ନିର୍ବାଚନ ଆୟୋଗଙ୍କ ଉପରେ କପିଲ ସିବଲଙ୍କ ଗମ୍ଭୀର ଆରୋପ, ଫର୍ମ 17ସି କୁ ନେଇ ପଚାରିଲେ ବଡ଼ ପ୍ରଶ୍ନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପାଞ୍ଚଟି ପର୍ଯ୍ୟାୟ ପାଇଁ ଭୋଟ୍ ଶେଷ ହୋଇଛି। ଅବଶିଷ୍ଟ ଦୁଇଟି ପର୍ଯ୍ୟାୟ ଭୋଟ୍ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିନ୍ତୁ ଏହି ସମୟରେ ବିଭିନ୍ନ କାରଣରୁ ନିର୍ବାଚନ ଆୟୋଗ ଅଭିଯୋଗ ଓ ବିବାଦର କେନ୍ଦ୍ରରେ ରହିଛନ୍ତି। ଭୋଟ୍ ସମ୍ବନ୍ଧୀୟ ତଥ୍ୟ…