Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

୧୧ ଦଫା ଦାବି ନେଇ ଗର୍ଜିଲେ ବିଚ୍ଛିନ୍ନାଞ୍ଚଳବାସୀ, ସରକାରଙ୍କ ବିରୋଧରେ ନାରାବାଜି

କୋରୁକୋଣ୍ଡା: ଆଜି ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ଅଧିବାସୀ । ସେମାନେ ସରକାରଙ୍କ ସାମ୍ନାରେ ୧୧ ଦଫା ଦାବି ରଖିଛନ୍ତି । ଅଙ୍ଗୁରଗୁଡା, ଅମ୍ବିଲିବେଡା, ସାନ୍ଅମ୍ବିଲିବେଡା, ଟିକରପଡା, ଖଜୁରୀଗୁଡା, ଗଙ୍ଗାପଡା, ଜଲାଗୁଡା, ବାଟାଗୁଡା ଭଳି…

ବିଜାପୁର ବର୍ବରତା: ମାଓ ସଙ୍ଗଠନ ଜାରି କଲା ବନ୍ଦୀ ଯବାନଙ୍କ ସଦ୍ୟ ଫଟୋ !

ମାଲକାନଗିରି: ବିଜାପୁର ଟେକେଲଗୁଡା ଏନକାଉଣ୍ଟର ମାମଲା । ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ କୋବ୍ରା ଯବାନ ରାଜେଶ୍ୱର ସିଂ ମାନହାସ । ଏହି ଘଟଣାକୁ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ମାମଲାରେ ପରୋକ୍ଷ ଭାବେ ସାମିଲ ହୋଇଥିଲେ…

ଚୋରି କରିବାକୁ ଯୋଜନା କରୁଥିଲେ ସାବଧାନ ! ବାଲିମେଳା ଟ୍ରାଫିକ୍ ଛକରେ ଲାଗିଛି ସିସିଟିଭି, ସ୍ବେଚ୍ଛାସେବୀଙ୍କ ଉଦ୍ୟମକୁ…

ମାଲକାନଗିରି: ମାଲକାନଗିରିରେ ଚୋରି କି ଡକାୟତି କରିବାକୁ ଆସୁଥିଲେ ସାବଧାନ । ଏଣିକି ପୋଲିସ ହାତରୁ ଆଉ ଖସିପାରିବେନି ଚୋର । ଚୋରଙ୍କୁ ଧରିବାକୁ ସହରରେ ଲାଗିଛି ସିସିଟିଭି କ୍ୟାମେରା । ୩୨୬ ନମ୍ବର ଜାତିୟ ପଥର ବାଲିମେଳା ଟ୍ରାଫିକ୍ ଛକ ଉପରେ ଲାଗିଛି ଏହି ସବୁ କ୍ୟାମେରା । ଅପରାଧିଙ୍କ…

ଚୋରି କରିବାକୁ ଯୋଜନା କରୁଥିଲେ ସାବଧାନ ! ବାଲିମେଳା ଟ୍ରାଫିକ୍ ଛକରେ ଲାଗିଛି ସିସିଟିଭି, ସ୍ବେଚ୍ଛାସେବୀଙ୍କ ଉଦ୍ୟମକୁ…

ମାଲକାନଗିରି: ମାଲକାନଗିରିରେ ଦିନକୁ ଦିନ ଚୋରି ଓ ଡକାୟତି ପରି ଅନେକ ଅପରାଧ ସଂଖ୍ୟା ବଢୁଛି । ଅପରାଧିଙ୍କ ଉପରେ ନଜର ରଖିବା ଲାଗି ସହରବାସୀ ମୁଖ୍ୟ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଇ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଥିଲେ । କିନ୍ତୁ ପ୍ରଶାସନ ଶୁଣିଲା ନାହିଁ । ଶେଷରେ…

ଫେରିଲା କଟକଣା: ମାଲକାନଗିରିରେ ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ 

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି କରୋନା କଟକଣା କଡାକଡି । ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ କରିଛି ଜିଲ୍ଲାପ୍ରଶାସନ । ଜନଗହଳି ପୂର୍ଣ୍ଣ ଅଂଚଳକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଧର୍ମୀୟ ଅନୁଷ୍ଠାନରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତା…

ତିନି ହାର୍ଡକର ନକ୍ସଲଙ୍କ ଆତ୍ମସମର୍ପଣ, ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ୮ ବର୍ଷ ଧରି ଥିଲେ ସକ୍ରିୟ 

