ଏଥର ଜିଏସଟି ଗଣିବେ କିରାନା ଷ୍ଟୋର
ନୂଆଦିଲ୍ଲୀ : ଟିକସ ପରିସରକୁ ବଢାଇବା ପାଇଁ ଏକ ନିର୍ଦ୍ଧିଷ୍ଟ ବର୍ଗର କିରାନା ଷ୍ଟୋରରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ କରିବାକୁ ସରକାର ବିଚାର କରୁଛନ୍ତି। ଏବେର ନିୟମ ଅନୁସାରେ ବାର୍ଷିକ ୪୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକୁ ଜିଏସ୍ଟି…