ହାତକଡି ପକାଇ ଭାରତୀୟଙ୍କୁ ପଠାଉଛି ଆମେରିକା, ଜାଣନ୍ତୁ କଣ ରହିଛି ସତ୍ଯତା
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ଆମେରିକାର ଏକ ସାମରିକ ବିମାନ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଅମୃତସରରେ ଅବତରଣ କରିଛି।
କଂଗ୍ରେସ ପକ୍ଷରୁ ସେୟାର କରାଯାଇଥିବା ଏକ ଫଟୋରେ ଦେଖାଯାଉଛି ଯେ, ବିମାନରୁ ଓହ୍ଲାଇଲା ବେଳେ ପ୍ରବାସୀଙ୍କ ହାତରେ ହାତକଡ଼ି ଏବଂ…