ମାଲକାନଗିରି: ଲାଲଗୋଡର ଅନ୍ଧାରି ଦୁନିଆକୁ ଛାଡି ମୁଖ୍ୟଶ୍ରୋତକୁ ଫେରିଲେ ନକ୍ସଲ । ତିନି ହାର୍ଡକର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ଏମାନେ ସକ୍ରିୟ ଥିଲେ । ଏସ.ପି ରିସିକେଶ ଖିଲାରି ଓ ବିଏସଏଫ ଡିଆଇଜି ସଞ୍ଜୟ କୁମାର…

ବଡ଼ଯାତ୍ରା ଅବସରରେ ମାଲକାନଗିରିରେ ଜମିଥିଲା ମଦ ମେଳା

ମଦ ମେଳା । ଶୁଣିବାକୁ ଆପଣଙ୍କୁ ଟିକେ ଅଜବ ଲାଗୁଥିବ । କେବେ ଦେଖିନଥିବେ ଏମିତି ମେଳା । ବଡଯାତ୍ରା ଉପଲକ୍ଷେ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ମଦ ମେଳାର ଆସର । କୋୟା ଆଦିବାସୀ ସମ୍ପ୍ରଦାୟର ଲୋକେ ଆୟୋଜନ କରିଥାନ୍ତି ଏହି ପାରମ୍ପରିକ ମଦ ମେଳା । ଯେଉଁଥିରେ ସାମିଲ ହୋଇଥାନ୍ତି…

ଛତିଶଗଡରେ ଜୋରଦାର କୁମ୍ବିଂ ଅପରେସନ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ !

ମାଲକାନଗରି: ଛତିଶଗଡ ରାଜ୍ୟର ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଜୋରଦାର କୁମ୍ବିଂ ଅପରେସନ୍ । ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆଜି ସକାଳେ ଦାନ୍ତେୱାଡାର ପଲ୍ଲୀ ବୀରାସୁର ଗାଁର ଘୋଟିଆ ଜଙ୍ଗଳରେ ମାଓବାଦୀ କ୍ୟାମ୍ପ କରିଥିବା ଗୁଇନ୍ଦା ସୁତ୍ରରୁ ଜଣାପଡିଥିଲା । ଖବର ପାଇ…

ଛତିଶଗଡରେ ଲାଲ୍ ସେନା ଆତଙ୍କ, ଜାଳିଦେଲେ ୧୧ଗାଡି

ମାଲକାନଗିରି: ଛତିଶଗଡରେ ଜାରି ରହିଛି ମାଓବାଦୀଙ୍କ ଔଦ୍ଧତ୍ୟ । ବିକାଶକୁ ଲଗାତାର ବିରୋଧ କରୁଛି ଲାଲ୍ ସେନା । ଆତ୍ମଗର୍ବରେ ବଶୀଭୂତ ହୋଇ ଜାଳିଦେଲେ ୧୧ଟି ଗାଡି । ମାଓବାଦୀଙ୍କ ଲଙ୍କାକାଣ୍ଡରେ ଟ୍ରାକ୍ଟର, ରୋଡ୍ ରୋଲର୍ ଓ ଟ୍ରକ୍ ଜଳିପୋଡି ଧ୍ୱଂସ ହୋଇଥିବା ସୂଚନା ମିଳିଛି । ସଦ୍ୟ ରିପୋର୍ଟ…

ଲକଡାଉନ୍ ବଦଳାଇଦେଲା ପେଶା, ବିଟେକ୍ ଇଞ୍ଜିନିୟର ବିକୁଛନ୍ତି ବିରିୟାନି

ମାଲକାନଗିରି: ଲକଡାଉନ୍ ବଦଳାଇଦେଲା ଦୁଇ ଯୁବ ଇଞ୍ଜିନିୟରଙ୍କ ପେଶା । ପରିବାର ଉପରେ ବୋଝ ନହୋଇ ନିଜ ଗୋଡରେ ଠିଆ ହେବା ଲାଗି ସହରରେ ଲଗାଇଛନ୍ତି ଗୋଟିଏ ଠେଲା । ଯାହାର ନାଁ ଦେଇଛନ୍ତି ଇଞ୍ଜିନିୟରସ୍ ଠେଲା । ମାଲକାନଗିରି ଜିଲ୍ଲାର ଏହି ଦୁଇ ଯୁବ ଇଞ୍ଜିନିୟର ବନ୍ଧୁ ସହରର ରାସ୍ତା କଡରେ ଏହି…