Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ଜାପାନ ଟେକ୍ନୋଲୋଜିରେ ଜଙ୍ଗଲ ସୃଷ୍ଟି କରି ଗ୍ରାମବାସୀଙ୍କୁ ହସ୍ତାନ୍ତର କଲା IOCL

ପାରାଦୀପ: ଜାପାନ ଟେକ୍ନୋଲୋଜିରେ ଜଙ୍ଗଲ । ଶୀଘ୍ର ବଢ଼ିବ ଗଛ । ଆଇଓସିଏଲ୍ ପକ୍ଷରୁ ଜାପାନର ଉନ୍ନତ ପ୍ରଣାଳୀରେ ହଳଦିଆ-ବରଉଣୀରେ ବୃକ୍ଷ ରୋପଣ କରାଯାଇଛି । ଯାହାର ନାଁ ରହିଛି ମିଆୱକି ଫରେଷ୍ଟ । ଜାପାନ ଟେକ୍ନୋଲୋଜିରେ ଏଠାରେ ବୃକ୍ଷରୋପଣ କରାଯାଇଥିବା ବେଳେ ଗଛ ଗୁଡ଼ିକ ଖୁବଶୀଘ୍ର ବଢ଼ିବ । ଏକ…

ରାଜ୍ୟରେ ଉପରମୁହାଁ ହେଉଛି କରୋନା : ସଂଧ୍ୟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏହାସହ ବିଭିନ୍ନ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋଟାମୋଟି ଭାବେ କହିବାକୁ ଗଲେ ସାରା ରାଜ୍ୟରେ ଏବେ ସଂକ୍ରମଣ ଉପମୁହାଁ । ବିଶେଷ କରି କଟକ ଭୁବନେଶ୍ୱରରେ ସଂକ୍ରମଣ ବଢିଛି । ଫଳରେ ରେଡ ଜୋନରେ ରହିଛି…

୨୦୨୦ରୁ୨୨ ମଧ୍ୟରେ ଖରାପ ଫର୍ମ ସତ୍ୱେ ଅନ୍ୟମାନଙ୍କଠାରୁ କୋହଲି ଏବେ ବି ଆଗରେ

ପୁରୀ: ବିରାଟ କୋହଲିଙ୍କ ଫର୍ମ ଏବଂ ଶତକକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । କେତେକ କ୍ରିକେଟ ଜ୍ଞାନୀ ତାଙ୍କୁ ଦଳରୁ ବାହାର କରିବା ପାଇଁ ଦାବୀ କରିଛନ୍ତି । ତେବେ ପ୍ରମୁଖ କଥା ହେଲା କୋହଲି ଏତେ ଭଲ ଖେଳିଛନ୍ତି ଯେ, ତାଙ୍କ ସାଧାରଣ ଖେଳକୁ ଅନ୍ୟମାନେ ଖରାପ ଭାବେ ବିବେଚନା କରିଛନ୍ତି ।…

[ଦେଖନ୍ତୁ ଭିଡିଓ] ଛାତରୁ ଗଳୁଛି ପାଣି, ପିଲାଏ ପଢ଼ିବେ କେମିତି ?

କୋରାପୁଟ: ଛାତରୁ ଗଳୁଛି ପାଣି । ଚଟାଣ ବି ପୂରା ଓଦା । ବର୍ଷା ହେଲେ ପାଣି ପଢ଼ୁଛି ଶ୍ରେଣୀ ଗୃହରେ । ଏଭଳି ଅବସ୍ଥାରେ ପିଲାଏ କେମିତି ପଢ଼ିବେ ପାଠ ? ଉନ୍ନତ ଶିକ୍ଷାଦାନ ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠି ସବୁକିଛି ପ୍ରହସନ ପାଲଟିଛି । ବିଚିତ୍ର ବିଦ୍ୟାଳୟ ଦେଖିବାକୁ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ଘଟଣା । ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ୍

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ । ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରାଯାଇଛି । ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ମିଶୁଛି ଓରିଜିନାଲ ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ପେପର ଲିକ୍ ହୋଇଥିବା ନେଇ…

ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ବିଜେପି-କଂଗ୍ରେସ ମୁହାମୁହିଁ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଜେପି କଂଗ୍ରେସ ମୁହାମୁହିଁ । ଆଜି ପ୍ରଶ୍ନ କାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ କଂଗ୍ରେସ ନେତା ଅଜୟ କୁମାର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ,…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ ୟୁନିଫିକେସନ ଚର୍ଚ୍ଚକୁ ଦାନ କଲେ ୧ ମିଲିୟନ…

ଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କ ମାଆ ବିବାଦୀୟ ୟୁନିଫିକେସନ୍ ଚର୍ଚ୍ଚକୁ ଦାନ କରିଦେଲେ ୧ ମିଲିୟନ ଡଲାର । ଜାପାନର ୟୁନିଫିକେସନ୍ ଚର୍ଚ୍ଚର ହତ୍ୟାକାରୀଙ୍କ ମାଆ ଜଣେ ସଦସ୍ୟ ବୋଲି ସୁନିଶ୍ଚିତ କରିଛି । ଜାପାନରେ ଏକାଧିକ ଗଣମାଧ୍ୟମ ରିପୋର୍ଟରେ…

ନବଜାତ ଶିଶୁକୁ ହତ୍ୟା ଅଭିଯୋଗ । ଶିଶୁକୁ ମାରି ଜଙ୍ଗଲରେ ପୋତିଦେଲେ

ମାଲକାନଗିରି  : ନବଜାତ ଶିଶୁକୁ ହତ୍ୟା ଅଭିଯୋଗ । ମାଲକାନଗିରି ଜିଲ୍ଲା ଏମ୍‌ପିଭି-୮୩ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାଲକାନଗିରି ମୋଟୁ ଥାନା ଏମପିଭି ୮୩ ଗାଁର ବିନୋଦ ପାଇକ ଓ ଶ୍ୟାମଳା ପାଇକଙ୍କର ଜୁଲାଇ ୨ରେ ଏକ ଶିଶୁ…

ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର

ସୋନପୁର (ପ୍ରକାଶ ଚନ୍ଦ୍ର ବେବର୍ତ୍ତା) : ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର। ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୋନପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପ୍ରଧାନ। ସୋନପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି ରଞ୍ଜିତ ପ୍ରଧାନ।…

ପଢ଼ିବା ପାଇଁ ଚଷମା ବ୍ୟବହାର କରୁଛନ୍ତି କି ? ଆସିଗଲା ଚଷମାର ବିକଳ୍ପ ଔଷଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ଆଖିରେ ଦୃଷ୍ଟିଜନିତ ସମସ୍ୟା ଥିଲେ ଆଉ ପଢିବା ପାଇଁ ଚଷମା ଆବଶ୍ୟକ ପଡ଼ିବନି । ଆମେରିକାର ଏକ ଔଷଧ କମ୍ପାନୀ ଚଷମାର ବିକଳ୍ପ ଭାବେ ଏକ ଔଷଧ ବାହାର କରିଛି। ଯାହାକି ଏକ ତରଳ ଆକାରରେ ରହିଛି। ଆଖିରେ ପକାଇଲେ କିଛି ଘଣ୍ଟା ପାଇଁ ଜଣେ ବିନା ଚଷମାରେ ପଢିପାରିବ।…