Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ପୋଖରୀରେ ଖସି ପଡ଼ିଲା କାର , ଚାଳକ ମୃତ

ଯାଜପୁର : ଯାଜପୁରରେ ଅଘଟଣ । ପୋଖରୀରେ କାର ଗଳିପଡ଼ିବା ଫଳରେ କାର ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ମୁଗୁପାଳ ନିକଟରେ ଏପରି ଅଘଟଣ ଘଟିଛି । ମୃତକ ଜଣକ ହେଲେ ମୁଗୁପାଳ ଗାଁ ର ଗଦାଧର ସାହୁ । ସେ ନିଜ ଗାଡିରେ ହରିପୁରରୁ ନିଜ ଗାଁକୁ ଆସୁଥିବା ବେଳେ କାର ଭାରସାମ୍ୟ…

କୋଭିଡ୍ ନିୟମ ଉଲ୍ଲଂଘନ କରି ପୋଲିସ ଆଗରେ ଦୂତୀଙ୍କ ଦବଙ୍ଗଗିରିି

ଯାଜପୁର: ବେଶ କିଛି ଦିନ ପୂର୍ବରୁ ଜଣେ ୱବ୍ ପୋର୍ଟାଲ୍ ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ଧାବିକା ଦୂତୀ ଚାନ୍ଦ । ହେଲେ ଏବେ କର୍ତ୍ତବ୍ୟରତ ପୋଲିସକୁ ନାଲି ଆଖି ଦେଖାଇ ଦୂତୀ ସମାଲୋଚନାର ଶିକାର ହୋଇଛନ୍ତି । ଗତକାଲି ବିନା ଅନୁମତିରେ ଯାଜପୁର ଜିଲ୍ଲା ଚକଗୋପାଳପୁର…

ଲଗାଣ ବର୍ଷାରେ ଉଜୁଡିଗଲା ଚାଷ

ଯାଜପୁର: ଗତ କିଛି ଦିନ ଧରି ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ । ବିଶେଷକରି ବୈତରଣୀ ଏବଂ ଏହାର ଶାଖା ନଦୀ ମାନଙ୍କରେ ବନ୍ୟା ଆସିବା ଫଳରେ ଯାଜପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପନିପରିବା ଚାଷ ପାଣିରେ ବୁଡି ରହିବା ଫଳରେ…

ବାଇକ୍ ସହ ଧକ୍କା ପରେ ଗ୍ୟାସ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍

ଯାଜପୁର: ବାଇକ୍ ସହ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା । ଯାଜପୁର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତ ପେଟ୍ରୋଲିୟମ ଗ୍ୟାସ ଟ୍ୟାଙ୍କର । ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ବାଇକ ସହ ଧକ୍କା ହୋଇଛି ।…

ବିପଦ ସଂକେତ ଉପରେ ବୈତରଣୀ

ଯାଜପୁର: ବୈତରଣୀ ନଦୀର ଜଳ ସ୍ତର ପୁଣି ବୃଦ୍ଧି । ବିପଦ ସଂକେତ ଉପରେ ପ୍ରବାହିତ । ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସାମାନ୍ୟ ସୁଧୁରୁଥିବା ବେଳେ ବୈତରଣୀ ନଦୀର ଜଳ ସ୍ତର ପୁଣି ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହୋଇଛି । ବ୍ରାହ୍ମଣୀର ଜଳ ସ୍ତର ହ୍ରାସ ପାଇଛି । ହେଲେ ବରୀ ବ୍ଲକ…

ଏସିରେ ଫସିଲା ନାଗ

ଯାଜପୁର : ଏସିରେ ଫସିଲା ନାଗ ସାପ । ଯାଜପୁର କୁଆଖିଆର ଜଣେ ଯନ୍ତ୍ରୀଙ୍କ ଘର ଏସିରୁ ଏହି ବିଷାକ୍ତ ନାଗ ସାପଟିକୁ ଉଦ୍ଧାର କରାଯାଇଛି । ବାହାର ପଟେ ଥିବା କମ୍ପ୍ରେସର ୟୁନିଟରେ ଏହି ସାପଟି ଫସିଥିଲା। ତେବେ ଘଟଣା ସ୍ଥଳରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପହଞ୍ଚି ୩ଫୁଟ ଲମ୍ବା ସାପକୁ ଉଦ୍ଧାର…

ବ୍ରାହ୍ମଣୀ ବଢ଼ି ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଆଜି ମିଳିଲା ମୃତଦେହ

ଯାଜପୁର: ଗତକାଲି ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ବାପା ଓ ପୁଅ ଭାସିଯାଇ ନିଖୋଜ ଥିଲେ । ଆଜି ସକାଳେ ଦୁହିଁଙ୍କର ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ଜିଲ୍ଲା ବରି ବ୍ଲକ ବଳିଆ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାଧରପୁର ଗାଁରେ । ମୃତକମାନେ ହେଲେ କିଶୋର ସିଂ ଓ ତାଙ୍କ ପୁଅ କୈଳାସ ସିଂ । ଗତକାଲି…

ବ୍ରାହ୍ମଣୀରେ ଘାଇ, ଲୋକେ ଜଳବନ୍ଦୀ

ଯାଜପୁର: ବ୍ରାହ୍ମଣୀ ନଦୀରେ ଘାଇ ।ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଏବେ ବନ୍ୟା ପାଣି ଘେରରେ। ବରୀ ବ୍ଲକ ସାହୁପଡ଼ା ପଞ୍ଚାୟତର ମାଟିଆପଡ଼ା ନିକଟରେ ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁଁ ସାହୁପଡ଼ା ଏବଂ ଧାରପୁର ପଞ୍ଚାୟତରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ଅନେକ ଅଞ୍ଚଳ ଜଳମଗ୍ନ…

ଯାଜପୁର ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ , ୭ ଅଭିଯୁକ୍ତ ଗିରଫ

ଯାଜପୁର : ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ । ୨ କିନ୍ନର ସମେତ ୭ ଜଣଙ୍କୁ ଦଫା ୩୦୨ ଅନୁଯାୟୀ କୋର୍ଟ ଚାଲଣ କରାଯାଇଛି। ଦୀର୍ଘ ୯ ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ।ଦୁଇ କିନ୍ନରଙ୍କ ସହ ଶାରୀରୀକ ସମ୍ପର୍କ ରଖିବା ପରେ…

ଯାଜପୁର ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ

ଯାଜପୁର : ପାଣିକୋଇଲି NH-୧୬ରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ଘଟଣାର ହେଲା ପର୍ଦ୍ଦାଫାସ। କିନ୍ନରଙ୍କୁ ଅସଦାଚରଣ ଯୋଗୁଁ ସଂଘବଦ୍ଧ ହତ୍ୟା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍ ପି । ହତ୍ୟାରେ ସଂପୃକ୍ତ ୨ କିନ୍ନର ଓ ଜଣେ ନାବାଳକ ସମେତ ୭ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ଗତ…