Latest Odisha News

BREAKING NEWS

Yearly Archives

2022

ନିରଞ୍ଜନ କହିଲେ ରାଜନୀତିରୁ ସନ୍ୟାସ ନେବେ ନାହିଁ

ଭୁବନେଶ୍ୱର: ରାଜନୀତିରୁ ସନ୍ୟାସ ନେବେ ନାହିଁ । ଆଜି ଏକଥା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ନିର୍ବାଚନ ଲଢ଼ିପାରନ୍ତି ନହେଲେ ଲଢ଼ି ନପାରନ୍ତି । ପଦପଦବୀରେ ରହିଲେ କି ନରହିଲେ ମଧ୍ୟ ରାଜନୀତିରେ ରହିବେ । ଶକ୍ତି ଥିବା ଯାଏ ରାଜନୀତି କରିବେ ବୋଲି ସ୍ପଷ୍ଟ…

ସଂସଦ ଟିଭିର ଅଫିସିଆଲ୍ ଆକାଉଣ୍ଟକୁ ହଟାଇ ଦେଲା ୟୁଟ୍ୟୁବ୍

ନୂଆଦିଲ୍ଲୀ: ସଂସଦ ଟିଭିର ଅଫିସିଆଲ୍ ଆକାଉଣ୍ଟକୁ ବନ୍ଦ କଲା ୟୁଟ୍ୟୁବ୍ । ଚ୍ୟାନେଲର ହୋମ୍ ପେଜରେ ଲେଖା ଆସୁଛି ୟୁଟ୍ୟୁବର କମ୍ୟୁନିଟି ଗାଇଡଲାଇନର ଉଲ୍ଲଂଘନ ପାଇଁ ଏହିଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି । ସୋସିଆଲ୍ ମିଡିଆ ସାଇଟ୍ ରେଡିଜରେ କିଛି ୟୁଜର୍ସ ସ୍କ୍ରିନ୍ ସଟ୍ ଓ ଭିଡିଓ ସେୟାର…

ପୁସ୍ତକ ପରିଚୟ : ଶ୍ରୀମନ୍ଦିରରେ ଶିଳ୍ପ ସେବା

ଶ୍ରୀମନ୍ଦିରରେ ଶିଳ୍ପ ସେବା ଲେଖକ : ଦେବୀ ପ୍ରସନ୍ନ ନନ୍ଦ ପ୍ରକାଶକ : ପୁରୀ କ୍ରିଏଟିଭ ହ୍ୟାଣ୍ଡିକ୍ରାଫ୍ଟ କୋଅଫରେଟିଭ ସୋସାଇଟି ଲିମିଟେଡ କୁଣ୍ଢେଇବେଣ୍ଟ ସାହି, ପୁରୀ ପୃଷ୍ଠା : ୧୨୪ ମୂଲ୍ୟ : ୧୨୦ ଓଡ଼ିଶା ତଥା ଓଡ଼ିଆ ପ୍ରାଣର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା…

ଆଉ ୫ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଫିସର ଚାକିରିରୁ ବିଦା

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏମାନଙ୍କ ଭିତରେ ଅଛନ୍ତି ପୋଲିସ ଡିଏସପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ୨ ଜଣ ମ୍ୟୁନିସିପାଲଟି ଏକଜିକ୍ୟୁଟିଭ ଅଫିସର ।…

ଭୋଟ ପାଇଁ କଙ୍ଗାରୁକୋର୍ଟ: ଦଳିତ ପରିବାରକୁ ନିର୍ଯାତନା

ବଲାଙ୍ଗୀର : ଭୋଟ୍‌ ପାଇଁ କଙ୍ଗାରୁକୋର୍ଟ । ଜଣେ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାପାଇଁ ମନା କରିଦେବାରୁ ଏକ ଦଳିତ ପରିବାରକୁ ଗାଁ ଛାଡ଼ିବାକୁ ପଡ଼ିଛି। ଜୀବନ ପ୍ରତି ଭୟ ରହିଥିବା ଆଶଙ୍କାରେ ପରିବାର ପୁଲିସ ପାଖକୁ ବି ଯାଇନାହାନ୍ତି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ମଣ୍ଡଳ ପଞ୍ଚାୟତରେ…

ପିପିଲିରେ ନିର୍ବାଚନୀ ହିଂସା : ବିଜେପି –ବିଜେଡି ମୁହାଁମୁହିଁ , ୨୪ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଆହତ

ପିପିଲି : ପିପିଲିରେ ନିର୍ବାଚନୀ ହିଂସା । ଦୁଇଟି ରାଜନୈତିକ ଦଳ ମଧ୍ୟରେ ଘଟିଛି ହିଂସାକାଣ୍ଡ ।୨୪ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଆହତ ହୋଇଛନ୍ତି । ପିପିଲି ବ୍ଲକ ପୋଟଳ ଗାଁରେ ବିଜେପି ପ୍ରଚାର ଗାଡିକୁ ବିଜେଡି କର୍ମୀମାନେ ଅଟକାଇବା ଫଳରେ ରାଜନୈତିକ ହିଂସାକାଣ୍ଡ ଦେଖାଦେଇଥିଲା ।…

ୱେଷ୍ଟଇଣ୍ଡିଜ ବିପକ୍ଷ T20 ସିରିଜରେ ରିଷଭ ପନ୍ଥ ଉପ-ଅଧିନାୟକ

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳର ଉପଅଧିନାୟକ ହେଲେ ରିଷଭ ପନ୍ଥ । ତାଙ୍କୁ ନିଯୁକ୍ତି ଦେଇଛି ବିସିସିଆଇ । ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲିଠୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଟି-ଟ୍ୱେଣ୍ଟି ସିରିଜ ।…

୩୦ ହଜାର ତଳେ ଦେଶରେ ଦୈନିକ କରୋନା କେସ୍, ୩୪୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା କାୟା । ୩୦ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୭ହଜାର ୪୦୯ ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମଣ ୧୯.୭ ପ୍ରତିଶତ କମିଛି । କେରଳରୁ ସର୍ବାଧିକ ୮୯୮୯ ପଜିଟିଭ୍ ବାହାରିଥିବା ବେଳେ…

ଆଜିଠୁ କମିବ ଶୀତ, ପଶ୍ଚିମା ଝଡ଼ ପ୍ରଭାବରେ ୧୮ରୁ ହାଲ୍‌କା ବର୍ଷିବ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ରାତି ତାପମାତ୍ରା ବଢିବ । ଶୀତ କମିବ । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୭ ତାରିଖ ଯାଏ ପାଗ ଶୁଖିଲା ରହିବ । ୧୮ ତାରିଖରୁ ପଶ୍ଚିମ…

ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ, ଅତିରିକ୍ତ ଏସପିଙ୍କ ଘରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୋଲିସ କମ୍ୟୁନିକେସନ୍ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ସମେତ ୧୧ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । କଟକ, କୋରାପୁଟ, ଯାଜପୁର ଓ…