ପୋଲିସକୁ ଚକମା ଦେଇ କଏଦୀ ଚମ୍ପଟ
ଦେବଗଡ଼: ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଜେଲକୁ ନେବା ବାଟରେ ପୋଲିସକୁ ଚକମା ଦେଇ ଖସି ପଳାଇଛି ୨୨ ବର୍ଷର ଅଭିଯୁକ୍ତ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାରେ ଘଟିଛି ଏପରି ଘଟଣା । ଫେରାର ଅଭିଯୁକ୍ତ ହେଉଛନ୍ତି ସୁମନ ବେହେରା । ଆଉଁଳି ଗାଁର ସୁମନଙ୍କୁ ପୋଲିସ ନାବାଳିକା…