Latest Odisha News

BREAKING NEWS

Yearly Archives

2022

ଭାରତର ମୂଲ୍ୟବାନ ଆଦ୍ରଭୂମି ଦ୍ରୁତ ବେଗରେ ଲୋପ ପାଉଛି

ପ୍ରଫୁଲ୍ଲ କୁମାର ଜେନା ପୋଖରୀ, ଗାଡ଼ିଆ, ନାଳ, ସନ୍ତସନ୍ତିଆ ଜମି ଇତ୍ୟାଦିକୁ ଆଦ୍ରଭୂମି କୁହାଯାଏ । ଏହି ଆଦ୍ରଭୂମିଗୁଡ଼ିକ ପାଣିରୁ ସମସ୍ତ ପ୍ରକାର ମଇଳା, ପଟୁମାଟି ଇତ୍ୟାଦି ଛାଣି ରଖେ ଏବଂ ବହୁପ୍ରକାର ଜୀବଜନ୍ତୁଙ୍କ ପାଇଁ ବସବାସ ଓ ଖାଦ୍ୟ ଯୋଗାଇ ଦିଏ । ଆଦ୍ରଭୂମି ଗୁଡ଼ିକର ମାଧ୍ୟମରେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଅତ୍ୟନ୍ତ ବିନୟ ସହକାରେ ସେ ରାବଣକୁ କହିଲେ , " ହେ ଉତ୍ତମ କୁଳଜ , ପୁଲସ୍ତ୍ୟ ଋଷିଙ୍କର ପୌତ୍ର ,ଵିଶ୍ରବାନନ୍ଦନ ଲଙ୍କେଶ୍ୱର ରାବଣ ! ମୋହବଶତଃ ଜଗତଜନନୀ ସୀତାଙ୍କୁ ତୁମେ ହରଣ କରି ନେଇ ଆସିଛ। ତାଙ୍କୁ ଫେରାଇ ଦିଆ। ପରମ କୃପାଳୁ…

ଭାଷା ଭାଗବତ : ସ୍ବହସ୍ତେ ସ୍ବଭାଷା ଟେକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୭ ଲଢ଼ିବାକୁ ପୋଷୁଁ ସାହସ ମୁହଁରେ ଚହଟାଉଁ ହସ ହସ କରେନାହିଁ ନିରାଶ କରିବା ଏ କଥା ବିଶ୍ବାସ ଆଶା ଥିଲେ, ଥାଏ ପ୍ରୟାସ ଆସ୍ଥା ଥିଲେ, ଥାଏ ବିଶ୍ବାସ କାର୍ଯସାଧନ ଅନାୟାସ କରଇ ଆପଣା ସାହସ ହୋଇଲେ ସଂସ୍କାର ବିମୁଖ…

କବିତା : ଲହର

ମାନସ ରଞ୍ଜନ ମହାପାତ୍ର ତାରାର ଆକାଶ ନୁହେଁ ଦିଅ ଗୋଟେ ମାଟିର ଆକାଶ ପବନର ଶ୍ଵାସ ନୁହେଁ ଦିଅ ମୁଠେ ଫୁଲର ବିଶ୍ଵାସ ସମୁଦ୍ରରେ ଭେଳା ବାନ୍ଧି ଦିଗବିଜୟର ସ୍ଵପ୍ନ ସରିଯିବା ଆରମ୍ଭୁ ଏଇଠୁ ନାବିକର ଫେରନ୍ତା ସଙ୍ଗୀତ ପର୍ବତର ପାଦତଳେ ଠିଆ ହୋଇ ଆକାଶ ଆରୋହିବାର ବିନୀତ ଆବେଗ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଗରୁଡ଼ ମହାରାଜ ସର୍ବଦା ଶ୍ରୀବିଷ୍ଣୁଙ୍କୁ ପିଠିରେ ଧାରଣ କରି ଦେବତାମାନଙ୍କର ମଧ୍ୟ ପୂଜ୍ୟ ହୋଇଛନ୍ତି। ତେଣୁ ଦେବତାମାନେ ମଧ୍ୟ ଗରୁଡ଼ଙ୍କ…

ଆଜିଠୁ ୧୮ରୁ ୫୯ ବର୍ଗଙ୍କୁ ମାଗଣା ବୁଷ୍ଟର ଡୋଜ୍

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ଟିକାକରଣକୁ ବ୍ୟାପକ କରିବା ପାଇଁ ଇଞ୍ଜିନିୟରିଂ ମହାବିଦ୍ୟାଳୟ, ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ଛାତ୍ରାବାସଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ।…

ବିରୋଧୀ ଶିବିରରୁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ, କେମିତି ସହଜ ହେଉଛି ବିଜୟର ରାସ୍ତା ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ବେଳେ ଯେଉଁଭଳି କଡା ମୁକାବିଲା ହେବ ବୋଲି ଆଶା କରାଯାଉଥିଲା, ତାହା କ୍ରମଶଃ ଏକପାଖିଆ ଆଡକୁ ମୁହାଁଇଛି। ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ…

ଦ୍ବିତୀୟ ଦିନିକିଆରେ ଜିତିଲା ଇଂଲଣ୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ଵିତୀୟ ଦିନିକିଆରେ ଭାରତ 100 ରନରେ ପରାସ୍ତ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ପର ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା ଭାରତ । ୨୪୭ ରନର ପିଛା କରି ଭାରତ 146    ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ୦ ରନ କରି ଆଉଟ ହୋଇଥିବା…

ଜାଣନ୍ତୁ; ଭୁବନେଶ୍ୱରରେ କେଉଁ ହସପିଟାଲରେ ମିଳିବ ବୁଷ୍ଟର ଡୋଜ୍

ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାର ଠାରୁ ୧୮ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ପ୍ରିକସନାରୀ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଭୁବନେଶ୍ବରରେ କ୍ୟାପିଟାଲ ହସପିଟାଲ, ବିଏମସି ହସପିଟାଲ, ୟୁନିଟ 4 ୟୁପିଏଚସି , ପଟିଆ ୟୁସିଏଚସି, ଡୁମଡୁମା ୟୁଚିଏଚସି, ୟୁନିଟ୍ 8 ୟୁପିଏଚସି, ଆଇଆରସି…

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୭୫ ଦିନିଆ-‘କୋଭିଡ ଟିକାକରଣ

ନୂଆଦିଲ୍ଲୀ:  ଆସନ୍ତାକାଲି ଅର୍ଥାତ୍‌ ୧୫ ଜୁଲାଇ ୨୦୨୨ ଠାରୁ ୭୫ ଦିନିଆ – ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନ ଅନ୍ତର୍ଗତ ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ସବୁ ଯୋଗ୍ୟ ନାଗରିକମାନଙ୍କୁ କୋଭିଡ ବୁଷ୍ଟର ଡୋଜ୍‌ ଟିକା ଦିଆଯିବ । ଆଜାଦୀ…