Latest Odisha News

BREAKING NEWS

Yearly Archives

2023

ଅଗରକରଙ୍କ ପାଇଁ ବିସିସିଆଇ ଭାଙ୍ଗିନି କୌଣସି ନିୟମ

ମୁମ୍ବାଇ: ଭାରତର ପୂର୍ବତନ ପେସ ବୋଲର ଅଜିତ ଅଗରକରଙ୍କୁ ଚୟନ କମିଟି ମୂଖ୍ୟ ଭାବେ ନିଯୁକ୍ତ କରାଯାଇଛି । ବୋର୍ଡର ଏହି ନିଷ୍ପତିକୁ ସମୀକକ୍ଷମାନେ ସକାରାତ୍ମକ ଢ଼ଙ୍ଗରେ ନେଇଛନ୍ତି । ତେବେ ପ୍ରଶ୍ନ ଉଠିଛି କି ଅଗରକରଙ୍କ ପାଇଁ ବୋର୍ଡ କଣ ତାର ନିୟମରେ ପରିବର୍ତନ କରିଥିଲା କି ? ପ୍ରକୃତରେ ଏହି…

ବିଶିଷ୍ଟ ବ୍ୟକ୍ତିଙ୍କ ଏଡିଟ୍ ଫଟୋ ଦେଖାଇ ଅନଲାଇନ୍ ଠକେଇ, ୭୫ ଲକ୍ଷ ଟଙ୍କା ଫ୍ରିଜ୍ କଲା ଇଓଡବ୍ଲୁ

ଭୁବନେଶ୍ୱର: ଦେଶବ୍ୟାପୀ ୧୪ଟି ବ୍ୟାଙ୍କରେ ୭୫ ଲକ୍ଷ ଟଙ୍କା ଫ୍ରିଜ୍ କରିଛି ଅର୍ଥନୈତିକ ଅପରାଧିକ ଶାଖା (EOW) । ଅନଲାଇନ୍ ସ୍କାମରେ ଏହି ଆକାଉଣ୍ଟ ବ୍ୟବହାର ହେଉଥିଲା । ଏସବୁ ଆକାଉଣ୍ଟ ଡାଇସ୍, ଫ୍ଲାଏ ଆଭିଏଟର, ଏମଭିପି ଟ଼୍ରେଡର, ଏଫଟି୧୧ ଭଳି ଏକାଧିକ ଆପ୍ ସହ ଲିଙ୍କ୍ ହୋଇଥିଲା ।…

ଆତ୍ମରକ୍ଷା ପାଇଁ ଗୁଳି ଚଳାଇ ପାରିବେ ବନ କର୍ମଚାରୀ: ସରକାର ଦେଲେ ଅନୁମତି

ଭୁବନେଶ୍ୱର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଚେତିଛନ୍ତି ସରକାର । ସେମାନଙ୍କ ସୁରକ୍ଷା ପାଇଁ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । CrPC ଧାରା ୧୯୭ ଅନୁଯାୟୀ ଏହି ବନ କର୍ମଚାରୀଙ୍କୁ ଆତ୍ମସୁରକ୍ଷା ପାଇଁ ମିଳିବ ଗୁଳି…

ଚିଟଫଣ୍ଡ ଭଳି ମହାଜନୀ କାରବାର ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଲେଖାଶ୍ରୀ

ଭୁବନେଶ୍ୱର: ବେସରକାରୀ ଫାଇନାନ୍ସ କମ୍ପାନୀ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର । ଭୁବନେଶ୍ୱରରେ ଡେଙ୍ଗୁ ଯେମିତି ବ୍ୟାପିଛି ବେସରକାରୀ ଅନିୟନ୍ତ୍ରିତ ଫାଇନାନ୍ସ କମ୍ପାନୀମାନେ ଠିକ୍ ସେମିତି ଓଡ଼ିଶାସାରା ମାତିଛନ୍ତି । ଆଜିବି ଓଡ଼ିଶାରେ ମହାଜନୀ…

୫ ଦିନ ଯାଏ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ ଦିନ ଯାଏ ବର୍ଷା ହେବ । ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଜି ପାଇଁ ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,…

