Latest Odisha News

BREAKING NEWS

Yearly Archives

2024

‘ସନାତନ ବିରୋଧୀ ଜାଣି କଂଗ୍ରେସ ଛାଡିଥିଲି, ଆଜି ବିଜେପିରେ ଯୋଗଦେଲି’

ନୂଆଦିଲ୍ଲୀ: ଦେଶରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଅନ୍ୟପଟେ କଂଗ୍ରେସକୁ ଲାଗିଛି ବଡ ଝଟକା । ଦୁଇ ଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିବା ରାଧିକା ଖେଡା ବିଜେପିରେ ଯୋଗ ଦେଇଛନ୍ତି । ଆଜି ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ରାଧିକା ।…

ଭୋଟ୍ ଦେଲେ ଅଖିଳେଶ ଯାଦବ; କହିଲେ, ବୁଥ୍ ଉପରେ କବଜା କରିବାକୁ ଚାହୁଁଛି ବିଜେପି

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଏହି ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭୋଟ୍ ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ତାଙ୍କ ସହ ପତ୍ନୀ ଡିମ୍ପଲ ଯାଦବ ମଧ୍ୟ ଭୋଟ୍ ଦେଇଛନ୍ତି । ଏହି ସମୟରେ ଅଖିଳେଶ କହିଛନ୍ତି ଯେ, 'ଅନେକ…

ତିହାର ଜେଲରେ ନ୍ୟାୟିକ ହେପାଜତରେ ରହିବେ କେଜ୍ରିୱାଲ, ମେ’୯ରେ ଆଗାମୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଅନ୍ତରୀଣ ଜାମିନର ଆବେଦନକୁ ନେଇ କୋର୍ଟ କୌଣସି ସ୍ପଷ୍ଟ ରାୟ ପ୍ରଦାନ କରିଥିବା ବେଳେ ଆସନ୍ତା ମେ' ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ କେଜ୍ରିୱାଲ…

ଚେକ୍ ବାଉନ୍ସ ମାମଲାରେ କଂଗ୍ରେସ ନେତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ, ୩ ଲକ୍ଷ ଟଙ୍କା ଜରିମାନା

ଜଗତସିଂହପୁର: ଚେକ୍ ବାଉନ୍ସ ମାମଲାରେ କଂଗ୍ରେସ ବ୍ଲକ ୟୁନିଟ୍ ସଭାପତି ମାନସ କୁମାର ରଥଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜଗତସିଂହପୁରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନୀଳିମା ପଣ୍ଡା ମଧ୍ୟ ତାଙ୍କ ଉପରେ ୩ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସୂଚନାନୁସାରେ, ମାନସ…

୧୧ରୁ ୧୧ ରାଜ୍ୟର ଆସନ ହାତେଇବ ଭାଜପା; ଅରୁଣ ସାଓ

ରାୟପୁର: ‘୧୧ରୁ ୧୧ ରାଜ୍ୟର ଆସନ ଜିତିବ ଭାଜପା’; ଏମିତି କିଛି କହିଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ । ଏଥର ୪୦୦ ପାର କରିବ ମୋଦୀଙ୍କ ଗ୍ୟାରେଣ୍ଟି । ଦେଶରେ ଚାଲିଛି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ । ଭୋଟ ଦେଉଛନ୍ତି ୧୧ ରାଜ୍ୟ । ଅନେକ ନେତା ଓ ମନ୍ତ୍ରୀ ବି ନିଜର…

ବିଜେପିରେ ସାମିଲ ହେଲେ ସେଖର ସୁମନ; କହିଲେ, ଭଗବାନଙ୍କ ନିର୍ଦ୍ଦେଶରେ ମୁଁ ବିଜେପିରେ ମିଶିଲି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ଏହି ସମୟ ଭିତରେ ନେତା ମାନଙ୍କର ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି । ଏହାରି ଭିତରେ ଆଜି ବିଜେପିରେ ମିଶିଛନ୍ତି ଲୋକପ୍ରିୟ ଅଭିନେତା ତଥା ନେତା ଶେଖର ସୁମନ । ତେବେ ଆଗାମୀ ଦିନରେ ଶେଖର ସୁମନ ନିର୍ବାଚନରେ…

ମାନସିକ ଚାପରେ ଯୁବପୀଢ଼ି ! ଜାଣନ୍ତୁ ସମାଧାନର ବାଟ

ବର୍ତ୍ତମାନ ପରିସ୍ଥିରେ ଚାପ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା। ଏହା ଏବେ ଅନେକ ରୋଗର ମୁଖ୍ୟ କାରଣ ପାଲଟିଛି। ବିଶେଷ ଭାବରେ ୧୮ ରୁ ୪୫ ବର୍ଷ ବୟସର ଯୁବପୀଢ଼ି ଅଧିକ ଭାବରେ ଏହି ସମସ୍ୟାର ଶିକାର ହେଉଛନ୍ତି। ତେବେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏହାର ଭିନ୍ନତା ରହିଛି ।…

କୁଲଗାମ ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ବଡ ସଫଳତା । କୁଲଗାମର ରେଡବାନୀରେ ଜାରି ରହିଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରିଥିଲେ।…

ବୈଷୟିକ ତ୍ରୁଟି ପାଇଁ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ମହାକାଶ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ପାଇଁ ମହାକାଶ ଯାତ୍ରା ଅଟକି ଯାଇଛି । ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ଉଡ଼ାଣ ସମୟରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ଯାତ୍ରା ସ୍ଥଗିତ ରଖାଯାଇଛି। ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି।…

ଶେରଗଡରେ ଭିକେ ପାଣ୍ଡିଆନ, ରୋଡ ସୋ’ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

ଗଞ୍ଜାମ: ଗଞ୍ଜାମ ଗସ୍ତରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌‌। ଶେରଗଡ, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ସଭାରେ ଯୋଗ ଦେବା ସହ ରୋଡ ସୋ କରିଛନ୍ତି। ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅପିଲ…