କୁକୁରଙ୍କ ଶବରେ ବସିଯାଇଛି ପରସ୍ତେ ଚଟାଣ; ଖାଇବାକୁ ନ ଦେଇ ଭୋକରେ ମାରିଛି ୧୦୦୦ କୁକୁର, ଅଭିଯୁକ୍ତକୁ ବାନ୍ଦିଲା…
ସିଓଲ: ପଶୁ ପାଲଟିଗଲା ମଣିଷ। ଭୋକ ଓପାସରେ ରଖି ମାରିଦେଲା ନେଇଗଲା ହାଜାରେ କୁକୁରଙ୍କ ଜୀବନ। ଏଭଳି ଅଶ୍ଚର୍ଯ୍ୟକର ଘଟଣା ଘଟିଛି ଦକ୍ଷିଣ କୋରିଆର ଗ୍ୟୋଙ୍ଗୀ ରାଜ୍ୟର ୟାଙ୍ଗପ୍ୟୋଙ୍ଗ ଠାରେ। ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି।
ଦକ୍ଷିଣ କୋରିଆରେ ବିଭିନ୍ନ…