Latest Odisha News

BREAKING NEWS

Yearly Archives

2022

ମାଛ ମାରି ଫେରୁଥିବା ବେଳେ ସମୁଦ୍ରରେ ଓଲଟିଲା ଡଙ୍ଗା

ପାରାଦୀପ: ମହାନଦୀ ମୁହାଣରେ ଅଘଟଣ । ଅଶାନ୍ତ ମୁହାଣରେ ଢେଉ ମାଡ଼ରେ ଓଲଟିଲା ମାଛଧରା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ । ଅନ୍ୟ ଡଙ୍ଗା ସାହାଯ୍ୟରେ ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡଙ୍ଗା ସହିତ ଲକ୍ଷାଧିକ ଟଙ୍କାର ଜାଲ ଓ ମାଛ ଭାସି ଯାଇଛି ସମୁଦ୍ରରେ । ଗତକାଲି…

ମୁସଲିମ୍ ନେତାଙ୍କୁ ଭେଟିବା ପରେ ଭାଗବତଙ୍କୁ ‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେବାକୁ କଂଗ୍ରେସର…

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟ ଉମର ଅହମ୍ମଦ ଇଲିଆସିଙ୍କୁ ଗତକାଲି ଭେଟିଥିଲେ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ । ଏହାକୁ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। ଗୁରୁବାର କଂଗ୍ରେସ କହିଛି ଯେ 'ଭାରତ ଯୋଡୋ' ଯାତ୍ରାର ପ୍ରଭାବ ପଡିଛି। ତେଣୁ ମୋହନ…

ବାୟୁ ସେନା ମେଡାଲ ପାଇଲେ ଓଡ଼ିଆ ପୁଅ ୱିଙ୍ଗ୍‌ କମାଣ୍ଡର ଚିନ୍ମୟ ପାତ୍ର

ରାଉରକେଲା: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ବାୟୁସେନା ପଦକ । ‘ଅପରେସନ୍‌ ତ୍ରିବେଣୀ’ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ମିଳିଛି ସମ୍ମାନ ଜନକ ‘ବାୟୁସେନା ପଦକ’ । ନୂଆଦିଲ୍ଲୀ ସ୍ଥିତ ଏୟାରଫୋର୍ସ ଅଡିଟୋରିୟମରେ…

ରାତି ଅଧରେ ବୈଦେଶିକ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଫୋନ୍… ପଚାରିଲେ ସେଠି କ’ଣ ଚାଲିଛି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଦିନ ୧୮ ଘଣ୍ଟାରୁ ଅଧିକ ସମୟ କାମ କରନ୍ତି। ଦଳୀୟ ନେତା ଏପରି କୁହନ୍ତି। ଯାହାର ପ୍ରମାଣ ଏବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କ ଦେଇଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାବଦରେ ଲେଖାହୋଇଥିବା 'ମୋଦୀ @…

ଖେଳିବା, ବୁଲିବା ବୟସରେ ବଢ଼ୁଛି ମୁଣ୍ଡ, ଚିକିତ୍ସା ପାଇଁ ଦରକାର ଟଙ୍କା

ସୋନପୁର: ୪ ବର୍ଷର ଗୁଣ୍ଡୁ । ହେଲେ ବୟସ ଓ ଶରୀର ତୁଳନାରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ମୁଣ୍ଡ । ସାଙ୍ଗସାଥୀଙ୍କ ସହ ଖେଳିବା ବୟସରେ ଗୁଣ୍ଡୁ ମାଆ କୋଳରେ । ଗୁଣ୍ଡୁର ମୁଣ୍ଡରେ ପାଣି ଜମୁଥିବାରୁ ଅସହ୍ୟ ଯନ୍ତ୍ରଣା ହେଉଛି । ସୋନପୁର ପୌରପରିଷଦ ତରିଆପଡ଼ାରୁ ରୁବି ବେରିଆ ଓ ପଲସ୍ତି…

ହିଟଲର ମରି ନ ଥିଲେ, ଜର୍ମାନୀରୁ ଲୁଚି କରି ପଳାଇ ଯାଇଥିଲେ ଆର୍ଜେଂଟିନା !

