Latest Odisha News

BREAKING NEWS

Yearly Archives

2022

ଦେଶରୁ ଦିନକରେ ୨୦ ହଜାର କରୋନା ପଜିଟିଭ୍, ୬୭୩ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧୯ହଜାର ୯୬୮ କରୋନା ଆକ୍ରାନ୍ତ । ଏହି ସମୟରେ କରୋନାରେ ଯାଇଛି ଆଉ ୬୭୩ ଜୀବନ । ଏହାକୁ ମିଶାଇ ଦେଶରେ…

ପୁରୀରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପୁରୀ ଅଭିମୁଖେ ଯାଇଛନ୍ତି । ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସେ ସୌଜନ୍ୟମୂଳକ ସାକ୍ଷାତ କରିବେ ଧର୍ମେନ୍ଦ୍ର…

ରାଜ୍ୟରେ ପାଞ୍ଚ ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ କେସ୍ ତଳକୁ ତଳକୁ ଖସୁଛି । ପାଞ୍ଚ ଶହ ତଳକୁ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୯୨ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୮୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୩ । ୧୮ ବର୍ଷ…

ପୁରୀରେ ବିଶ୍ଵ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲ ସେ ଶ୍ରୀକ୍ଷେତ୍ରରେ ରାତ୍ରିଯାପନ କରିଥିଲେ । ଆଜି ସକାଳ ୧୦ଟା ୩୫ରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୧ଟାରେ ଶରଧାବାଲିରେ ହେବାକୁ…

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଆଜି ଗୋଟିଏ ପର୍ୟ୍ୟାୟରେ ୧୧୭ ଆସନ ପାଇଁ ଭୋଟ୍ ନିଆଯାଉଛି । ମୈଦାନେ ଅଚନ୍ତି ୧ହଜାର ୩୦୪ ପ୍ରାର୍ଥୀ । ଏମାନଙ୍କ ଭିତରେ ୯୩ ଜଣ ମହିଳା । ପଞ୍ଜାବର ମୋଟ୍ ୨ କୋଟି ୧୪ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ…

ଭୋଟ୍ ଦେଉଛି ଓଡ଼ିଶା: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ମତଦାନ

ଭୁବନେଶ୍ୱର: ପଞ୍ଚାୟତ  ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଠି ଭୋଟ୍ ଗ୍ରହଣ । ଦିନ ଗୋଟାଏ ଯାଏ ଚାଲିବ । ୨୯ ଜିଲ୍ଲାର ୬୩ ବ୍ଲକରେ ୧୭୧ ଜିଲ୍ଲା ପରିଷଦ ଓ ୧୩୮୨ ପଞ୍ଚାୟତରେ ମତଦାନ ଚାଲିଛି । ୧୮ହଜାର ୪୯୫ ବୁଥରେ ଭୋଟ୍ ଦେବେ ୫୬ ଲକ୍ଷ ୫୩ ହଜାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ତ ଓ ଅଚିନ୍ତ୍ୟ ସ୍ୱରୂପକୁ ବର୍ଣ୍ଣନା କରିବା ସତରେ ଖୁବ କଷ୍ଟକର ତତ୍ତ୍ୱତଃ ଆମେ ତାଙ୍କୁ ଅନାଦି, ଅସୀମ, ଓ ଅବ୍ୟକ୍ତ ବୋଲି ବିବେଚନା କରୁ। ପରମ ରହସ୍ୟମୟ…

ଭାଷା ଭାଗବତ : ଭାଷାର ଗୌରବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୨  ଯାହାଂକୁ ଯେତେ ଭାଷା ଜଣା ସ୍ବଭାଷା ରୂପେ ହେଲେ ଗଣା ରହିବନାହିଁ କଟକଣା ଫୁଟିବ ମନର ଭାବନା ଭାବନା ଯାତ୍ରୀ, ଭାଷା ଯାନ ଅନନ୍ୟ ମନୁଷ୍ୟ ଜୀବନ କରିବା ଯାତ୍ରାର ବର୍ଣନ ଯାନର ରକ୍ଷଣାବେକ୍ଷଣ ଭାଷା ଓ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ :  ୧୫   କେବେ ତ’ କହିନ ମତେ? ଜରୁରୀ ଭାବିନି ! ବାହା ହେଲନି ତା’କୁ । ଜୀବନରେ ଅନେକ ମୋଡ଼ ଆସେ । ଅନେକ ଘଟଣା ଓ ଦୁର୍ଘଟଣା ଦେଇ ଗତି କରେ ମଣିଷ । କେହିକେହି ସେ ପରିଧି ଭିତରକୁ ଆସନ୍ତି ଓ ଚାଲିଯାଆନ୍ତି ।…

ଅନୁବାଦ ଗଳ୍ପ : ଆଉ କେଇଟା ପାକିସ୍ତାନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୪  ମୂଳ ହିନ୍ଦୀ : କମଳେଶ୍ୱର  କେଡେ ଦୀର୍ଘ ସେ ଯାତ୍ରା! ମୁଁ ନିଜେ ବି ବୁଝି ପାରେନି କାଇଁକି ଏ ପାକିସ୍ତାନ କଥା ବାରମ୍ବାର ମୁଁ ଭାବିବସେ - କାଇଁକି ସେ ଚିନ୍ତା ମୋ ମନକୁ ବାରମ୍ବାର ଆନ୍ଦୋଳିତ କରେ? ସଲମା, ମୁଁ ଜୀବନରେ ଥରଟିଏ…