ଅଧାରାସ୍ତାରେ ଅଚାନକ ଅଦୃଶ୍ୟ ହୋଇଯାଏ ଏହି ନଦୀର ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଜବ ଏ ଦୁନିଆ। ଏହି ବ୍ରହ୍ମାଣ୍ଡରେ ଏପରି ଅନେକ ରହସ୍ୟ ଲୁଚି ରହିଛି ଯାହା ଶୁଣିଲେ କିମ୍ବା ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। କେଉଁଠି ପାହଡ଼, ପର୍ବତ, ଜଙ୍ଗଲକୁ ନେଇ ରହସ୍ୟ ରହିଛି ତ ଆଉ କେଉଁଠି ନଦୀକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ହେଲେ ଆଜି ଆମେ ଆପଣଙ୍କୁ…

ଖାଲି ପେଟରେ ଘିଅ ସେବନ କେତେ ଦୂର ଠିକ୍, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସ୍ଲିମ୍ ଫିଗର ପାଇଁ ଯୁବପିଢି ଡାଏଟ୍ ଚାର୍ଟ ଅନୁସରଣ କରନ୍ତି। ତେଣୁ ଆଜିର ଦିନରେ ଏକ ଟ୍ରେଣ୍ଡ ଚାଲିଛି 'ଯେଉଁମାନେ ପତଳା, ସେମାନେ ଫିଟ୍'। ଏହି ଧାରାକୁ ଅନୁସରଣ କରି ଆଜିର ଯୁବପିଢ଼ି ନିଜକୁ ପତଳା ରଖିବା ଏବଂ ଓଜନ ନିୟନ୍ତ୍ରଣ କରିବା ପାଇଁ ଘିଅ ଏବଂ…

ବିଜେପି ରାଜ୍ୟ ଅଧ୍ୟକ୍ଷ ବଦଳିରେ କ୍ଷୁବ୍ଧ ହେଲେ ସମର୍ଥକ: କୀଟନାଶକ ପିଇଦେଲେ ଜିଲ୍ଲା ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ୨୦୨୪ ପୂର୍ବରୁ ଭାରତୀୟ ଜନତା ପାର୍ଟି ସଂଗଠନ ସଜାଡୁଛି । ଏଥିପାଇଁ ୪ଟି ରାଜ୍ୟରେ ନୂଆ ଅଧ୍ୟକ୍ଷ ନିଯୁ୍କ୍ତି କରିଛି । ଏହି ପରିପ୍ରେକ୍ଷୀରେ ତେଲେଙ୍ଗାନା ରାଜ୍ୟ ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ପାଇଛନ୍ତି କେନ୍ଦ୍ର ମନ୍ତ୍ରୀ କିଶନ ରେଡ୍ଡି । ସଞ୍ଜୟ ବନ୍ଦୀଙ୍କୁ ପଦରୁ ହଟାଇ ତାଙ୍କ…

ହେଲମେଟ୍ ପିନ୍ଧି ରୋଗୀଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର

ବଲାଙ୍ଗିର: ଗାଡ଼ି ଚଲାଉ ନାହାନ୍ତି ବରଂ ଡାକ୍ତର ରୋଗୀ ଦେଖୁଛନ୍ତି, ହେଲମେଟ୍ ପିନ୍ଧି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଣ୍ଡମୁଦ ସ୍ୱାସ୍ଥ୍ୟକେନ୍ଦ୍ରରେ । ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ହେଲମେଟ୍ ପିନ୍ଧି ରୋଗୀ ଦେଖିବାକୁ ବାଧ୍ୟ ହେଉଛନ୍ତି ଡାକ୍ତର…

ରାଜଧାନୀରୁ ନିଖୋଜ ଛାତ୍ର ଟିଟିଲାଗଡରୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର

ଭବନେଶ୍ୱର: ଟିଟିଲାଗଡରୁ ଉଦ୍ଧାର ହେଲେ ରାଜଧାନୀରୁ  ନିଖୋଜ ଛାତ୍ର । ଗତକାଲି ଠାରୁ ୨ ନାବାଳକ ଛାତ୍ର ସ୍କୁଲ ଯାଇ ନିଖୋଜ ହାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି  ନ ପାଇବା ପରେ ଚନ୍ଦକା ଥାନାର ଦ୍ୱାରସ୍ଥ  ହୋଇଥିଲେ । ପୋଲିସ ସେମାନଙ୍କୁ  ଆଜି ଟିଟିଲାଗଡରୁ ଠାବ କରିଛି ।…