Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ଯାଜପୁର ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ , ୭ ଅଭିଯୁକ୍ତ ଗିରଫ

ଯାଜପୁର : ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ । ୨ କିନ୍ନର ସମେତ ୭ ଜଣଙ୍କୁ ଦଫା ୩୦୨ ଅନୁଯାୟୀ କୋର୍ଟ ଚାଲଣ କରାଯାଇଛି। ଦୀର୍ଘ ୯ ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ।ଦୁଇ କିନ୍ନରଙ୍କ ସହ ଶାରୀରୀକ ସମ୍ପର୍କ ରଖିବା ପରେ…

ଯାଜପୁର ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ

ଯାଜପୁର : ପାଣିକୋଇଲି NH-୧୬ରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ଘଟଣାର ହେଲା ପର୍ଦ୍ଦାଫାସ। କିନ୍ନରଙ୍କୁ ଅସଦାଚରଣ ଯୋଗୁଁ ସଂଘବଦ୍ଧ ହତ୍ୟା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍ ପି । ହତ୍ୟାରେ ସଂପୃକ୍ତ ୨ କିନ୍ନର ଓ ଜଣେ ନାବାଳକ ସମେତ ୭ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ଗତ…

ଯାଜପୁରରେ ବଧୂ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁରରେ ବଧୂ ହତ୍ୟା । ମଙ୍ଗଳପୁର ଥାନା ମହାନ୍ତି ପାଟଣା ଗାଁ ରେ ବଧୂ ହତ୍ୟା ଅଭିଯୋଗ । ମୃତ ମହିଳା ଜଣକ ହେଲେ ଭାଷ୍କର ବେହେରାଙ୍କ ପତ୍ନୀ ବବିତା ବେହେରା । ବବିତାଙ୍କୁ ସ୍ୱାମୀ ଓ ଶାଶୁ ଘର ଲୋକେ ମିଳିମିଶି ହତ୍ୟା କରିଥିବା ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି । ଗତକାଲି…

ଚାଷୀଙ୍କ ଜୀବନ ନେଉଛି ଋଣ ଭାର, ଏଥର ଯାଜପୁରରେ

ଯାଜପୁର: ଦେଶର ମେରୁଦଣ୍ଡ ବୋଲାଉଥିବା ଚାଷୀକୂଳ ଏବେ ଆତ୍ମହତ୍ୟା ପନ୍ଥାକୁ ଶ୍ରେୟସ୍କର ମଣୁଛନ୍ତି । ସରକାରଙ୍କ ବହୁମୁଖୀ ଯୋଜନାର ବିଫଳତା ଓ ଋଣ ଭାର ସେମାନଙ୍କ ପାଇଁ କାଳ ପାଲଟିଛି । ଯାଜପୁର ଜିଲ୍ଲାରେ ଋଣ ଭାର ସହିନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବରୀ କୋଦୁଆ…

ଲୋକ ବୋହି ନେଲେ ଆଳୁ

ଯାଜପୁର : ଓଲଟିଲା ଆଳୁ ବୋଝେଇ ଟ୍ରକ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଛତିଆ ଠାରେ ଏପରି ଅଘଟଣ ଘଟିଛି। ଆଳୁ ବୋଝେଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଛି । ଡ୍ରାଇଭର ଜଣକ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । କଟକ ଅଭିମୁଖେ ଯାଉଥିବା ଏହି ଟ୍ରକଟି ଛତିଆଠାରେ ରାସ୍ତା ଉପରେ ଠିଆ…

