Latest Odisha News

BREAKING NEWS

Yearly Archives

2024

ଭାରତୀୟ ରାଜନେତାମାନେ ତାଙ୍କ ରାଜନୈତିକ ପ୍ରଚାରରେ ପାକିସ୍ତାନକୁ ଟାଣନ୍ତୁନି

ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ପ୍ରଚାର ସମୟରେ ଅନେକ ନେତା ପାକିସ୍ତାନକୁ ବାରମ୍ବାର ଉଲ୍ଲେଖ କରିବା ଉପରେ ପାକିସ୍ତାନ ସରକାର ଆପତ୍ତି ଜଣାଇଛନ୍ତି। ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ମୁମତାଜ ଜହରା ବଲୁଚ ଭାରତୀୟ ରାଜନେତାମାନଙ୍କୁ ସେମାନଙ୍କ ପ୍ରଚାର ଭାଷଣରେ ରାଜନୈତିକ ଲାଭ…

ଲିଭୁନି ଶିମିଳିପାଳ ନିଆଁ, ସେପଟେ ଜଳୁଛି ସାରକୁଣ୍ଡ ସଂରକ୍ଷିତ ଜଙ୍ଗଲ

ବାରିପଦା: ରାଜ୍ୟରେ ଥମୁନି ଜଙ୍ଗଲ ନିଆଁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଓଡ଼ିଶାର ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ସେପଟେ ଶିମିଳିପାଳ ପାଦ ଦେଶ ଜଳୁଥିବା ବେଳେ ଏବେ ସୁନ୍ଦରଗଡ ବରସୁଆଁ ବନାଞ୍ଚଳ ଅଧିନ ସାରକୁଣ୍ଡା ରିଜର୍ଭ ଫରେଷ୍ଟରେ ଲାଗିଛି ନିଆଁ । ନିଆଁ କବଳରେ ବହୁ ମୂଲ୍ୟବାନ ଗଛ ପୋଡି…

ଉତ୍ତରାଖଣ୍ଡ ଜଙ୍ଗଲରେ ଅଗ୍ନିର ତାଣ୍ଡବ, ନିଆଁ ଲିଭାଉଛନ୍ତି ସେନା କର୍ମଚାରୀ

ଡେରାଡୁନ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ଖବର ମିଳିଥିବା ବେଳେ ଏହି ନିଆଁ ଏବେ ଭୟଙ୍କର ହେବାରେ ଲାଗିଛି । ଏହି ନିଆଁ ବର୍ତ୍ତମାନ ନୈନିତାଲ ହାଇକୋର୍ଟ କଲୋନି ପର୍ଯ୍ୟନ୍ତ…

କାହିଁକି ଦ୍ବିତୀୟ ଆସନରେ ନିର୍ବାଚନ ଲଢ଼ିବାକୁ ଚିନ୍ତା କରୁଛନ୍ତି ରାହୁଲ ଗାନ୍ଧୀ?

ନୂଆଦିଲ୍ଲୀ: ଗତକାଲି ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟରେ ୮୮ଟି ଲୋକସଭା ଆସନରେ ମତଦାନ ହୋଇଛି। ଯେଉଁଥିରୁ ଗୋଟିଏ ଆସନ ଥିଲା କେରଳର ଓ୍ବାଏନାଡ ଲୋକସଭା ଆସନ। ରାହୁଲ ଗାନ୍ଧୀ ଏହି ଆସନରୁ ଦ୍ବିତୀୟ ଥର ସାଂସଦ ହେବାକୁ ନିର୍ବାଚନ ଲଢ଼ିଛନ୍ତି। ଏବେ ସେ ଆଉ ଏକ ଆସନରୁ ତଥା ପୂର୍ବ ଆସନ…

ସ୍କୁଲ ପିଲାଙ୍କୁ ମିଳୁନି ବହି, ୟୁନିଫର୍ମ; କୋର୍ଟ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେବଳ କ୍ଷମତାପ୍ରତି ଆଗ୍ରହୀ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟକଳାପର କଡ଼ା ସମୀକ୍ଷା କରିଛନ୍ତି। ଗିରଫ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରି କେଜ୍ରିୱାଲ ବ୍ୟକ୍ତିଗତ ସ୍ୱାର୍ଥକୁ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି କୋର୍ଟ କହିଛନ୍ତି। ଆପ୍…

