Latest Odisha News

BREAKING NEWS

Yearly Archives

2024

କବିତା ନିରଂତର : ଏକଦା ପଠିତ, ଏବେ ଅପଠିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'କବିତା ନିରଂତର' ତତ୍କାଳ ସ୍ବୀକୃତି, ଲୋକପ୍ରିୟତାର ପାଲରେ ଗଲେ ପଡ଼ି ଲୋକରୁଚି ଚିହ୍ନି ଲେଖକେ ଲେଖଂତି ସତ୍ୟ ଯାଏ ବାଟ ହୁଡ଼ି ପ୍ରକାଶକ ଠାରୁ ବିକ୍ରି ଅନୁସାରେ ମିଳିଲେ ଟଂକା ବିଡ଼ା ଅନେକ ଲେଖକ ବିନା ଦ୍ବିଧାରେ ଲେଖନୀ ଲଗାଂତି…

ଆଇଏଏଫ୍‌ର କନଭଏ ଉପରକୁ ଆତଙ୍କୀ ହମଲା

ପୁଞ୍ଚ୍ :ଜମ୍ମୁ-କଶ୍ମୀରର ପୁଞ୍ଚ୍ ରେ ଆତଙ୍କୀ ହମଲା ପରେ ଜୋରଦାର ଚେକିଂ । ରାଷ୍ଟ୍ରୀୟ ରାଇଫଲ୍ସ ୟୂନିଟ୍ ପକ୍ଷରୁ କଡାକହି ଚେକିଂ ସହ ନାକାବନ୍ଦୀ କରାଯାଇଛି । ଗତକାଲି ଆଇଏଏଫ୍‌ ର କନଭଏ ଉପରକୁ ଆତଙ୍କୀ ହମଲା ହୋଇଥିଲା । ଶନିବାର ସନ୍ଧ୍ୟାରେ ଜମ୍ମୁ କଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ବାୟୁସେନା…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ ଈଶ୍ୱର ମରିଗଲା... ଈଶ୍ୱର ମରିଯିବା ଏମିତି କିଛି ବଡ଼ ଘଟଣାଟେ ନଥିଲା କଦାପି ଅନ୍ୟମାନଙ୍କ ପାଇଁ । ଈଶ୍ୱର ମରିଯିବା କେଉଁ ଗୋଟେ ବଡ଼ ଖବର ଥିଲା?? ମାତ୍ର ସେ ମରିଯିବା ସହ ସେ ସହରକୁ ଆସିଥିଲା ଗୋଟେ ଝଡ଼... । ଯାହା ସବୁ ଚଳଚଞ୍ଚଳ…

ତାତିରୁ ମିଳିପାରେ ଆଶ୍ବସ୍ତି: ୩ ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ତାତିରୁ ମିଳିପାରେ ଆଶ୍ବସ୍ତି । ଆଗାମୀ ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା । ୩ ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା । ୭ ଏବଂ ୮ ତାରିଖରେ ତ୍ରୀବ ହୋଇପାରେ କାଳବୈଶାଖୀ ପ୍ରଭାବ । ଉତ୍ତର ଉପକୂଳ ଓଡିଶାର ନିକଟବତ୍ତୀ ଅଞ୍ଚଳରେ ଯେଉଁ ସମୁଦ୍ର ରହିଛି ସେଠାରେ  …

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ଆଜି ତଥା ରବିବାର ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ରାତି ସାଢେ ୯ ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ ।ଭୁବନେଶ୍ୱରରେ ପହଞ୍ଚିବା ପରେ ମୋଦୀଙ୍କୁ ବିଜେପି ପକ୍ଷରୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ଭୁବନେଶ୍ୱରରେ…

ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ

ଭୁବନେଶ୍ୱର: ପୁରୀ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ହେଲେ ଜିଲ୍ଲାର ଦଳୀୟ ସଭାପତି ଜୟ ନାରାୟଣ ପଟ୍ଟନାୟକ । ପ୍ରଥମେ ସୁଚରିତା ମହାନ୍ତିଙ୍କୁ ଦଳ ଟିକେଟ୍ ଦେଇଥିଲା। ଏହାପରେ ସେ ନିର୍ବାଚନ ଖର୍ଚ୍ଚ ପାଇଁ ଫଣ୍ଡିଂରେ ଦଳ ସହଯୋଗ କରୁନଥିବା ଅଭିଯୋଗ ଆଣି ଟିକେଟ୍ ଫେରାଇ ଦେଇଥିଲେ। ଏହାପରେ ଦଳ…

ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ ପୂର୍ବତନ ବିଶ୍ଵ ହିନ୍ଦୁ ପରିଷଦ ସଭାପତିଙ୍କ ସହ ବିଭିନ୍ନ ଦଳର ବହୁ ନେତା

ବରଗଡ: ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରଗଡ଼ର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବିଶ୍ଵ ହିନ୍ଦୁ ପରିଷଦର ସଭାପତି ନିଧୁ ବନ ବିହାରି ପ୍ରସାଦ ପଣ୍ଡା, ବିଜେପି ନେତା ହେମନ୍ତ ପୁରୋହିତ, ଆଇନଜୀବୀ ସୁଶୀଲ କୁମାର…

ସାଧାରଣ ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪୧୫୮ ମତଦାତା

ଭୁବନେଶ୍ୱର: ଭୋଟ୍ ଦେବା ସମସ୍ତ ଭାରତୀୟ ନାଗରିକଙ୍କ ଅଧିକାର । ପ୍ରତିଟି ଭୋଟ୍ ମୂଲ୍ୟବାନ ଅଟେ । ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତିଟି ଭୋଟ୍ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯେଉଁ ମତଦାତାମାନେ ଭୋଟ୍ ପାଇଁ ମତଦାନ କେନ୍ଦ୍ରକୁ ଆସିବାରେ ଅସମର୍ଥ ସେମାନଙ୍କ ପାଇଁ…

ନାକଚ ହୋଇଯିବ କି ଲାଲୁ ଯାଦବ ଝିଅଙ୍କ ପ୍ରାର୍ଥୀପତ୍ର ?

ଛପରା: ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଏବେ ଅଡୁଆରେ ପଡି ଯାଇଛନ୍ତି । ସାରଣ ଲୋକସଭା ସିଟରୁ ସେ ଆରଜେଡି ଟିକେଟରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ତାଙ୍କ ନାମାଙ୍କନ ବୈଧ ନ ଥିବା ଦର୍ଶାଇ ବିଜେପି ଲିଗାଲ ସେଲର ପ୍ରଦେଶ ସଂଯୋଜକ ଏସଡି ସଞ୍ଜୟ ଅଭିଯୋଗ ଆଣିଛନ୍ତି । ଶପଥ ପତ୍ରରେ…

୪୪ ଡିଗ୍ରୀ ସହ ବୌଦ୍ଧ ଓ ନୂଆପଡ଼ା ରାଜ୍ୟର ଉତ୍ତପ୍ତ ସହର, ଉପକୂଳରୁ ହଟିଲା ଗ୍ରୀଷ୍ମପ୍ରବାହ ସ୍ଥିତି

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ତେବେ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ଅଗ୍ନି ବର୍ଷୁଛି । ସେହିପରି ଆଜି ୨୫ ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ୪୪ ଡିଗ୍ରୀ ସହ…