Latest Odisha News

BREAKING NEWS

Yearly Archives

2022

ଲେଖକ ଭାବେ କ୍ୟାରିୟର ଆରମ୍ଭ କରିବେ ଶାହାରୁଖଙ୍କ ପୁତ୍ର ଆର୍ଯ୍ୟନ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଖୁବ୍ ଶୀଘ୍ର ବଲିଉଡରେ ପଦାର୍ପଣ କରିବାକୁ ଯାଉଛନ୍ତି । ସେ ଅଭିନୟ ବଦଳରେ ରାଇଟିଂକୁ ଗୁରୁତ୍ୱ ଦେଇଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ଏକ ୱେବ ସିରିଜରେ ସେ ରାଇଟର ଭାବେ କ୍ୟାରିୟର ଆରମ୍ଭ କରିବେ । ନିକଟରେ ସଦର୍ଣ୍ଣ କାଲିଫୋର୍ଣ୍ଣିଆ…

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା: ଗିରଫ ସଂଖ୍ୟା ୧୧୩ କୁ ବୃଦ୍ଧି

ଯାଜପୁର: ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ଘଟଣା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଏଯାଏଁ ୧୧୩ ଜଣଙ୍କୁ ପୋଲିସ ଗିରଫ କରିସାରିଲାଣି । ଗତ ୨୧ ତାରିଖରେ ୬୯ ଜଣଙ୍କୁ ଗିରଫ କରାଯିବା ପରେ ଏହି ସଂଖ୍ୟା ୯୮ରେ ପହଞ୍ଚିଥିଲା…

[ଦେଖନ୍ତୁ ଭିଡିଓ] ନକଲି ଠକ ଡାକ୍ତରଙ୍କ ଖୋଲୁଛି ଗୁମର: ୨୧ରୁ ଅଧିକ ବିବାହ ନେଇ ଭଉଣୀ ବି ସାମିଲ

ଢେଙ୍କାନାଳ: ନକଲି ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ଏକାଧିକ ପତ୍ନୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମହିଳାଙ୍କୁ ଠକେଇ ପଛରେ ରହିଛି ଜଣେ ମହିଳାଙ୍କ ସଂପୃକ୍ତି । ସେହି ସଂପୃକ୍ତ ମହିଳା ଜଣଙ୍କ ରମେଶ ଭଉଣୀ ରଶ୍ମିତା ବେହେରା ବୋଲି ଜଣାପଡିଛି ।  କେନ୍ଦ୍ରାପଡାରେ ରେଡ ପରେ ଏହି ମହିଳାଙ୍କୁ…

CBSE ନବମ ଶ୍ରେଣୀ ବହିରେ ତ୍ରୁଟି, ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ସିବିଏସଇ ନିଜର ସ୍କୁଲରେ ପଢ଼ାଉଛି ଭୁଲ ପାଠ । ଏନସିଇଆରଟି ତରଫରୁ ପ୍ରଣୀତ ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ବହି "ସୋସିଆଲ ସାଇନ୍ସ କଣ୍ଟେମ୍ପରାରି ଇଣ୍ଡିଆ-୧ ‘ ବହିରେ ପଞ୍ଚମ ଅଧ୍ୟାୟରେ ପୃଷ୍ଠା ନମ୍ବର ୪୯ ରେ ଦିଆଯାଇଥିବା ୱାଇଲଡ ଲାଇଫ ରିଜର୍ଭ ମ୍ୟାପରେ ଭୁଲ ତଥ୍ୟ ଦିଆ ଯାଇଛି ।…

୭୦ ପ୍ରତିଶତ ମତଦାନ, ଶାନ୍ତିଶୃଙ୍ଖଳାର ସହିତ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହିତ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ଶେଷ ଖବର ସୁଦ୍ଧା ୭୦ ପ୍ରତିଶତ ମତଦାନ ସରିଛି । ୨୭ ଟି ଜିଲ୍ଲାର ୬୪ଟି ବ୍ଲକରେ ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ୧୭ ହଜାର ୯୮ଟି ବୁଥରେ ମତଦାନ କରାଯାଇଛି । ଚତୁର୍ଥ…

