ବିଦ୍ୟୁତ୍ ଲାଇନରୁ ଅନଧିକୃତ ହୁକିଂରୁ ଦୂରେଇ ରହିବାକୁ ଟିପିସିଓଡିଏଲର ନିବେଦନ
ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଉପଭୋକ୍ତାଙ୍କୁ ବିଦ୍ୟୁତ୍ ବ୍ୟବହାର ସମ୍ବନ୍ଧୀୟ ଅନଧିକୃତ କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରିଛି। ପ୍ରବଳ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟିକୁ ରୋକିବା ପାଇଁ ଏହି ସକ୍ରିୟ…