Latest Odisha News

BREAKING NEWS

Yearly Archives

2022

ବ୍ୟବସାୟୀଙ୍କ ଠାରୁ ସୁନା ବିସ୍କୁଟ ଓ ଟଙ୍କା ଜବତ ଘଟଣାରେ ଆୟକର ବିଭାଗର ତଦନ୍ତ

ବ୍ରହ୍ମପୁର: ଗଞ୍ଜେଇ ଯାଞ୍ଚ ବେଳେ ବସ ଭିତରୁ ମହାରାଷ୍ଟ୍ରର ବ୍ୟବସାୟୀ ଦଶରଥ ସାହୁକାରଙ୍କ ଠାରୁ ୧ କୋଟି ୨୨ ଲକ୍ଷ ଟଙ୍କା ଓ ବ୍ରହ୍ମପୁରର ଆନନ୍ଦ ଜୁଏଲର୍ସରୁ ୨୩ଟି ସୁନା ବିସ୍କୁଟ ଜବତ ଘଟଣାରେ କଟକ ଲିଙ୍କ ମିଳିଛି  ।  ବୁଧବାର ଜିଏସଟି ବିଭାଗର ତଦନ୍ତ କରିଥିବା ବେଳେ ଗୁରୁବାର ଆୟକର ବିଭାଗ…

ଓକିଲାତିରୁ ଉପରାଷ୍ଟ୍ରପତି : ଜଗଦୀପ ଧନଖଡ଼େ ଚତୁର୍ଦ୍ଦଶ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼  ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି । ଜଣେ ସ୍ୱନାମଧନ୍ୟ ଆଇନଜ୍ଞ ଓ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଶ୍ରୀ ଧନଖଡ଼ଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ…

ଶଶି ଥରୁରଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: କଂଗ୍ରେସର ସିନିୟର ନେତା ତଥା ଏମପି ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କୁ ଡେ ଲା ଲିଜନ ଡିରେ ସମ୍ମାନିତ କରାଯିବ । ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଲେଖା ଏବଂ…

ନୀତିଶ କୁମାରଙ୍କ ସ୍ବପ୍ନ ବାସ୍ତବ ହେବ କି?

୨୨ ବର୍ଷ ମଧ୍ୟରେ ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର ।  ତେବେ ଏତେ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ହେବାକୁ କାହାର ବା ଇଚ୍ଛା ହେବ ନାହିଁ । ନୀତିଶଙ୍କର ମଧ୍ୟ ପୂର୍ବରୁ ଏହା ସ୍ପଷ୍ଟ କରିସାରିଛନ୍ତି । ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଭାବେ…

ବିଦ୍ୟୁତ ଆଘାତରେ ବସ ହେଲ୍ପରଙ୍କ ମୃତ୍ୟୁ; ବଞ୍ଚିଗଲେ ୨୦ ଯାତ୍ରୀ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବସଷ୍ଟାଣ୍ଡ ଠାରେ ଏକ ଅବାଭନୀୟ ଘଟଣା ଘଟିଛି । ବସରୁ ଲୁହା ପାଇପ କାଢ଼ିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ସରେ ଆସି ବସ ହେଲ୍ପରଙ୍କ ମୃତ୍ୟୁ ଘଟିଛି । ବସରେ ଥିବା ସମସ୍ତ ୨୦ ଯାତ୍ରୀଙ୍କୁ ସାମାନ୍ୟ ବିଦ୍ୟୁତ ଝଟକା…

ମୁମ୍ବାଇ ଛାଡି ଗୋଆରୁ ଖେଳିବେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଆଗକୁ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟ ଖେଳିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ଅର୍ଜୁନ ମୁମ୍ବାଇ ବଦଳରେ ଗୋଅ ପକ୍ଷରୁ ଖେଳିବେ ବୋଲି ଜଣାପଡିଛି । ମୁମ୍ବାଇ କ୍ରିକେଟ ଆସୋସିଏଶନ ନିକଟରୁ ଏଥିନେଇ ସେ ଏନଓସି ମାଗିଛନ୍ତି ।…

ଓଡ଼ିଶା ସରକାର ମାଗଣାରେ ଦେବେ ଜାତୀୟ ପତାକା

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି। ସରକାର ଓ ବିଭିନ୍ନ ଅନୁଷ୍ଠାନ ଏହି ସ୍ୱର୍ଣ୍ଣିମ ଦିବସକୁ ମହା ଆଡ଼ମ୍ବରରେ ପାଳନ କରିବାକୁ ଯୋଜନା ମାନ କରୁଛନ୍ତି । ସାଧାରଣ…

ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ; ଅଫିସରେ ପାନ, ବିଡ଼ି ଓ ଗୁଟଖା ନିଷିଦ୍ଧ

ଭୁବନେଶ୍ୱର: ସରକାରୀ ଅଫିସରେ ପାନ, ଗୁଟଖା, ବିଡ଼ି ଓ ସିଗାରେଟ୍ ସେବନ ନିଷେଦ୍ଧ । କୌଣସି ପ୍ରକାର ନିଶା ଦ୍ରବ୍ୟ ଅଫିସରେ ସବନ କରିପାରିବେ ନାହିଁ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଏନେକି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବୁଧବାର…

ଅନଲାଇନରେ ଲିକ ହେଲା ଅମୀରଙ୍କ ଲାଲ ସିଂ ଚଢା

ମୁମ୍ବାଇ: ଅମୀର ଖାଁଙ୍କ ବହୁ ପ୍ରତୀକ୍ଷୀତ ଫିଲ୍ମ ଲାଲ ସିଂ ଚଢ଼ା ଆଜି ରିଲିଜ ହୋଇଯାଇଛି । ୧୮୦ କୋଟି ବଜେଟର ଏହି ଫିଲ୍ମ ପ୍ରଥମ ଦିବସରେ ଆଶାନୁରୂପ କଲେକ୍ସନ କରି ନ ଥିବାରୁ ମେକର୍ସ ଏବଂ ଅମୀର ଖାଁ ଚିନ୍ତାରେ ଅଛନ୍ତି । ଏହା ମଧ୍ୟମରେ ଫିଲ୍ମ ଫୁଲ ଏଚଡି ଭର୍ସନ ଅନଲାଇନରେ ଲିକ ହୋଇଯାଇଛି ।…

ପୂର୍ବତନ ବୌଦ୍ଧ ଟ୍ରେଜେରୀ ଆକାଉଟାଣ୍ଟଙ୍କୁ ଭିଜିଲାନ୍ସ କୋର୍ଟରେ ତିନି ବର୍ଷ ଜେଲ୍ ଦଣ୍ଡ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ଟ୍ରେଜେରୀର ପୂର୍ବତନ ଆକାଉଟାଣ୍ଟ ନାରାୟଣ ମଲ୍ଲିକଙ୍କୁ ଲାଞ୍ଚ ମାମଲାରେ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୨୦୧୯ ମସିହାରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ନାରାୟଣ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୯ ଅକ୍ଟୋବର…