ଇତିହାସ ରଚିଲେ ରୋହନ ବୋପାନ୍ନା: ବୟୋଜ୍ୟେଷ୍ଠ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ
ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଟେନିସ ଖେଳାଳି ରୋହନ ବୋପାନ୍ନା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବୟୋଜ୍ୟେଷ୍ଠ ଖେଳାଳି( ୪୩ ବର୍ଷ, ୬ମାସ) ଭାବେ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ କାନାଡାର ଡାନିଏଲ ନେଷ୍ଟରଙ୍କ ନାମରେ ରହିଥିଲା ।…