ବୁଏନ୍ସ ଏରିସ: ଜର୍ମାନୀର ଏକଚ୍ଛତ୍ରବାଦ ଶାସକ ଆଡଲ୍ଫ ହିଟଲର ଯୁଦ୍ଧ ସମୟରେ ମରି ନ ଥିଲେ । ସେ ଏକ ନାଜି ଜାହଜରେ ଜର୍ମାନୀରୁ ଲୁଚି କରି ଆର୍ଜେଂଟିନା ପଳାଇ ଆସିଥିଲେ ବୋଲି ଗବେଷକମାନେ କହିଛନ୍ତି । ଏହା କହିବା ପଛର କାରଣ ହେଲା ନିକଟରେ ଆର୍ଜେଂଟିନାରେ ଏକ ନାଜି ବୁଡାଜାହଜ ମିଳିଛି । ଏହା ୨୬୦…

ପାଇଲଟ ମୁଖ୍ୟମନ୍ତ୍ରୀ, ଗେହଲଟ କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ସହିତ ମୁଖ୍ୟମନ୍ତ୍ରୀ ଆସନ ପାଖରେ ରଖିବେ ବୋଲି ଅଶୋକ ଗେହଲଟ ଦୁଇ ଦିନ ତଳେ ପରୋକ୍ଷରେ ଏକ ବୟାନ ଦେଇଥିଲେ। ଏହାପରେ ରାଜସ୍ଥାନ କଂଗ୍ରେସରେ ଗୋଟିଏ ବଡ଼ କନ୍ଦଳ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। ଏବେ କିନ୍ତୁ ଏହି ସ୍ଥିତିରେ ସୁଧାର…

ସୁସ୍ଥ ରହିବାକୁ ଯାଇ ଅତ୍ୟଧିକ ଗରମ ପାଣି ପିଉଛନ୍ତି କି?

ଯେଉଁମାନେ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ପ୍ରତିଦିନ ଗରମ ପାଣି ପିଅନ୍ତି। ଥଣ୍ଡାରେ ଗରମ ପାଣି ପିଇବା ସମସ୍ତଙ୍କର ଅଭ୍ୟାସ। ଗରମ ପାଣି ଦ୍ୱାରା ଶରୀରକୁ ଆରମ ଲାଗେ ଏବଂ ଶରୀରକୁ ଉଷୁମ ରଖେ। କିନ୍ତୁ କିଛି ଲୋକେ ମାତ୍ରାଧିକ ଗରମ ପାଣି ପିଅନ୍ତି। ଯାହାକି ସ୍ୱାସ୍ଥ୍ୟ ପାଇଁ…

ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା;ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ହେଲେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ

ବ୍ରହ୍ମପୁର: ରାଜ୍ୟର ସମସ୍ତ ଜିଲାର ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ରାଜ୍ୟ ସରକାରଙ୍କ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୋଇଛନ୍ତି ପୂର୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ ମଲ୍ଲୀକ। ବର୍ତ୍ତମାନ ମନ୍ତ୍ରୀ ମଲ୍ଲିକ ବିଜୁ ଜନତା ଦଳ ତରଫରୁ ଗଞ୍ଜାମ ଜିଲା ପାଇଁ…

କାଦୁଅରେ ଫସିଗଲା ଆମୁଲାନ୍ସ, ଅନ୍ଧାରରେ ରାସ୍ତା କଡ଼ରେ ହେଲା ପ୍ରସବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦ ବର୍ଷ ପୂର୍ବେ ଯେଉଁ ସମସ୍ୟାକୁ ନେଇ ଓଡ଼ିଶା ପରିଚିତ ଥିଲା ସମାନ ଚିତ୍ର ୨୦୨୨ରେ ଦେଖିବାକୁ ମିିଳିଛି। ପ୍ରସୂତିଙ୍କୁ ନେବାକୁ ଆସୁଥିବା ଆମ୍ବୁଲାନ୍ସ କାଦୁଅ ରାସ୍ତାରେ ଫସିଗଲା । ପରେ ରାସ୍ତା କଡରେ ପ୍ରସବ ପରେ ନବଜାତଙ୍କୁ ଧରି ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ।…