Latest Odisha News

BREAKING NEWS

Yearly Archives

2021

ବିଧାନସଭାରେ OSSC ଦୁର୍ନୀତି ତାତି: ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ତିନି ଦିନ ହେଲାଣି ବିଧାନସଭାରେ ସରୁନି ଅଚଳାବସ୍ଥା । ବାଚସ୍ପତି ସର୍ବଦଳୀୟ. ଡାକି ଆଲୋଚନା କଲେ ବି ଫଳ ଶୂନ । ଆଜି ଅଧିବେଶନ ଆରମ୍ଭରୁ ପୁଣି ହଟ୍ଟଗୋଳ ହୋଇଥିଲା । ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ଉଠାଇଥିଲା ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନରେ ଦୁର୍ନୀତି ପ୍ରସଙ୍ଗ ।…

ବୁଢ଼ା ସାର୍

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁ ଛକରେ ବସରୁ ଓହ୍ଲାଇଲା ପରେ ମତେ ଲାଗୁଥିଲା ମୁଁ ମୋ ଦୁନିଆକୁ ଫେରିଆସିଲି। ବହୁ ଦିନର ବ୍ୟବଧାନ ପରେ ଏଥର ଗାଁକୁ ଯାଇଥିଲି। ସହରର ଧାଁ ଦଉଡ଼ ଜୀବନ, ଅଫିସ୍ ରାଜନୀତି, ହଜାରେ ଦାଓଁପେଞ୍ଚଠୁ ଅନେକ ଦୂରରେ ମୋ ଗାଁ । ଗାଁ ଛକରୁ ଗାଁ…

ପାରାଲିମ୍ପିକ୍ସ ସୁଟିଂରେ ଅବନୀ ଲେଖରାଙ୍କୁ ଆଉ ଗୋଟିଏ ପଦକ

ଟୋକିଓ: ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି । ସୁଟିଂରେ ପୁଣି ପଦକ ଆଣିଲେ ଅବନୀ ଲେଖରା । ୫୦ ମିଟର ରାଇଫଲ୍ ୩ ପୋଜିସନ୍ SH1 ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଫାଇନାଲରେ ସେ ମୋଟ୍ ୪୪୫.୯ ସ୍କୋର କରିଥିଲେ । ପୂର୍ବରୁ ୧୯ ବର୍ଷୀୟ ଅବନୀ ଲେଖରା ସ୍ୱର୍ଣ୍ଣ ପଦକ…

ଓଡ଼ିଶାରୁ ୮୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୭ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ସାମାନ୍ୟ ବଢିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୨୦ ଜଣ ୦-୧୮ ବର୍ଷ ଭିତରେ ଛୁଆ ଓ କିଶୋର ଅଛନ୍ତି । ଆଜି କ୍ୱାରେଣ୍ଟାଇନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୪ । ଖୋର୍ଦ୍ଧା…

ପାରାଲିମ୍ପିକ୍ସ ଭାରତକୁ ଆଉ ଗୋଟିଏ ପଦକ: ହାଇ ଜମ୍ପରେ ରୌପ୍ୟ ଆଣିଲେ ପ୍ରବୀଣ କୁମାର

ଟୋକିଓ: ପାରାଲିମ୍ପିକ୍ସରେ ଭାରତ ଖାତାରେ ଆଉ ଗୋଟିଏ ପଦକ । ପୁରୁଷ ହାଇଜମ୍ପ F୬୪ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ୧୮ ବର୍ଷୀୟ ପ୍ରବୀଣ ୨.୦୭ ମିଟର ଡେଇଁଥିଲେ । ଏଥିସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ । ଏହି ସଫଳତା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି…

‘ମୋ ବସ୍’ର ୨ଟି ଅତ୍ୟାଧୁନିକ ଡିପୋର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ‘ମୋ ବସ୍’ର ଦୁଇଟି ଡିପୋକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଭୁବନେଶ୍ୱର ପଟିଆ ଓ ଅନ୍ୟଟି ଭଗବାନପୁରରେ ରହିଛି । ସନ୍ଧ୍ୟା ୫ଟାରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ‘ମୋ ବସ୍’ ପାଇଁ କରାଯାଇଥିବା ଦୁଇଟି ଅତ୍ୟାଧୁନିକ ଡିପୋ ମଧ୍ୟରେ ବସ୍…

ଜାତୀୟ ରାଜପଥ କଡ଼ରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁର୍ଘଟଣା ନା ହତ୍ୟା ?

ଯାଜପୁର: ଜାତୀୟ ରାଜପଥ କଡ଼ରୁ ୨ ଜଣଙ୍କର ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମିର୍ଜାପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ଦୁର୍ଘଟଣା ନା ହତ୍ୟା ଏଯାଏ ସ୍ପଷ୍ଟ ହୋଇନି । ମୃତଦେହ ନିକଟରେ ଏକ ବାଇକ୍ ପଡ଼ିଥିବା…

ଜେଲରେ ରାତି କାଟିଲେ ଗୁରୁଜୀ ମାନସ ଦାସ ଓ ପୁଅ, ରିମାଣ୍ଡରେ ଆଣିବ ପୋଲିସ

ଭୁବନେଶ୍ୱର: ଜେଲ ଯାଇଛନ୍ତି ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସ । ଖୋର୍ଦ୍ଧା ଜେଲରେ ବାପା-ପୁଅ ପ୍ରଥମ ରାତି କାଟିଛନ୍ତି । ଗତକାଲି ସେମାନଙ୍କୁ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା । ସେମାନଙ୍କ ଜାମିନ ନାମାଞ୍ଜୁର ହେବାରୁ ଉଭୟଙ୍କୁ ଜେଲକୁ ପଠାଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୩-୯-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ସେପ୍ଟେମ୍ବର ତା ୩ ରିଖ ଶୁକ୍ରବାର ସିଂହ ୧୮ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର -ବିଛା, ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର- କନ୍ୟା ରାଶି ପୁରୁଷ ଓ…

ଚିତ୍ର ଜଗତର ଏକ ନୂତନ ସମ୍ଭାବନା : ଯୁବଶିଳ୍ପୀ ରାକେଶ ପାତ୍ର

କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ନିକଟରେ ମହମରେ କ୍ଷୁଦ୍ରତମ ବୁଦ୍ଧ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଯାଜପୁର ବ୍ଲକ ନାଥ ସାହିର ଯୁବଶିଳ୍ପୀ ରାକେଶ କୁମାର ପାତ୍ର । ନିଜର ଭିନ୍ନ ଚିନ୍ତା ଧାରା ଓ ତାଙ୍କ ଭିତରେ ଥିବା ଜନ୍ମଗତ କଳା ତାଙ୍କୁ…