Latest Odisha News

BREAKING NEWS

Yearly Archives

2022

ଆଜି ରାଜ୍ୟରୁ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ସ୍ଥିର ରହିବା ପରେ ଆଜି ହଜାରେ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୨୫ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୫୪୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୮୩ । ୧୮ ବର୍ଷ ଭିତରେ ଆଉ ୨୦୨ ପଜିଟିଭ୍ ବାହାରିଛନ୍ତି । Covid-19…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୦ କ'ଣ ଅସୁବିଧା ହେଲା ଭାବି, ଡ଼୍ରାଇଭର ସହ ସେ ବି ଓଲ୍ହେଇଲା। ଗାଡ଼ି ସାଇଡ଼୍ କରି ଡ଼୍ରାଇଭର ବର୍ନେଟ୍ ଖୋଲି ଚେକ୍ କଲା । ଏତିକି ଭିତରେ ସେ ଝିଅ କାନରେ ଇଅରଫୋନ ଗେଞ୍ଜି , କାହା ସହ କଥା ହେଉହେଉ ତା' ପାଖ ଦେଇ…

ସନେଟ : ପ୍ରଣୟର ଦୁଇଧାର

ରଞ୍ଜିତା ରାଣୀ ହୋତା ତୁମେ ପଦ୍ମିନୀ ସୂର୍ଯ୍ୟମୁଖୀ ମୁଁ ପ୍ରଣୟର ଦୁଇଧାର, ତୁମେ ଛଳ ଛଳ ପୁଣ୍ୟତୋୟା ଗୋ ଫଲଗୁଟିଏ ମୁଁ ଛାର। ତନୁସିନା ମୋର କନକ ବରଣା , କନକ କପାଳ ତବ ହୃଦତନ୍ତ୍ରୀର ସ୍ନିଗ୍ଧ ସୁର ମୁଁ ତୁମେ ଅଭିନବ ସ୍ତବ। ନିଶିଶେଷେ ଯେବେ ପ୍ରାଚୀଦେଶେ ନବାରୁଣ ତନ୍ଦ୍ରାରୁ ଜାଗେ,…

ଭାଷା ଭାଗବତ : ସରଳତା ସାଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୭ ଲିପି ଯଦି ହୁଏ ଜଟିଳ ଲିପିଶିକ୍ଷା ସାରଇ ବେଳ ପଢ଼ିବାର ଆଗ୍ରହ ନଷ୍ଟ ସମସ୍ତଂକୁ ବହୁତ କଷ୍ଟ ସଂପ୍ରଦାୟ ଓ ସମ୍ପ୍ରଦାୟ ସମାର୍ଥକ ଶବ୍ଦ ଉଭୟ ଯାହା ଦିଶୁଛି ପରିଷ୍କାର ତାହା କରିବା ବ୍ୟବହାର ସଂବର୍ଧନା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶକ୍ତି (ପ୍ରକୃତି )ସ୍ୱରୂପିଣୀ ଦେବୀ ତତ୍ତ୍ୱର ଆଲୋଚନା କରିବା ସମୟରେ ପ୍ରଥମେ" ସପ୍ତଶତୀ ଚଣ୍ଡୀ " ବର୍ଣ୍ଣିତ ଏହି ଶ୍ଳୋକଟିକୁ ବିଶ୍ଳେଷଣ କରିବା…

ପାକିସ୍ତାନ: ଖାଲି କୋଠାରୁ ୧୦ହଜାର ୫୭୫କୋଟି ୬୨ଲକ୍ଷ ୧୦ହଜାର ଟଙ୍କାର ଡ୍ରଗ୍ସ ଜବତ

କରାଚି: ପାକିସ୍ତାନରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବାରେ ଲାଗିଛି । ଏହାକୁ ନେଇ ପାକର ସିନ୍ଧ ଅବକାରି ବିଭାଗ ଓ ନାର୍କୋଟିକ୍ସ ନିୟନ୍ତ୍ରଣ ବିଭାଗ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନାର୍କୋଟିକ୍ସ ଟିମ ଏକ ଖାଲି କୋଠାରୁ ୧.୪ ଡଲାରର ଡ୍ରଗ୍ସ ଜବତ କରିଛି । ଏହି ମାମଲାରେ…

ଦୀର୍ଘ ଦିନ ପରେ ଅଲଗା ହେଲେ ଆଇପିଏଲର ଏହି ଚର୍ଚ୍ଚିତ ଯୋଡି

ମୁମ୍ବାଇ: ଆଇପିଏଲର ମେଗା ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଏଥର ନିଲାମରେ ପ୍ରଥମ ଥର ଦୀର୍ଘ ଦିନ ଧରି ଏକାଠି ଖେଳି ଆସିଥିବା ଚର୍ଚ୍ଚିତ ଯୋଡି ପରସ୍ପରଠାରୁ ଅଲଗା ହୋଇଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ... ଧୋନୀ-ରାଇନା: ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ମହେନ୍ଦ୍ର ସିଂ ଧୋନୀ ଓ…

ପୁଣି ଫେରିଲା ମମିତା ପ୍ରସଙ୍ଗ, ଗୃହରାଷ୍ଟ୍ର ମନ୍ତ୍ରୀଙ୍କର ସଂପୃକ୍ତି ଓ ଗୋପନୀୟ ଗସ୍ତର ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ମେହେର ହତ୍ୟାକାଣ୍ଡରେ ପୋଲିସ ଚାର୍ଜସିଟ ଦେଇଛି । ଏହି ହତ୍ୟାକାଣ୍ଡରେ ବିବାଦୀୟ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ । ତାହାହେଲେ ପୋଲିସ କେବଳ ଦୁଇଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଘଟଣାରେ…

ଭକ୍ତଙ୍କ ପାଇଁ ଖୁସି ଖବର, ବିନା ସାର୍ଟିଫିକେଟରେ କରିହେବ ଜଗା ଦର୍ଶନ

ପୁରୀ: ଫେବ୍ରୁଆରୀ ୨୧ରୁ ବିନା କୋଭିଡ ସାର୍ଟିଫିକେଟରେ କରି ହେବ ଜଗା ଦର୍ଶନ । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଛି । ନୀଳାଦ୍ରୀ ଭକ୍ତ ନିବାସ ନିକଟରେ ଏହି ବୈଠକ ହୋଇଥିଲା ।…

ଛକା ରୋକିବାକୁ ଯାଇ ଆହତ ହେଲେ ସ୍ମିଥ, ସିରିଜରୁ ଓହରିଲେ

ସିଡନୀ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ଅବସରରେ ଆହତ ହୋଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ସିଡନୀରେ ଦ୍ୱିତୀୟ ଟି୨୦ ଅବସରରେ ଶ୍ରୀଲଙ୍କାର ମହୀଶ ଦୀକ୍ଷଣା ଅନ୍ତିମ ଓଭରରେ ଏକ ବଡ ଶଟ ଖେଳିଥିଲେ । ସ୍ମିଥ ଛକାକୁ ରୋକିବା ପାଇଁ ଡ୍ରାଇଭ ମାରିଥିଲେ । ଏହି…