Latest Odisha News

BREAKING NEWS

Yearly Archives

2022

କେମିତି ବାପା-ମାଆ: ୫ ବର୍ଷ ଝିଅକୁ ପିଟି ପିଟି ମାରିଦେଲେ

ବ୍ରହ୍ମପୁର: ୫ ବର୍ଷର ଶିଶୁ କନ୍ୟାକୁ ହତ୍ୟା କଲେ ବାପା ଓ ସାବତ ମାଆ । ପିଟି ପିଟି ମାରି ଦେଇଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତେନ୍ତୁଳିଆ ସାହିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଆଜି ସତ ସାମନାକୁ ଆସିଛି । ପାରିବାରକ…

ଫସିଗଲେ କି ପୁତିନ ବାହିନୀ !

ମସ୍କୋ: ସହଜରେ ୟୁକ୍ରେନକୁ ହରାଇ ବାଜି ମାରିବା ଲକ୍ଷ୍ୟରେ ଥିବା ରୁଷିଆକୁ ଧିରେ ଧିରେ ନାକରେ କାନ୍ଦିଲାଣି । ଯଦି ଏବେ ଏହି ଯୁଦ୍ଧ ୧୦ ଦିନରୁ ଅଧିକ ଚାଲେ ତାହାହେଲେ ରୁଷିଆ ଘୋର ଆର୍ଥୀକ ଅନାଟନର ସମ୍ମୁଖୀନ ହେବ । ପ୍ରତ୍ୟେକ ଦିନ ଏହି ଯୁଦ୍ଧ ବାବଦକୁ ଭ୍ଲାଡିମିର ପୁତିନଙ୍କ ବାହିନୀକୁ ୧.୧୨…

ରୁଷ ସୈନ୍ୟକୁ ୟୁକ୍ରେନର ମୁହଁତୋଡ ଜବାବ: ଯୁଦ୍ଧରେ ଗଡିଲାଣି ସାଢ଼େ ୪ହଜାର ରୁଷ୍ ସୈନିକଙ୍କ ମୁଣ୍ଡ

କିଭ୍(ୟୁକ୍ରେନ୍): ରୁଷ୍-ୟୁକ୍ରେନ୍ ଭିତରେ ଜୋରଦାର ହୋଇଛି ଲଢ଼େଇ । ଦିନ ରାତି ଚାଲିଛି ଯୁଦ୍ଧ । ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ ପାଇଁ ରୁଷ୍ ତୁହାକୁ ତୁହା ମିସାଇଲ୍ ମାଡ଼ କରୁଛି । କିଭ୍ ଆକାଶରେ ଚକର କାଟୁଛି ରୁଷର ଲଢୁଆ ଯୁଦ୍ଧ ବିମାନ । ସ୍ଥଳ ଓ ଜଳପଥରୁ ବି ହମଲା ଚାଲିଛି । ପୁଟିନ୍…

ବାଲେଶ୍ୱରରେ ବିଜେଡି ଆଗୁଆ, ୧୨ଟି ଜୋନରେ ଜିତିଲା ବିଜେଡି

ବାଲେଶ୍ୱର : ବାଲେଶ୍ୱରରେ ବିଜେଡି ୧୨ଟି ଜୋନ୍ ଜିତିଥିବା ବେଳେ ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ହୋଇଛନ୍ତି । ବାଲେଶ୍ୱରେ ଔପଦା-୨ ଜୋନରେ  ଉଷାରଣୀ ରାଉଳ(ବିଜେପି), ଖଇରା-୪ ଜୋନରେ ରଶ୍ମିତା ମହାପାତ୍ର(ବିଜେଡି)ଜଳେଶ୍ୱର-୮ଜୋନରେ ଗୌରାଙ୍ଗ ସିଂ(ବିଜେଡି),ନୀଳଗିରି…

ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁକ୍ରେନ ସୀମାନ୍ତ ଦେଶକୁ ଯିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ଦିଗରେ ଜୋର ଦେଇଛନ୍ତି କେନ୍ଦ୍ର ସରକାର । ଅପରେସନ୍ ଗଙ୍ଗାରେ ଏଯାଏ ୫ଟି ବିମାନରେ ହଜାରେରୁ ଅଧିକ ଭାରତୀୟ ସ୍ୱଦେଶ ଫେରିଲେଣି । ଆଜି ଉଚ୍ଚସ୍ତରୀୟ ବୈଠକରେ ୟୁକ୍ରେନ୍ ସ୍ଥିତି ଓ ଭାରତୀୟଙ୍କୁ ଫେରାଇ ଆଣିବା…