ସାବଧାନ ! ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ମୋବାଇଲକୁ ଯିବ ଚାଲାଣ

ଭୁବନେଶ୍ୱର: ଆଉ ବର୍ତ୍ତି ପାରିବେନି ଟ୍ରାଫିକ ନିୟମ ଉଲ୍ଲଂଘନକାରୀ । ଟ୍ରାଫିକ ନିୟମ ମାନୁନଥିଲେ ହୋଇଯାନ୍ତୁ ସାବଧାନ । ଏଣିକି ଟ୍ରାଫିକ ନିୟମ ନମାନିଲେ ମୋବାଇଲକୁ ଯିବ ଚାଲାଣ । ଏଭଳି କଡ଼ା ନିଷ୍ପତ୍ତି ଗ୍ରହଣ କରିଛି ଟ୍ରାଫିକ ପୋଲିସ । ସବୁଠାରୁ ବଡ଼ କଥା ହେଲା ଯଦି ଆପଣ ୫୦ କିମିରୁ ଅଧିକ…

ଇଟା ଭାଟିରୁ ମିଳିଲା ହୀରା, ରାତାରାତି ହୋଇଗଲେ କୋଟିପତି

ଭୋପାଳ: ଇଟା ଭାଟି ବ୍ୟବସାୟ ରାତାରାତି ହେଲେ କୋଟିପତି । କାରଣ ସେ କାମ କରୁଥିବା ଇଟା ଭାଟିରୁ ମିଳିଲା ୨୬.୧୧ କ୍ୟାରେଟ ହୀରା । ଏଭଳିି ଘଟଣା ଘଟିଛି ମଧ୍ୟପ୍ରଦେଶର ପାନ୍ନ ଜିଲ୍ଲାରେ । ମଙ୍ଗଳବାର ରବି ପଟେଲ ନାମକ ଜଣେ ସରକାରୀ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ,…

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ଭାଗବତ ଗୀତା ବାଣ୍ଟି ଭୋଟ ଭିକ୍ଷା

ଜଗତସିଂହପୁର: ମଇଦାନରେ ଚାଲିଛି ଜୋରଦାର ପ୍ରଚାର ପ୍ରସାର । ଗୋଟିଏ ପଟେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଅନ୍ୟ ପଟେ ପଞ୍ଚମ ପର୍ଯ୍ୟାୟ ମତଦାନ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ପ୍ରାର୍ଥୀ ମାନେ ବିଭିନ୍ନ ଉପାୟରେ ଭୋଟ୍ ହାତେଇବାର ପ୍ରୟାସ ଜାରି ରଖିଛନ୍ତି ।…

ସୁମିତ୍ ତପସ୍ୱିନୀ ବିବାଦ ମାମଲା : ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସୁମିତ୍ ତପସ୍ୱିନୀ ବିବାଦ ମାମଲା । ପୁଣି ତପସ୍ପିନୀଙ୍କୁ ମିଳିଲା ଝଟକା । ତଳକୋର୍ଟଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ତପସ୍ୱିନୀଙ୍କୁ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍ । ଭରଣପୋଷଣ ପାଇଁ ମାସକୁ ୧୦ ହଜାର ଲେଖାଏଁ ଦେବେ ସୁମିତ୍…

ତାଂଜାନିଆର ଇଣ୍ଟରନେଟ୍ ସେନ୍ସେସନ୍‌ଙ୍କୁ ସମ୍ମାନିତ କଲା ଭାରତୀୟ ହାଇ କମିଶନ୍

ନୂଆଦିଲ୍ଲୀ: କିଲି ପୌଲ୍ । ତାଂଜାନିଆର ଏହି ଇଣ୍ଟରନେଟ୍ ସେନ୍ସେ୍ସସନ୍ ଖୁବ କମ୍ ସମୟରେ ସାରା ବିଶ୍ୱରେ ପରିଚିତ ହୋଇଥିଲେ । ଖାସ କରି ବଲିଉଡ ଗୀତ ଓ ଡାଇଲଗକୁ ନେଇ ପୌଲଙ୍କ ଭିଡିଓଗୁଡିକ ଭାଇରାଲ ହୋଇଆସିଛି । ତେବେ ନିକଟରେ କିଲିଙ୍କୁ ଭାରତୀୟ ହାଇ କମିଶନ୍ ସମ୍ମାନିତ କରିବା ଘଟଣା ଖୁବ…