Latest Odisha News

BREAKING NEWS

Yearly Archives

2025

ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଇନଫ୍ଲୁଏନ୍ସରଙ୍କୁ ଚାକିରି ଦେଉଥିଲେ!

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଲିଙ୍କରେ ବନ୍ଧା ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ଜ୍ୟୋତି ଯିଏକି ପୂର୍ବରୁ ଦିଲ୍ଲୀରେ ୨୦ ହଜାର ଟଙ୍କାରେ କାମ କରୁଥିଲେ ସେ ବିଶ୍ୱର ଅନେକ ଦେଶ ଭ୍ରମଣ କରିଛନ୍ତି। ଏହି ଖବର ପରେ ସୋସିଆଲ ମିଡିଆରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

ସାଂସଦ ଗୌରବ ଗୋଗୋଇଙ୍କୁ ନିମନ୍ତ୍ରଣ କରିଥିଲା ଆଇଏସଆଇ: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଗୌହାଟୀରେ ଏକ ସରକାରୀ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୌରବ ଗୋଗୋଇ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ନିମନ୍ତ୍ରଣରେ…

ଟ୍ରେଭିସ ହେଡ କରୋନା ପଜିଟିଭ, ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଖେଳିବେନି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ସୋମବାର ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟରେ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚ ପୂର୍ବରୁ ହାଇଦ୍ରାବାଦକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିଯୋଗୁ…

ଭୁବନେଶ୍ୱରରେ ଖୋଲିବ ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ଶାଖା

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା (ଏନଆଇଏ) ର ଏସପି କାର୍ଯ୍ୟାଳୟ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱରର ଭିଏସଏସନଗରରେ ପ୍ରାରମ୍ଭିକ ଭାବେ ଏନଆଇଏର ଶାଖା କାର୍ଯ୍ୟ କରିବ ବୋଲି ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଦ୍ୱାରା…

ପାକିସ୍ତାନରେ ଲସ୍କର ଆତଙ୍କବାଦୀକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଅଜ୍ଞାତ ବନ୍ଧୁକ ଧାରି ମାନେ ଆତଙ୍କବାଦୀ ଲସ୍କର-ଏ-ତୈବା (ଏଲଇଟି) ସଇଫୁଲ୍ଲା ଖଲିଦଙ୍କୁ ହତ୍ୟା କରିଛନ୍ତି। ତେବେ ସେ ଭାରତର ତିନୋଟି ବଡ଼ ଆକ୍ରମଣ ପଛରେ ଥିବା ଜଣାପଡିଛି। ଯେଉଁଥିରେ ନିଜାମନି ୨୦୦୧ ମସିହାରେ ରାମପୁରରେ ଥିବା ସିଆରପିଏଫ ଶିବିର,…

୫ ବର୍ଷ ପରେ ପୁଣି ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା; ନାଥୁଲାରେ ଚୂଡାନ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ: କୈଳାଶ ମାନସରୋବର ଯାତ୍ରା ଚଳିତ ବର୍ଷ ଜୁନ୍ ଠାରୁ ନାଥୁଲା ରାସ୍ତା ଦେଇ ପୁଣି ଆରମ୍ଭ ହେବାକୁ ଯାଉଛି। ୨୦୧୭ ମସିହାରେ ଡୋକଲାମ ଗତିରୋଧ ଏବଂ କୋଭିଡ-୧୯ ମହାମାରୀ ଯୋଗୁଁ ଯାତ୍ରାକୁ ପାଞ୍ଚ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା। ସିକିମର ଭାରତ-ଚୀନ୍ ସୀମାରେ ଅବସ୍ଥିତ ରୁଟରେ ଯାତ୍ରା…

କାଲିଠୁ ମେ’ ୨୪ ଯାଏଁ ଏହି ୩ ଦେଶକୁ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ, ଆତଙ୍କବାଦକୁ ନେଇ ହୋଇପାରେ…

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସୋମବାର ଅର୍ଥାତ୍ ଆସନ୍ତାକାଲି ତିନୋଟି ଦେଶ ଗସ୍ତ କରିବେ । ସେ ୧୯ ରୁ ୨୪ ମେ' ପର୍ଯ୍ୟନ୍ତ ନେଦରଲ୍ୟାଣ୍ଡ, ଡେନମାର୍କ ଏବଂ ଜର୍ମାନୀକୁ ସରକାରୀ ଗସ୍ତରେ ଯିବେ । ଅପରେସନ ସିନ୍ଦୂର ପରେ ଏହା ଜୟଶଙ୍କରଙ୍କର ପ୍ରଥମ ବିଦେଶ ଗସ୍ତ ହେବ । ଏହି…

ପ୍ଲେ ଅଫର ନିକଟତର ହେଲା ପଞ୍ଜାବ କିଙ୍ଗସ

ଜୟପୁର: ଚଳିତ ଆଇପିଏଲରେ ରବିବାର ଖେଳାଯାଇଥିବା ରୋମାଂଚକ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୦ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏଥିସହ ପଞ୍ଜାବ ପ୍ଲେ ଅଫର ନିକଟତର ହୋଇଛି । ପ୍ରଥମେ ବ୍ୟାଟିଂ କରି ନେହାଲ ବଢ଼େରା ଓ ଶଶାଙ୍କ ସିଂଙ୍କ ବିସ୍ଫୋରକ ଇନିଂସ ବଳରେ ୨୧୯ ରନ ସଂଗ୍ରହ କରିଥିଲା…

୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ପିଶାଚ ବାପାକୁ ୨୦ ବର୍ଷ ଜେଲ୍‌

କଟକ: ନିଜର ୬ ବର୍ଷିୟା ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ପିଶାଚ ବାପାକୁ ୨୦ବର୍ଷ ସଶ୍ରମ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି କଟକ ଆଡ୍ ହକ୍ ଅତିରିକ୍ତ ଦୌରା ଜଜ୍ ଅଦାଲତ ବିଚାରପତି ସବିତା ଦାସ । ଜରିମାନା ରାଶି ପଇଠ ନ କଲେ ଆସାମୀକୁ ଅଧିକ ୪ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି…

ଓଡିଶାକୁ ‘ଗ୍ରେଟର ବାଂଲାଦେଶ’ର ଅଂଶଭାବେ ମାନଚିତ୍ରରେ ଦର୍ଶାଇଲା ତୁର୍କୀ ସମର୍ଥିତ ଗୋଷ୍ଠୀ !

ଢାକା: ପାକିସ୍ତାନକୁ ସମର୍ଥନ କରିବା ନେଇ ଭାରତ ତୁର୍କୀ ସହିତ ସମ୍ପର୍କ ଛିନ୍ନ କରୁଛି । ଏହି ସମୟରେ ପାକିସ୍ତାନର ବନ୍ଧୁ ତୁର୍କୀ ଏବେ ଭାରତର ପୂର୍ବ ପଡ଼ୋଶୀ ବାଂଲାଦେଶରେ ଅଧିକ ସକ୍ରିୟ ହେବାରେ ଲାଗିଛି। ତୁର୍କୀ ସମର୍ଥିତ ଏକ ବାଂଲାଦେଶୀ ଇସଲାମିକ ଗୋଷ୍ଠୀ ଏକ ତଥାକଥିତ ଗ୍ରେଟର ବାଂଲାଦେଶର…