Latest Odisha News

BREAKING NEWS

Yearly Archives

2022

ବଣାଇରେ ପ୍ରାକ୍ ନିର୍ବାଚନୀ ହିଂସା: ସମିତି ସଭ୍ୟା ମହିଳା ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ରାଉରକେଲା: ବଣାଇରେ ପ୍ରାକ୍ ନିର୍ବାଚନୀ ହିଂସା । ଆସନ୍ତ ୧୬ ତାରିଖରେ ହେବାକୁ ଯାଉଛି ବଣାଇରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ତା ପୂର୍ବରୁ ନିର୍ବାଚନୀ ହିଂସାର ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟା ପାର୍ଥୀ ପୁଷ୍ପିତା ଜେନାଙ୍କୁ ମରଣାନ୍ତକ…

ସମ୍ବଲପୁରରେ ଭିଜିଲାନ୍ସ ରେଡ୍: ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର

ସମ୍ବଲପୁର: ସମ୍ବଲପୁରରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ରେଡ୍ ।  ଚିଫ୍ ଇଂଜିନିୟର ତଥା ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ  ।…

କରୋନା ସଂକ୍ରମଣରେ ଲାଗିଲା ବ୍ରେକ୍: ହଜାରେ ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ୱର : କରୋନା ସଂକ୍ରମଣରେ ଲାଗିଲା ବ୍ରେକ୍ । ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ଜଣ ପଜିଟିଭ୍ ହୋଇଛନ୍ତି । କୋରାପୁଟରୁ ୭୧, କଟକରୁ ୬୫, ସୁନ୍ଦରଗଡ଼ରୁ ୬୨, ଯାଜପୁରରୁ ୪୫ ଜଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ବେଦାନ୍ତ ଦର୍ଶନ ଅନୁସାରେ ଏକ ଓ ଅଦ୍ବୟ ବୋଲି ବିବେଚନା କରାଯାଏ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଭାଷାରେ - "ବେଦାନ୍ତ ସିଦ୍ଧାନ୍ତ ନିରୁକ୍ତିରେଷl,…

ଭାଷା ଭାଗବତ : ଶ-ଷ-ସ ସହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୬  ଅଂଶ ଦଂଶ ଓ ବଂଶ ଭ୍ରଂଶ କଂସ ହଂସ ଓ ଧ୍ବଂସ ମାଂସ କେତେକାଂଶ ଓ ଅଧିକାଂଶ ଶବ୍ଦରେ ଶ ଓ ସ ନିବାସ କରୁଁ ନ କରୁଁ ଉଚ୍ଚାରଣ ଲିଖନ ଧାରା ବହମାନ ତହିଁରେ ଖଂଜିଦେଲେ ବାଧା ହେବ ବିବିଧ ଅସୁବିଧା କର୍କଶ…

ଧାରାବାହିକ ଉପନ୍ୟାସ : ଚୋରାବାଲି ( ୯ )

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯  ଏତେ ବଡ଼ କଥାଟେ କହିଗଲା ଲିପି । ସେ ବି ତ’ ସେଇ ହଷ୍ଟେଲରେ ଥିଲା ନା! କାଇଁ ସାମାନ୍ୟତମ ଆଭାସ ବି ତ’ ପାଇପାରିନି! ପଚାରିବକି ବୈଭବଙ୍କୁ, ଚିହ୍ନି ଥିଲେକି ନନ୍ଦିତାକୁ । ନନ୍ଦିତା ବୋଲି କିଏ ଜଣେ ତାଙ୍କ ଜୀବନରେ…

କବିତା : ସହିଦଙ୍କ ସ୍ମୃତିରେ

ପ୍ରସେନଜିତ ସେଠୀ ଫେବୃୟାରୀ ମାସ ଚଉଦ ତାରିଖେ ଠିକ୍ ତିନି ବର୍ଷ ତଳେ ପୁଲୱାମାଠାରେ ଯାଉଥିଲେ ମିଶି ସେନାର ଯବାନ ଦଳେ। ଆସିଥିଲେ ସବୁ ଘରଦ୍ବାର ଛାଡ଼ି ସୁଖ ଓ ସ୍ୱାଚ୍ଛନ୍ଦ୍ୟ ଭୁଲି ଏକ ମାତ୍ର ଲକ୍ଷ୍ୟ ଦେଶ ଅସ୍ମିତାର ସୁରକ୍ଷା କରିବେ ବୋଲି। ଘରେ ଥିଲେ କାର ବୃଦ୍ଧ…

ଗଳ୍ପ : କେବଳ ତୁମର

ଶ୍ବେତପଦ୍ମା ପାଢ଼ୀ  ଆଜି ନବବର୍ଷର ପହିଲା ଦିନ । ସଞ୍ଜ ନଇଁ ଆସୁଥାଏ । ପୂରା ସୋସାଇଟି ରଙ୍ଗୀନ ଲିଚୁ ଲାଇଟରେ ଝଲସି ଉଠୁଥାଏ । ଝରକା ପାଖରେ ବସି ନିରେଖି ଦେଖି ମୁଗ୍ଧ ବିଭୋର ହେଉଥିଲେ ପ୍ରତିମା । ପ୍ରତିମା ଅନୁଭବ କରୁଥିଲେ ପ୍ରକୃତରେ ସୋସାଇଟିରେ ଶାନ୍ତି ଅଛି । ଏଇ ସୋସାଇଟିରେ ଏଇଟା…

କଳାପାହାଡ଼ ଭୂମିକାରେ ଅଭିନୟ କରିବେ ଚନ୍ଦନ

ଭୁବନେଶ୍ୱର : ଆଜି ପର୍ଯ୍ୟନ୍ତ ଓଲିଉଡ଼ରେ ଚାଲିଆସିଥିବା ଚିରାଚରିତ ଲଭ, ରୋମାଞ୍ଚ ଭଳି ସିନେମାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ନେଇ ମୋସନ ପିକଚ୍‌ର ଓଡ଼ିଆ ଚଳଚ୍ଚିତ୍ର ‘କଳା ପାହାଡ଼’ ନିର୍ମାଣ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରର ପୋଷ୍ଟର ଗୀତଗୋବନ୍ଦ ସଦନରେ…

ମୋସନ ପିକଚର ଆୱାର୍ଡରେ ‘ତୋ ପାଇଁ ଫେରିବି ବସୁଧା ଚିରି’ ହେଲା ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ୱର : ମାସ ଇଭେଣ୍ଟସ ଆନୁକୂଲ୍ୟରେ ଓଡ଼ିଶା ମୋସନ ପିକଚର ଆୱାର୍ଡ କାର୍ଯ୍ୟକ୍ରମ ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚନ୍ଦନ କର (ଶ୍ରେଷ୍ଠ ଅଭିନେତା),  ଦିବ୍ୟାଦିଶା ମହାନ୍ତି(ଶ୍ରେଷ୍ଠ ଅଭିନେତ୍ରୀ ),  ହର ରଥ (ଶ୍ରେଷ୍ଠ ପାର୍ଶ୍ଵ ଅଭିନେତା ),…