ଶିକ୍ଷକ ନିଯୁକ୍ତି ମେରିଟ୍ ଲିଷ୍ଟକୁ ହାଇକୋର୍ଟଙ୍କ ଖାରଜ, ଚ୍ୟାଲେଞ୍ଜ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପ୍ରସ୍ତୁତ କରିଥିବା ମେରିଟ୍ ଲିଷ୍ଟକୁ ଖାରଜ କରିବାକୁ ଓଡ଼ିଶା ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଓଡ଼ିଶା ସରକାର ଚ୍ୟାଲେଞ୍ଜ…

ଆହୁରି ଜଳିବ ଓଡିଶା, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ଅସହ୍ୟ ହେଲାଣି ତାତି । ସକାଳୁ ରାତି ଯାଏଁ ଅସମ୍ଭାଳ ଗରମ । ଉପକୂଳ ଠାରୁ ଉପାନ୍ତ ଯାଏଁ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ । ରାଜ୍ୟକୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ପ୍ରଚୁର ମାତ୍ରାରେ ପ୍ରବେଶ କରୁଥିବା ଗରମ ଶୁଷ୍କ ପବନ ପ୍ରଭାବରେ ଏଭଳି ସ୍ଥିତି ଲାଗି ରହିଛି। ଆହୁରି ୪ଦିନ…

ବର୍ଷା ସିଂ ବରିହାଙ୍କ ପାଇଁ ବଡ଼ ଅଡ଼ୁଆ କଲା ଟିଟିଲାଗଡରେ ଟୁକୁନିଙ୍କ ବୟାନ!

ଭୁବନେଶ୍ୱର: ବରଗଡ ଜିଲ୍ଲାର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଗୋଟିଏ ବଡ଼ ପ୍ରସଙ୍ଗ ହୋଇ ଏଯାବତ ରହିଛି। ପଦ୍ମପୁରବାସୀଙ୍କ ପାଇଁ ଏହା ଏକ ଦୀର୍ଘଦିନର ମୁଦ୍ଦା ହୋଇଥିବା ବେଳେ ରାଜ୍ୟ ସରକାର ତଥା ଶାସକ ଦଳ ଦାବି ପୂରଣ କରିବ ବୋଲି ବିଭିନ୍ନ ମଂଚରେ କହିଛି। କିନ୍ତୁ କାର୍ଯ୍ୟଧାରାରେ…

ଧମକ ପରେ ବିମାନବନ୍ଦରକୁ ଘାରିଛି ବୋମା ଭୟ

କୋଲକାତା: ନିର୍ବାଚନ ସମୟରେ ବିମାନବନ୍ଦରକୁ ଘାରିଛି ବୋମାର ଭୟ । ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରକୁ ବୋମା ପକାଇ ଉଡେଇଦେବାକୁ ମିଳିଛି ଧମକ । ଧମକ ମିଳିବା ପରେ ଚାରିଆଡେ ଏବେ ଭୟର ବାତ୍ତାବରଣ ଖେଳିଯାଇଛି । ବିମାନବନ୍ଦର ଅଧିକାରୀମାନେ ଗତକାଲି ଏକ ଇମେଲ ପାଇଥିଲେ । ଯେଉଁଥିରେ…

ଥମିବାର ନାଁ ଧରୁନି ମଣିପୁର ହିଂସା, ପୁଣି ୨ ସୁରକ୍ଷାକର୍ମୀଙ୍କୁ ମାରିଲେ କୁକି ଉଗ୍ରବାଦୀ

ଇମଫାଲ: ଥମିବାର ନାଁ ଧରୁନି ମଣିପୁର ହିଂସା । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଉଗ୍ରବାଦୀଙ୍କ ଆକ୍ରମଣ । ଏହାରିଭିତରେ ପୁଣି ଥରେ କୁକୀ ଉଗ୍ରବାଦୀମାନେ ସିଆରପିଏଫ୍‌ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଦୁଇ ଜଣ ସିଆରପିଏଫ୍ ଜବାନ ସହିଦ…