ଓଲଟିଲା ଆଳୁ ବୋଝେଇ ଟ୍ରକ, ଘରକୁ ବୋହିନେଲେ ଲୋକ

ଯାଜପୁର: ରାସ୍ତାରେ ଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା । ବସ୍ତା ବସ୍ତା ଆଳୁ ଘରକୁ ବୋହି ନେଲେ ଲୋକ । ଯିଏ ଯେତେ ପାରିଲା ନେଇ ପଳାଇଲେ । ଆଳୁ ନେବାକୁ ବେଶ କିଛି ସମୟ ଦୁର୍ଘଟଣାସ୍ଥଳରେ ଲୋକଙ୍କ ଭିତରେ ଲାଗିଥିଲା ପ୍ରତିଯୋଗିତା । ମାତ୍ର କିଛି ସମୟ ଭିତରେ ପୂରା ଟ୍ରକକୁ ଖାଲି କରିଦେଲେ ଲୋକ ।…

ଯାଜପୁରରେ ମାତିଛନ୍ତି ଲୁଟେରା

ଯାଜପୁର: ଯାଜପୁରରେ ମାତିଛନ୍ତି ଲୁଟେରା । ମହିଳାଙ୍କ ବେକରେ ଛୁରି ଲଗାଇ ଲୁଟିନେଲେ ସୁନା ଚେନ୍। ଯାଜପୁର ଥାନା କୋଦଣ୍ଡପୁର ଅଞ୍ଚଳରେ ଏପରି ଅଘଟଣ ଘଟିଛି । ସୁନ୍ଦରମୁହିଁ ଅଞ୍ଚଳରୁ ଯାଜପୁର ଟାଉନ୍ ଥାନା ଅଭିମୁଖେ ଆସୁଥିବା ଶ୍ରାବଣୀ ପାତ୍ରଙ୍କୁ କୋଦଣ୍ଡପୁର ଅଞ୍ଚଳରେ ଅଟକାଇ ତାଙ୍କ ବେକରୁ…

ଯାଜପୁରରେ ଡବଲ ମର୍ଡର

ଯାଜପୁର : ଯାଜପୁରରେ ଡବଲ ମର୍ଡର । ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରୁ ଦୁଇ ଜଣଙ୍କ ମୃତ ହେହ କୁ ପୋଲିସ ଉଦ୍ଧାର କରିଛିା। ମୃକକ ଦୁଇ ଜଣ ଜହ୍ନା ଗାଁ ର ବିଜୟ ସାହୁ ଓ ମାନସ ରଞ୍ଜନ ଦାସ ବୋଲି ଜଣାପଡ଼ିଛି।ଉଭୟଙ୍କ ଦେହରେ କ୍ଷତ ସ୍ଥାନ ରହଛି। ପୋଲିସ ଉଭୟଙ୍କ ମୃତ ଦେହକୁ…

ଜାତୀୟ ରାଜପଥ କଡ଼ରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁର୍ଘଟଣା ନା ହତ୍ୟା ?

ଯାଜପୁର: ଜାତୀୟ ରାଜପଥ କଡ଼ରୁ ୨ ଜଣଙ୍କର ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମିର୍ଜାପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ଦୁର୍ଘଟଣା ନା ହତ୍ୟା ଏଯାଏ ସ୍ପଷ୍ଟ ହୋଇନି । ମୃତଦେହ ନିକଟରେ ଏକ ବାଇକ୍ ପଡ଼ିଥିବା…

ଏସିଆ ବୁକ ଅଫ୍ ରେକର୍ଡସର ଅଧିକାରୀ ଓଡ଼ିଆ ପୁଅ ସୌମ୍ୟରଞ୍ଜନ

ଯାଜପୁର: ଏସିଆ ବୁକ ଅଫ୍ ରେକର୍ଡସର ଅଧିକାରୀ ହୋଇଛନ୍ତି ଜଣେ ଓଡ଼ିଆ ପୁଅ । ନାଁ- ସୌମ୍ୟରଞ୍ଜନ ରାଉତ । ଶରୀରରେ ୩୦ କିଲୋ ଓଜନ ଧରି ଦୀର୍ଘ ସମୟ ଚକ୍ରାସନ କରି ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମୁରାରୀପୁର ଗାଁର ମନୋରଞ୍ଜନ ରାଉତ ଓ ରଞ୍ଜିତା ରାଉତଙ୍କ…