ସିଙ୍ଗାପୁର ଓପନ ସେମିରେ ସିନ୍ଧୁ : ବିଦା ହେଲେ ସାଇନା, ପ୍ରଣୟ
ସିଙ୍ଗାପୁର: ଭାରତର ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଚଳିତ ସିଙ୍ଗାପୁର ଓପନ ବ୍ୟାଡମିଂଟନର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ମହିଳା ସିଙ୍ଗ୍ସ କ୍ୱାର୍ଟରରେ ଚୀନର ହାନ ହୁୟେଙ୍କୁ ୧୭-୨୧, ୨୧-୧୧ ଓ ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ଗେମ ହାରିବା ପରେ ସିନ୍ଧୁ ମ୍ୟାଚକୁ…