Latest Odisha News

BREAKING NEWS

Yearly Archives

2022

ଅପରେସନ୍ ଗଙ୍ଗା: ୟୁକ୍ରେନରୁ ଫେରିଲେ ଆଉ ୨୪୯ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସ୍ୱଦେଶ ଫେରୁଛନ୍ତି ଶତାଧିକ ଭାରତୀୟ । ଏମାନଙ୍କ ଭିତରେ ଅଛନ୍ତି ଅଧିକାଂଶ ଛାତ୍ରଛାତ୍ରୀ । ଅପରେସନ୍ ଗଙ୍ଗରେ ଭାରତରେ ପହଞ୍ଚିଛି ପଞ୍ଚମ ବିମାନ । ରୋମାନିଆର ବୁଖାରେଷ୍ଟରୁ ୨୪୯ ଜଣ ଭାରତୀୟ ନେଇ ଦିଲ୍ଲୀ…

ୟୁକ୍ରେନରେ ବିଶ୍ୱର ସବୁଠୁ ବଡ଼ ଏୟାରକ୍ରାଫ୍ଟକୁ ନଷ୍ଟ କରିଦେଲା ରୁଷ୍ ସେନା

କିଭ୍ (ୟୁକ୍ରେନ): ରୁଷ୍ ଓ ୟୁକ୍ରେନ ଭିତରେ ଘମାଘୋଟ ଚାଲିଛି ଯୁଦ୍ଧ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଛି । ୟୁକ୍ରେନରେ ନିର୍ମିତ ବିଶ୍ୱର ସବୁଠୁ ବଡ଼ ଏୟାରକ୍ରାଫ୍ଟକୁ ନଷ୍ଟ କରିଦେଇଛି ରୁଷ୍ ସେନା । ୟୁକ୍ରେନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା…

ଆଜିଠୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା

ଭୁବନେଶ୍ୱର : ଦୁଇ ବର୍ଷ ପରେ ଆଜିଠୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା । ହେଲେ ପ୍ରଥମ ସପ୍ତାହ ପାଠପଢା ହେବନି। ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଏହାସହ ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି…

ପଞ୍ଚାୟତ ରେଜଲ୍ଟ: ଦ୍ୱିତୀୟ ଦିନ ଗଣତିରେ ୮୮% ଆସନରେ ବିଜେଡିର ବାଜିମାତ

ଭୁବନେଶ୍ୱର: ପଞ୍ଚାୟତ ଭୋଟରେ ବିଜେଡି ଉଡ଼ାଇଛି ବିଜୟ ବାନା । ସବୁ ଜିଲ୍ଲାରେ ଶଙ୍ଖନାଦ । ବିଜେଡି କରିସ୍ମା ଆଗରେ ବିରୋଧୀଙ୍କ ପତିଆରା ଫିକା ପଡ଼ିଛି । ଦୁଇ ଦିନର ଗଣତିର ଫଳାଫଳ ସମସ୍ତଙ୍କୁ ଆଚମ୍ବିତ କରିଛି । ଗତକାଲି ହୋଇଥିଲା ୩୦୫ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି ହୋଇଥିଲା । ଏଥିରୁ…

୫୧୮ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ

ଭୁବନେଶ୍ବର: ୫୧୮ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ । ଦ୍ବିତୀୟ ଦିନ ଗଣତିର ରିପୋର୍ଟ ଅନୁଯାୟୀ, ୨୭୦ଟି ମଧ୍ୟରୁ ବିଜେଡି ୨୩୬, ବିଜେପି ୧୬, କଂଗ୍ରେସ ୧୫ ଓ ଅନ୍ୟମାନେ ୨ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ…

ପଞ୍ଚାୟତ ଭୋଟ୍ କାଉଣ୍ଟିଂର ଶେଷ ଦିନ: କାହାକୁ ମିଳିଛି କେତେ ସିଟ୍ ଜାଣନ୍ତୁ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଆଜି ତୃତୀୟ ତଥା ଶେଷ ଦିନ । ଆଜି ୨୨୯ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି ଚାଲିଛି । ଗତକାଲି ଦ୍ୱିତୀୟ ଦିନରେ ୩୦୭ ଓ ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଆସନରେ କାଉଣ୍ଟିଂ କରାଯାଇଥିଲା । ଦୁଇ ଦିନର ଗଣତିରେ ସବୁଠୁ ବାଜି ମାରିଛି ବିଜେଡି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ଶକ୍ତି ସ୍ୱରୂପିଣୀ ଦକ୍ଷିଣକାଳିକା ରୂପେ ବର୍ଣ୍ଣିତହୋଇ ଥିବାର ଜାଣିଲେ । ସାଧାରଣତଃ ଶ୍ରୀଜଗନ୍ନାଥ ଯେ ପୁରୁଷୋତ୍ତମସ୍ୱରୂପ ପରମ ପୁରୁଷ ଏହା ସର୍ବତଃ…

ଭାଷା ଭାଗବତ : ସ୍ବୀକାରୋକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୦ ନିଜେ ହିଁ ନିଜକୁ ସୁଧାରି ଭାଷା ସାଗର ହେବି ପାରି ତଟନିବାସୀ ଧରି ଭୟ କରି କରାଂତି କାଳ କ୍ଷୟ ଉତ୍କଟ ସଂକୀର୍ଣ ସ୍ବଭାବ ଯୋଗୁଁ ତ ଉତ୍କର୍ଷ ଅଭାବ ମୁଁ ହେଲେ ସୁଦ୍ଧା ଦୂରବାସୀ ସ୍ବଭାଷା ଘୋଷି…

ଶଶଧର ଦାସଙ୍କ କବିତା ସଙ୍କଳନ ‘ଝରକା ବାହାରେ ଭାରତ’ ଉନ୍ମୋଚିତ

ଭୁବନେଶ୍ୱର : ସାହିତ୍ୟ ପତ୍ରିକା କାହାଣୀ ଆନୁକୂଲ୍ୟରେ କବି ଶଶଧର ଦାସଙ୍କ କବିତା ସଙ୍କଳନ 'ଝରକା ବାହାରେ ଭାରତ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ରବି ନାରାୟଣ ସେନାପତିଙ୍କ ସ୍ଵଭାପତିତ୍ୱରେ ଏହି ସାରସ୍ୱତ ସଭାରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୩  ରଘୁବୀର .. କାମ ସରିଲା, ଡ଼୍ରାଇଭରକୁ କହ ଗାଡ଼ି କାଢୁ । ଓଃ ଇଡିଅଟ ଗୁଡା, ଏମାନଙ୍କୁ ଯେତେ କହିଲେବି ବୁଝିବେନି । ଅଧା କାମ ଛାଡ଼ି କୁଆଡେ଼ ଗାୟବ ।” ଆରାଧ୍ୟା ଜାଣେ ଗାଳିଟା କାହା ଉଦ୍ଦେଶ୍ୟରେ । ‘କୋଉଠି…