ବୃହତ ବିଜୟ ଅଭିମୁଖେ ବିଜେଡି, ଚିତ୍ ମାରିଲେ ବିରୋଧୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ଅଭିମୁଖେ ବିଜେଡି । ବର୍ତ୍ତମାନ ସୁଦ୍ଧା ଗଣତିରୁ ରେକର୍ଡ ଜିଲ୍ଲା ପରିଷଦ ଆସନ ହାତେଇଛି ଦଳ । ମୋଟ୍ ୮୫୧ଟି ଜିଲ୍ଲା ପରିଷଦ ଜୋନରୁ ବର୍ତ୍ତମାନ ସୁଦ୍ଧା ୭୮୭ଟିରେ ଫଳାଫଳ ପ୍ରକାଶ ପାଇଛି । ସେଥିରୁ ବିଜେଡି ଏକାକୀ ହାତେଇି ୭୦୩ ଜିଲ୍ଲା ପରିଷଦ…

ତୃତୀୟ ଦିନରେ ଭୋଟ୍ ଗଣତି ଜାରି : ୫୫୩ ଜିଲ୍ଲା ପରିଷଦ ଜୋନରେ ଆଗୁଆ ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ତୃତୀୟ ଦିନ । ତୃତୀୟ ଦିନରେ ଭୋଟ୍ ଗଣତି ଜାରି ।  ଦୁଇ ଦିନର ଫଳାଫଳ ଅନୁସାରେ ବିଜେଡି ସର୍ବାଧିକ ଆସନ ଅକ୍ତିଆର କରି ନିଜର ଦବଦବା ଜାରି ରଖିଛି । ବହୁ ପଛରେ ପଡ଼ିଯାଇଥିବା ବିଜେପି ଓ କଂଗ୍ରେସ ଏବେ ଦ୍ବିତୀୟ ସ୍ଥାନ ପାଇଁ ନିଜ ନିଜ ମଧ୍ୟରେ…

ରାଜ୍ୟରେ ଦୁଇ ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି ଦୈନିକ ସଂକ୍ରମଣ । ଦୈନିକ ସଂକ୍ରମଣ ଶହେକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୭୧ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୩ । ୧୮ ବର୍ଷ ଭିତରେ ଆଉ ୩୪ ଜଣ ସଂକ୍ରମିତ ହୋଇଛନ୍ତି ।…

ଭାରତୀୟ ଛାତ୍ରଛାତ୍ରୀଙ୍କୁ ପିଟୁଛନ୍ତି ୟୁକ୍ରେନ ସେନା, ଉଦ୍ଧାର ପାଇଁ ଅପିଲ୍

କିଭ୍(ୟୁକ୍ରେନ): ୟୁକ୍ରେନରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ସେଠାରେ ଫସିଛନ୍ତି ବହୁ ଭାରତୀୟ । ଭୟ ଭିତରେ ଦିନ କାଟୁଥିବା ବେଳେ ଯୁଦ୍ଧ ବିଭୀଷିକା ଭିତରେ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ୟୁକ୍ରେନ୍ ସୁରକ୍ଷାବାହିନୀ ପକ୍ଷରୁ ଅକଥନୀୟ…

ଯାଜପୁର ଜିଲ୍ଲାର ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ

ଯାଜପୁର: ଯାଜପୁର ଜିଲ୍ଲାର ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ  ।  ଜିଲ୍ଲାର ଜିଲ୍ଲା ପରିଷଦ ଆସନର ଦ୍ବିତୀୟ ଦିନ ଗଣତି ଫଳାଫଳ ଆସିଛି । ଏଥିରେ ୧୨ଟି ଜିଲ୍ଲା ପରିଷଦ ସବୁ ଆସନରୁ  ବିଜେଡି  ବିଜୟୀ ହୋଇଛି । ଜିଲ୍ଲାରେ ମୋଟ ୩୯ ଜୋନରୁ ୨୨ଟି ଜୋନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ…