Latest Odisha News

BREAKING NEWS

Yearly Archives

2024

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୁ‌‌ଳ: ସକାଳୁ ସକାଳୁ ଦୁଃଖଦ ଖବର । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୩ଜଣଙ୍କ ଜୀବନ । ବାଇକ ସହ ମୁହାଁ ମୁହିଁ ଧକ୍କା ହେଲା ଟ୍ରକ୍‌ । ଦୁର୍ଘଟଣାରେ ବାଇକରେ ଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନଏଚ୍ ୫୫ ପଞ୍ଚମହଲା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପତିତ ଉଦ୍ଧାର ପାଇଁ ପତିତପାବନ ବାନା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି ପତିତ ଉଦ୍ଧାର ପାଇଁ। ସେଥିପାଇଁ ଶ୍ରୀମନ୍ଦିର ଶୀର୍ଷରେ ନୀଳଚକ୍ର ଉପରେ ଫର ଫର ହୋଇ ଉଡ଼ୁଛି ପତିତପାବନ ବାନା, କବି ବୀରବର…

ଅକ୍ଷୟ ଦାଶଙ୍କ କବିତା ସଙ୍କଳନ ‘ଦି ଗ୍ଲୋରିୟସ୍ ୱାର୍ଲଡ଼’ ଉନ୍ମୋଚିତ

କଟକ : କିଶୋରନଗର ମହାବିଧ୍ୟାଳୟର ଇଂରାଜୀ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ଅକ୍ଷୟ କୁମାର ଦାଶଙ୍କ କବିତା ସଙ୍କଳନ 'ଦି ଗ୍ଲୋରିୟସ୍ ୱାର୍ଲଡ଼' ଉନ୍ମୋଚିତ ହୋଇଯାଇଛି । ମହାବିଧ୍ୟାଳୟର ଅଧ୍ୟକ୍ଷ ଅଭୟ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍…

ହେୟାର କଲର କରୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ ହୋଇପାରେ ଏହି ସମସ୍ୟା

ଭୁବନେଶ୍ଵର: କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବ୍ୟତିବ୍ୟସ୍ତ କରାଉଛି । ସମସ୍ତେ କେଶକୁ ନେଇ ଟିକିଏ ଅଧିକ ଚିନ୍ତିତ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର କେଶ ଧଳା ପଡ଼ୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଧଳା କେଶକୁ ଲୁଚାଇବାକୁ ଯାଇ କେଶରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ…

ଗୁଗୁଲରେ ଦଳୀୟ ପ୍ରଚାର ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ କରି ପ୍ରଥମରେ ବିଜେପି

ନୂଆଦିଲ୍ଲୀ: ଭାବେ ଶାସକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଦଳୀୟ ପ୍ରଚାର ପାଇଁ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ଏବଂ ଏହାର ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବରେ ୧୦୦ କୋଟି ଟଙ୍କା ରୁ ଅଧିକ ଖର୍ଚ୍ଚ କରିଛି ଭାରତର ପ୍ରଥମ ରାଜନୈତିକ ଦଳ ମାନଙ୍କ ଭିତରେ ଆଗୁଆ ରହିଛି । ତେବେ ଦେଶର ଅନ୍ୟ ତିନୋଟି ଦଳ…

ତେଜସ୍ୱୀ ସୂର୍ଯ୍ୟାଙ୍କ ନାଁରେ ମାମଲା ରୁଜୁ, ଧର୍ମ ନାଁରେ ଭୋଟ୍ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ: ଗୁରୁବାର ଅର୍ଥାତ୍ ୨୬ ତାରିଖରେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ମତଦାନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ, ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ ଟି ସିଟ୍ ପାଇଁ ଭୋଟ୍ ପଡିଛି । ଏହା ଭିତରୁ କର୍ଣ୍ଣାଟକର ୨୮ ରୁ ୧୪ ଲୋକସଭା ଆସନରେ ମତଦାନ ହୋଇଛି । ଏହା ଭିତରେ…

ଜମୁଛି ନିର୍ବାଚନୀ ପ୍ରଚାର ମୈଦାନ; ଜଗତସିଂହପୁରରେ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀଙ୍କୁ ଭୋଟ୍ ଭିକ୍ଷା କଲେ…

ଜଗତସିଂହପୁର: ପାଖେଇ ଆସୁଛି ନିର୍ବାଚନ । ଶୋଭାଯାତ୍ରା ଓ ରୋଡ୍‌ ଶୋ ରେ କମ୍ପୁଛି ପ୍ରଚାର ମୈଦାନ । ବୁଲି ବୁଲି ଭୋଟ୍ ମାଗୁଛନ୍ତି ନେତା । ଏହି ଅବସରରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳର ଦୁଇ ବରିଷ୍ଠ ନେତା । ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ…

ତତଲା କଡେଇରେ ସିଝୁଛି ଓଡିଶା, ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର

ଅନୁଗୁଳ: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବୃଦ୍ଧି ପାଇବ ଦିନର ତାପମାତ୍ରା । ଆହୁରି ୨ ଡିଗ୍ରୀ ଯାଏଁ ବଢିବା ନେଇ ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରିରହିବା ସହ ଅସହ୍ୟ ଗୁଳୁଗୁଳି ଲାଗିରହିବାର…

ବିଜେଡି ଯୁବ ଉପସଭାପତି ରାକେଶ ନାୟକଙ୍କ ସହ ପଦ୍ମ ଧରିଲେ ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି “ଡବଲ ଇଞ୍ଜିନ ସରକାର ଗଠନ” କରିବା ପାଇଁ ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି । ନୂତନ କାର୍ଯ୍ୟକର୍ତ୍ତାମାନେ ଦଳର ଶକ୍ତିକୁ ମଜଭୁତ କରିବା ସହ ସୁଦୃଢ଼ କରୁଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜ୍ୟ ବିଜେଡି ଯୁବ…

ଧୋନୀ କରିବେ କି କମବ୍ୟାକ୍?

ଭୁବନେଶ୍ବର: ଟି-୨୦ ବିଶ୍ୱକପ୍ ପାଇଁ ମେ’୧ ତାରିଖ ପୂର୍ବରୁ ଘୋଷଣା ହେବ ଟିମ୍ ଇଣ୍ଡିଆ । ଆଉ ବିଶ୍ୱକପ୍‌ରେ ଭାରତ ପାଇଁ ଖେଳିବେ ମହେନ୍ଦ୍ର ସିଂ ଧୋନି । କଥାଟା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କାରଣ ଯେଉଁ ଖେଳାଳି ୪ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି, ଏବେ…