ମହାରାଣୀ ଏଲିଜାବେଥଙ୍କ ଅନ୍ତେଷ୍ଟିକୁ ପୁଟିନଙ୍କୁ ନିମନ୍ତ୍ରଣ କରାଯାଇନାହିଁ
ଲଣ୍ଡନ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିମନ୍ତ୍ରଣ କରିନାହିଁ ବ୍ରିଟେନ୍ । ମହାରାଣୀ ଏଲିଜାବେଥଙ୍କ ଅନ୍ତେଷ୍ଟିକୁ ସବୁ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଋଷ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ପୁଟିନଙ୍କ ପାଇଁ ଏହା ଘୋର ଅପମାନ ହୋଇଥିଲେ ମଧ୍ୟ…