Latest Odisha News
Browsing Category

କୋରାପୁଟ

Koraput

କୋରାପୁଟ ଜିଲ୍ଲାକୁ ପ୍ରଶଂସା କଲେ ନୀତି ଆୟୋଗ ସିଇଓ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ । ଜିଲ୍ଲାର ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିକୁ ଉନ୍ନତ କରିଥିବା ହେତୁ କୋରାପୁଟ ନୀତି ଆୟୋଗର ଜିଲ୍ଲା ପ୍ରଦର୍ଶନ ତାଲିକା ଏପ୍ରିଲ ମାସ ପାଇଁ ସର୍ବୋତ୍ତମ ଜିଲ୍ଲା ଭାବେ…

କୁଢ଼ କୁଢ଼ ଅଖାଦ୍ୟ, ଅଳିଆ

ସଜ ସଜ ଶେଷ ହୋଇଛି ସାବିତ୍ରୀ ବ୍ରତ । ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଫଳ ବଜାରରେ ଅସମ୍ଭବ ଦର ବୃଦ୍ଧି ଘଟିଥିଲା । ଫଳ ବଜାରରେ ଦରବୃଦ୍ଧିକୁ ନେଇ ଏଯାଏଁ କୌଣସି ବି କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ପାଇଁ ଆଗେଇ ଆସିନାହାନ୍ତି । ଯାହା ମୁହଁରୁ ଯାହା ବାହାରିଲା ତାହା ହିଁ ଦର । କିନ୍ତୁ ଏଇଠି…

ଟ୍ରକ ଧକ୍କା ଦେଲା ଅଟୋକୁ: କାମ ସାରି ଆଉ ଘରକୁ ଫେରି ପାରିଲେନି ନିର୍ମାଣ ଶ୍ରମିକ

କୋରାପୁଟ (ପବନ କୁମାର): ଟ୍ରକ ଧକ୍କା ଦେଲା ଅଟୋକୁ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି 5 ଜଣଙ୍କ ଅବସ୍ଥା ଗୁରୁତର ରହିଛନ୍ତି। ଦୁର୍ଘଟଣା ବେଳେ ଅଟୋରେ 10 ଜଣ ବସିଥିବା ଜଣାପଡିଛି । ସେଥି ମଧ୍ୟରୁ 2 ଜଣ ସୁରକ୍ଷିତ ରହିଥିବା ଜଣା…

[ଦେଖନ୍ତୁ ଭିଡିଓ] ୨ବର୍ଷ ପରେ ଫେରିଲେ ମୃତ ଘୋଷିତ ସ୍ୱାମୀ , ପତ୍ନୀଙ୍କୁ କଲେ ଦ୍ୱିତୀୟ ବିବାହ

କୋରାପୁଟ : ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କଲେ ସ୍ୱାମୀ ।  ହେଲେ କାହିଁକି ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ।  ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି । ହଠାତ୍‌ ଦୁଇ ବର୍ଷ ହେବ ମୃତ ସ୍ୱାମୀ ଜୀବନ୍ତ ଫେରିଥିଲେ । ଗାଁ ଲୋକ ଏହା ଦେଖି ହତବାକ୍‌…

ଖଡ଼ି ମାଟି ବିବାଦ , ପୁଣି ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କୋରାପୁଟ  : ଖଡ଼ି ମାଟି ବିବାଦ । ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ଜେସିବି ଓ ଟ୍ରକ ଉଦ୍ଧାର ପାଇଁ ପୋଲିସ ଯାଇଥିବା ବେଳେ ଉତ୍ତେଜନା । ପୁଣି ଥରେ କୋରାପୁଟ ଜିଲ୍ଲାର ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଉତେଜନା । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଗ୍ରାମବାସୀ । ଲମତାପୁଟ ପରଜାଖୁଡୁବି…

