ମହାକୁମ୍ଭରେ ଜମୁଛି ଭିଡ଼; ୬ଷ୍ଠ ଦିନରେ ବୁଡ଼ ପକାଇଲେ ୭ କୋଟି
ପ୍ରୟାଗ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି। କେବଳ ୬ ଦିନ ମଧ୍ଯରେ ୭ କୋଟି ଲୋକ ସଙ୍ଗମରେ ସ୍ନାନ କରିଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ।
ତେବେ ମହାକୁମ୍ଭ ବେଳେ…