Latest Odisha News

BREAKING NEWS

Yearly Archives

2021

ଲାଳୟେତ ପଞ୍ଚ ବର୍ଷାଣି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ପୁରୁଣା ଆଲବମ ଓଲଟଉ ଓଲଟଉ ଚାରି ଭଉଣୀଙ୍କ ପିଲାଦିନର କଳାଧଳା ଗୋଟିଏ ଫଟୋ ଦେଖି ଫେସବୁକରେ ଛାଡି ଦେଇଥିଲି । ତାକୁ ଦେଖି ଜଣେ ବନ୍ଧୁ ଫଟୋର କାଳ ଓ ସ୍ଥାନ ବିଷୟରେ କିଛି ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତେ , ଅତୀତ ରୋମନ୍ଥନ କରୁ କରୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୫ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୫ ବିକାଶ,  ପାଠ ପଢିବାକୁ  ବସ, କେହି କହୁନଥିଲେ ଆଉ। ସ୍ବର , ଶବ୍ଦ  ହଜିଯାଇଥିଲା  ଆମଘରୁ । ଖେଳିବାକୁ  ମନ ମୋ'ର ନଥିଲା। କାଦୁଅ ମେଞ୍ଚାଭଳି ଜୀବନଟା ପଡିରହିଥିଲା। ଦିଦି ସର୍ବସ୍ଵ ପୃଥିବୀରେ ଆଉ କାହାରି ପ୍ରବେଶ…

ପୂର୍ବତଟ ରେଳବାଇର ବରିଷ୍ଠ କ୍ରୀଡ଼ା ଅଧିକାରୀ ହେଲେ ଅମିତ ରୋହିଦାସ

ଭୁବନେଶ୍ବର : ପୂର୍ବତଟ ରେଳପଥର ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବେ ଯୋଗ ଦେଲେ ଓଡ଼ିଆ ଅଲମ୍ପିଆନ ହକି ଖେଳାଳି ଅମିତ ରୋହିଦାସ । ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି କାଂସ୍ୟ ପଦକ ଜିତିଛି ଭାରତୀୟ ଜାତୀୟ ପୁରୁଷ ହକି ଦଳ । ଏହି ଅଭିଯାନରେ ଭାରତୀୟ ଦଳର ଡିଫେଣ୍ଡର ଅମିତ ରୋହିଦାସ…

ଆଧୁନିକ ଏଲ.ଏଚ.ବି. କୋଚ ସହିତ ଚଳାଚଳ କରିବ ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ

ଭୁବନେଶ୍ବର : ଯାତ୍ରୀମାନଙ୍କୁ ଉତ୍ତମ ଓ ଆରାମ ଦାୟକ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥର ନୂଆ ନିଷ୍ପତ୍ତି । ଚଳିତ ମାସରୁ ଆଧୁନିକ ଲିଙ୍କେ-ହୋଫମାନ-ବୁଶ କୋଚ ସହିତ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରାଇବାକୁ ନିଷ୍ପତ୍ତି ହୋଇଛି ।…

ବିନୋଦିନୀ ଦେବୀ ପାଇବେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୨୭ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ ଉତ୍ସବ ୨୦୨୧ । ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଏହି ଉତ୍ସବ ଲାଗି ଚଳିତ ବର୍ଷ ଘୋଷଣା ହୋଇଛି ପୁରସ୍କାର । ଜୀବନବ୍ୟାପୀ ସାଧନା ଲାଗି ବରିଷ୍ଠ ମଞ୍ଚ…

୫ କୋଟିର ମାନହାନୀ ମକଦ୍ଦମା କଲେ ଦୂତୀ

ଭୁବନେଶ୍ବର : ଟୋକିଓ ଅଲମ୍ପିକ୍ସରୁ ଫେରିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ଅଲିମ୍ପିକ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କିଛି ଗଣମାଧ୍ୟମରେ ତାଙ୍କ ପରିବାରକୁ ନେଇ ନକରାତ୍ମକ ଖବର ପ୍ରସାରଣ ହୋଇଥିଲା । ଏହାକୁ ବିରୋଧ କରି ସମ୍ପୃକ୍ତ…

ଶ୍ରୀମନ୍ଦିରକୁ ଚନ୍ଦନ କାଠ ଦାନ

ପୁରୀ :ଶ୍ରୀ ମନ୍ଦିରକୁ ଚନ୍ଦନ କାଠ ଦାନ । ଖଲ୍ଲୀକୋଟ ର ସକଳେଶ୍ୱର ରଥ ନାମକ ଜଣେ ବ୍ୟକ୍ତି ଶ୍ରୀ ମନ୍ଦିରକୁ ପ୍ରାୟ ୨ କ୍ୱିଣ୍ଟାଲ ଓଜନର ଚନ୍ଦନ କାଠ ଦାନ କରିଛନ୍ତି। ନିଜ ଘର ବାଡିରେ ଥିବା ଚନ୍ଦନ କାଠକୁ ଦାନ କରିବା ନିମନ୍ତେ ସେ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ସେ ଓ ତାଙ୍କ…

ଘର ଘର ବୁଲି କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର : ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ମହିଳା ସଶକ୍ତିକରଣ ପାଇଁ ବଳିଷ୍ଠ ପଦକ୍ଷେପ ନିଆଯାଇଛି । ଉଜ୍ବଳା, ବେଟି ବଚାଓ-ବେଟି ପଢ଼ାଓ, ଜନନୀ ସୁରକ୍ଷା ଯୋଜନା, ପୋଷଣା ଯୋଜନା, କିଶୋରି ଶକ୍ତି ଯୋଜନା, ସ୍ବଧାର ଗୃହ ଆଦି ବହୁ କଲ୍ୟାଣକାରୀ ଯୋଜନାକୁ ସଫଳ ରୂପାୟନ…

ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ପାଇଁ କମିଟି ଗଠନ

ନୂଆଦିଲ୍ଲୀ : ସାମ୍ବାଦିକ କଲ୍ୟାଣ ଯୋଜନା ନିୟମାବଳୀର ଅନୁଧ୍ୟାନ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ୧୦ ଜଣିଆ କମିଟି ଗଠନ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ବିଶିଷ୍ଟ ସାମ୍ବାଦିକ ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ମନ୍ତ୍ରଣାଳୟ ଦ୍ବାରା ସାମ୍ବାଦକି…

ଜିଏସଟି ଠକେଇର ପର୍ଦ୍ଦାଫାସ, ୨ ମାଷ୍ଟର ମାଇଣ୍ଡ ଗିରଫ

କଟକ : ରାଜ୍ୟରେ ପୁଣି ଏକ ବଡ଼ ଧରଣର ଠକେଇର ପର୍ଦାଫାସ । ଜାଲ୍ ବିଲ୍ କରି ଇନପୁଟ୍ ସବସିଡ ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ରାଜ୍ୟ ସିଟି ଓ ଜିଏସଟି ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲ ଓ ଅନ୍ୟ ଜଣେ ବ୍ୟବସାୟୀ ସତ୍ୟନ୍ଦ୍ର ଯାଦବ । ଏହି…