ଅଧା ରାସ୍ତାରେ ଦୁର୍ଘଟଣା, ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ

ଜୟପୁର: ବୋଧ ହୁଏ ଭାଗ୍ୟରେ ନଥିଲା ଗୁପ୍ତେଶ୍ୱର ଦର୍ଶନ । ରାସ୍ତା ମଝିରେ ବାଟ ହୁଡିଥିଲେ ଯମ । ଫେଲ୍ ମାରିଥିଲା ବ୍ରେକ୍‌, ହେଲେ ପାସ୍ କରିଥିଲା ମୃତ୍ୟୁର ଫର୍ମାନ୍ । ଗୁପ୍ତେଶ୍ୱର ଦର୍ଶନ କରିବାକୁ ଘରୁ ବାହାରିଥିବା କିଛି ଲୋକ ଅଧା ରାସ୍ତାରେ ଦୁର୍ଘଟଣାର ଶିକାର ହେବା ପରେ ଶୋକର ବାତାବରଣ…

କୋରାପୁଟରେ ପୁଲିସକୁ ମାଡ଼ ! ଅଳ୍ପକେ ବର୍ତ୍ତିଲେ ନନ୍ଦପୁର ଥାନା ଇନ୍ସପେକ୍ଟର

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଲମତାପୁଟ ତହସିଲ ହାଟଶୁକୁରେ ପୁଲିସ ଉପରେ ରବିବାରଦିନ  ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଚିନାମାଟି ଖଣି ଅଂଚଳକୁ ପୁଲିସ  ଗସ୍ତ କରିଥିବାବେଳେ ଲୋକେ ତାହାର ପ୍ରବଳ ବିରୋଧ…

୭ ଦଫା ଦାବି ପୂରଣ ପରେ ତୋଷାଳୀ ସିମେଣ୍ଟ ଶ୍ରମିକମାନେ ଆନ୍ଦୋଳନ ପ୍ରତ୍ୟାହୃତ କଲେ

କୋରାପୁଟ : ଦାବି ପୂରଣ ପରେ ତୋଷାଳୀ ସିମେଣ୍ଟ ଶ୍ରମିକମାନେ ଆନ୍ଦୋଳନ ପ୍ରତ୍ୟାହୃତ କଲେ । ସାତ ଦଫା ଦାବି ନେଇ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ଆମ୍ପାବାଲି ସ୍ଥିତ ଆଇଏଫଟିୟୁ ଶ୍ରମିକ ମାନଙ୍କ ୭ ଦଫା ଦାବିକୁ ପୂରଣ କରିବେ କମ୍ପାନୀ ,ତୋଷାଳୀ ସିମେଣ୍ଟ ଶ୍ରମିକମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ…

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ୨ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଂଚଳରେ  ହତ୍ୟାକାଣ୍ଡ ।  ଚୈତ୍ର ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି। ସଂଘବଦ୍ଧ ଆକ୍ରମଣରେ ଦାମନଯୋଡ଼ି ଥାନା ସିନ୍ଧିପାର ଗାଁର ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା…

ମୋବାଇଲ ଗେମ୍ ସାଜିଲା କାଳ, ସାଙ୍ଗକୁ ହତ୍ୟା କରି ଫିଙ୍ଗି ଦେଲେ ସାଙ୍ଗମାନେ

କୋରାପୁଟ : ମୋବାଇଲ ଗେମ୍ ନେଲା ଜୀବନ । ଛାତ୍ରଙ୍କୁ ହତ୍ୟା କରି ଜଳ ଭଣ୍ଡାରରେ ଫିଙ୍ଗିଦେଲେ ସାଙ୍ଗମାନେ । କୋରାପୁଟ ଟାଉନ ଥାନା ମସପୁଟି ଅଞ୍ଚଳରେ ଏପରି ଜଘଣ୍ୟ ଘଟଣା ଘଟିଛି । ସୂଚନାଅନୁସାରେ ସାଙ୍ଗମେଳରେ ଫ୍ରି ଫାୟାର ମୋବାଇଲ ଗେମ୍ ଖେଳୁଥିବା ବେଳେ । କୋରାପୁଟ ଟାଉନ ଥାନା ଆଞ୍ଚଳର…