମୟ ଦୁର୍ଘଟଣାସ୍ଥଳରେ ଲୋକଙ୍କ ଭିତରେ ଲାଗିଥିଲା ପ୍ରତିଯୋଗିତା । ମାତ୍ର କିଛି ସମୟ ଭିତରେ ପୂରା ଟ୍ରକକୁ ଖାଲି କରିଦେଲେ ଲୋକ ।…

ରାଜ୍ୟରେ ୫୦୦ ତଳକୁ ଖସୁନି କରୋନାର ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା କମୁଛି । କିନ୍ତୁ ଦୈନିକ ସଂକ୍ରମଣ ୫ଶହ ତଳକୁ ଖସୁନି । ଏବେ ବି ସଂକ୍ରମିତଙ୍କ ସଂଖ୍ୟା ୮ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟର ଚିହ୍ନଟ ହୋଇଛନ୍ତି ଆଉ ୬୩୮ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୭୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୬ଟି । ନୂଆ…

ପଞ୍ଜଶିରରେ ତାଲିବାନ ଠିକଣା ଉପରେ ଏୟାରଷ୍ଟ୍ରାଇକ୍

କାବୁଲ: ତାଲିବାନ ପଞ୍ଜଶିର କବଜା କରିଥିଲେ ବି ଯୁଦ୍ଧ ସରିନି । ଲଢ଼େଇ ଜାରି ରହିବ ବୋଲି ଗତକାଲି ନ୍ୟାସନାଲ୍ ରେଜିଷ୍ଟାନ୍ସ ଫ୍ରଣ୍ଟ ମୁଖ୍ୟ ଅହମ୍ମଦ ମସୁଦ କହିଥିଲେ । ଗତକାଲି ରାତିରେ ପଞ୍ଜଶିରରେ ତାଲିବାନ ଠିକଣା ଉପରେ ହୋଇଛି ଏୟାର ଷ୍ଟ୍ରାଇକ୍ । ଅଜଣା ସେନା ବିମାନ ଦ୍ୱାରା ତିଲାବାନୀଙ୍କ…

ଗାଁଦାଣ୍ଡରେ ସଂଘବଦ୍ଧ ଆକ୍ରମଣ: ପୁଅ ମୃତ, ବାପା ଗୁରୁତର

ଜୟପୁର: ବାପା-ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ । ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ । ଏଥିରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି । କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଘଟୁଆଳ ଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଫକୀର ବିଶୋଇ । ତାଙ୍କ ବାପା ଦୟାନିଧି…