Latest Odisha News

BREAKING NEWS

Yearly Archives

2024

ଅପରାଜିତା ଷଡଙ୍ଗୀ ଜଣେ ମିଛେଇ ରାଣୀ: ଅଭିନେତା ଅଖିଳ ପଟ୍ଟନାୟକ

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପି ଟିକେଟ୍ ଆଶାୟୀମାନଙ୍କ ନାଁ କଟିବାରୁ ଅପରାଜିତାଙ୍କ ଉପରେ ବର୍ଷିଛନ୍ତି ନେତା। ଯୁଗାଂଶୁ ପଣ୍ଡା ଏବଂ କାଳୁ…

ଇନଷ୍ଟାରେ ଏଣ୍ଟ୍ରୀ କରିବା ମାତ୍ରେ ଫେମସ ହୋଲେ ଛୋଟେ ନବାବ, ଗୋଟିଏ ପୋଷ୍ଟରୁ ବଢିଲେ ଏତେ ସଂଖ୍ୟକ ଫଲୋଅର

ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇଷ୍ଟାଗ୍ରାମ ରେ ଡେବ୍ୟୁ କରିଛନ୍ତି ବଲିଉଡର ଛୋଟେ ନବାବ ଇବ୍ରାହିମ ଅଲ୍ଲୀ ଖାନ୍ । ସୋସିଆଲ ମିଡିଆରେ ପାଦ ରଖୁ ରଖୁ ତାଙ୍କ ଫଲୋଅରଙ୍କ ସଂଖ୍ୟା ବଢିବାରେ ଲାଗିଛି । ଇଷ୍ଟାଗ୍ରାମରେ ସେ ନିଜର ଚାରୋଟି ଭିନ୍ନ ଭିନ୍ନ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ…

ଲଗାଣ ବର୍ଷାରେ ବେହାଲ ଜାମ୍ମୁ କାଶ୍ମୀର, ବିଭିନ୍ନ ସ୍ଥାନରେ ଭୂସ୍ଖଳନ

ଶ୍ରୀନଗର: ଗତ ଚାରି ଦିନ ଧରି ଜାମ୍ମୁ କାଶ୍ମୀରରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇଛି ପୁରା ଜାମ୍ମୁ କାଶ୍ମୀର । ସେପଟେ ଭାରୀ ବର୍ଷା କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ଭୂସ୍ଖଳନ କାରଣରୁ ୨୦ରୁ ଅଧିକ ଘର ଧସିଯାଇଥିବା ବେଳେ କିଛି…

ରେକର୍ଡ ଭାଙ୍ଗିଲା ଓଡିଶା ତାତି, ୪୬ ଡିଗ୍ରୀ ତାପମାତ୍ରାରେ ଭାଜି ହେଲା ବାଲେଶ୍ଵର

ଭୁବନେଶ୍ଵର: ରେକର୍ଡ ଭାଙ୍ଗିଲା ଓଡିଶା ତାତି । ୪୬ ଡିଗ୍ରୀ ତାପମାତ୍ରାରେ ଭାଜି ହେଲା ବାଲେଶ୍ଵର । ଚଳିତବର୍ଷର ରେକର୍ଡ ଭାଙ୍ଗିଛି ତାପମାତ୍ରା । ନିଆଁ ବର୍ଷାରେ ଭିଜିଛି ବାଲେଶ୍ଵର ଜିଲ୍ଲା । ସେପଟେ ଚଳିତବର୍ଷ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ମଧ୍ୟ ୪୫ ଡିଗ୍ରୀ ଅତିକ୍ରମ କରି ରେକର୍ଡ…

ନାମାଙ୍କନପତ୍ର ଦାଖଲ କଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ପ୍ରଣବ । ନାମାଙ୍କନ ପୂର୍ବରୁ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ…

ବେଆଇନ ଚାଲାଣ ବେଳେ କୋଟିଏରୁ ଉର୍ଦ୍ଧ୍ବ ମୂଲ୍ୟର ମହୁଲ ଫୁଲ ଜବତ, ୫ ଗିରଫ

କେନ୍ଦଝର: ବେଆଇନ ଚାଲାଣ ସମୟରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ମହୁଲ ଫୁଲ ଜବତ କଲା କେନ୍ଦୁଝର ଅବକାରୀ ବିଭାଗ । ଏହା ସହ ୪ଟି ବୋଲେରୋ ଜବତ କରିଛି ବିଭାଗ । ଘଟଣାରେ ଜଣଙ୍କୁ ଗିରଫ କରିଛି ଟିମ୍ । ଖବର ମୁତାବକ, କେନ୍ଦୁଝରରେ ବେଆଇନ ଭାବେ ମହୁଲ ଫୁଲ ଚାଲାଣ ନେଇ ବିଶେଷ ସୂତ୍ରରୁ ଖବର…

ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ୍, ୩ ଆହତ

ବଡମ୍ବା: ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ୍‌ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ବଡମ୍ବା ଟାଉନ ନିକଟରେ ମଙ୍ଗଳବାର ବିଜେଡି ବିଧାୟକ ଦେବୀ…

ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ: ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପଜିଲ୍ଲାପାଳଙ୍କ ଠାରେ ନିଜର ନାମାଙ୍କନ ପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ । ପାର୍ଥୀପତ୍ର ଦାଖଲ ପୂର୍ବରୁ ସେ…

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ବର୍ତମାନ ଚାଲିଛି ଆଇପିଏଲ୍ ମହାସମର । ଏହାପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ ୨୦୨୪ । ଟି-୨୦ ବିଶ୍ୱକପ ଜୁନ ୧ ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ ।ଏହି ଅବସରରେ  ଦଳ ଘୋଷଣା କରିଥିବା ପ୍ରଥମ ଦେଶ ହେଉଛି ନ୍ୟୁଜିଲାଣ୍ଡ ।କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ…

ଅବସର ନେବେ ଡାକ୍ତର ନିରଞ୍ଜନ ମିଶ୍ର, ଏବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଲାଇବେ ଡାକ୍ତର ବିଜୟ କୁମାର

ଭୁବନେଶ୍ଵର: ଅବସର ନେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି…